Badmintonଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍ମିଣ୍ଟନରେ ଓଡ଼ିଆଙ୍କୁ ୪ ପଦକOdisha Sports BureauAugust 7, 2023 by Odisha Sports BureauAugust 7, 20230138 ଭୁବନେଶ୍ୱର : ଇଂଲଣ୍ଡରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ୩ଟି ବର୍ଗର ଫାଇନାଲ୍ରେ ପ୍ରବେଶ କରିଥିବା ଓଡ଼ିଆ ପୁଅ ତଥା ଖେଳରତ୍ନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଗୋଟିକରେ ବିଜେତା ଏବଂ ଅନ୍ୟ ଦୁଇଟିରେ...
chessଜାତୀୟ ଚେସ୍ ବକ୍ସିଙ୍ଗ ସିନିୟର ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଲେ ବିଷମକଟକ ଝିଅ ବି.ଭିନୀଲାOdisha Sports BureauAugust 5, 2023 by Odisha Sports BureauAugust 5, 20230163 ବିଷମକଟକ/ ରବୀନ୍ଦ୍ର କୁମାର ସାହୁ: ପଶ୍ଚିମବଙ୍ଗରେ ଜିତି ନାଁ କଲେ ଓଡ଼ିଆ ଝିଅ ବି.ବୀନିଲା | ପଶ୍ଚିମବଙ୍ଗର ଡ଼ାର୍ଜିଲିଙ୍ଗ ସହର ଠାରେ ଆୟୋଜିତ ଏକାଦଶ ତମ ଜାତୀୟ ସିନିୟର୍ ଚେସ୍ ବକ୍ସିଙ୍ଗ ପ୍ରତିଯୋଗିତାର ୪୮...
Uncategorizedବିଶ୍ୱ ପୁଲିସ ଓ ଫାୟାର କ୍ରୀଡ଼ାରେ ଚିନ୍ମୟୀଙ୍କୁ ଦୁଇ ସ୍ୱର୍ଣ୍ଣOdisha Sports BureauAugust 3, 2023 by Odisha Sports BureauAugust 3, 20230152 ଭୁବନେଶ୍ୱର : କାନାଡ଼ାରେ ଆୟୋଜିତ ବିଶ୍ୱ ପୁଲିସ ଓ ଫାୟାର କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଝିଅ ଚିନ୍ମୟୀ ଭୂୟାଁ ୨ଟି ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା...
Wrestlingଗୁଜରାଟ ସ୍ପୋର୍ଟ କ୍ଲବ୍ରେ ଆୟୋଜିତ ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତOdisha Sports BureauJuly 24, 2023 by Odisha Sports BureauJuly 24, 20230167 ଭୁବନେଶ୍ବର: ଗୁଜରାଟ ସ୍ପୋର୍ଟ କ୍ଲବ୍ରେ ରବିବାର ଆୟୋଜିତ ମହାସଂଘର ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି | ତୁଷାର ଦ୍ବିବେଦୀ ସଭାପତି, ପ୍ରଶାନ୍ତ କେନି ସମ୍ପାଦକ, ପାର୍ଥ ଚକ୍ରବର୍ତ୍ତୀ କୋଷାଧ୍ୟକ୍ଷ...
Cricketସୁମନରାଣୀଙ୍କ ହାତ ଧରିଲେ ପୂର୍ବତନ ରଣଜୀ କ୍ରିକେଟର ଧୀରାଜOdisha Sports BureauJuly 11, 2023 by Odisha Sports BureauJuly 11, 20230178 ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର ତଥା ବାମହାତୀ ସ୍ପିନର ଧୀରାଜ ସିଂହ ତାଙ୍କର ତୃତୀୟ ପାଳି ଆରମ୍ଭ କରିଛନ୍ତି। ସୋମବାର କଟକ ଚହଟାସ୍ଥିତ ରାମ ମନ୍ଦିରରେ କୁସପଙ୍ଗିସ୍ଥିତ ବିଜୟ କୁମାର ଦାସ ଓ...
Cricketଅଟୋଗ୍ରାଫ ଦେଇ ପ୍ରେମରେ ପଡିଥିଲେ ଗାଭାସ୍କରOdisha Sports BureauJuly 11, 2023 by Odisha Sports BureauJuly 11, 20230159 ସୁନୀଲ ଗାଭାସ୍କାର… ନାଁ ଯେମିତି କ୍ରେଜ ବି ସେମିତି | ତାଙ୍କୁ ପରିଚୟର କୌଣସି ଆବଶ୍ୟକ ନାହିଁ | କ୍ରିକେଟ ଜଗତର ବାଦଶାହା ହେଉଛନ୍ତି ଗାଭାସ୍କର | ଟିମ ଇଣ୍ଡିଆ ପାଇଁ ସେ ହେଉଛନ୍ତି...
Gymnasticକଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓOdisha Sports BureauJuly 7, 2023 by Odisha Sports BureauJuly 7, 20230199 ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓ ଦିଲ୍ଲୀପ ଓମେନ । ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଂଟରରେ ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀଙ୍କ...
chessଜାତୀୟ ମହିଳା ଚେସ୍ରେ ୪ ଓଡ଼ିଆ ଖେଳାଳିOdisha Sports BureauJuly 6, 2023 by Odisha Sports BureauJuly 6, 20230146 ଗୁଜରାଟ : ଗୁଜରାଟରେ ଚାଲିଥିବା ଜାତୀୟ ମହିଳା ଚେସ୍ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଚମକ ଜାରି ରଖିଛନ୍ତି। ଷଷ୍ଠ ରାଉଣ୍ଡ ସୁଦ୍ଧା ୪ ଜଣ ଓଡ଼ିଆ ପଦ୍ମିନୀ ରାଉତ, ସାଇନା ସାଲୋନିକା, କିରଣ ମନୀଷା...
volleyball୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱପ୍ରତିଯୋଗିତା ଭାରତୀୟ ଦଳରେ ଓଡିଆ ଖେଳାଳିOdisha Sports BureauJuly 4, 2023July 4, 2023 by Odisha Sports BureauJuly 4, 2023July 4, 20230203 ଭୁବନେଶ୍ୱର: ବାହରିନରେ ଆୟୋଜିତ ହେବାକୁ ଥିବା ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱପ୍ରତିଯୋଗିତା ଭାରତୀୟ ଦଳରେ ସାମିଲ ହେଲେ ଓଡିଆ ଖେଳାଳି । ଚଳିତ ମାସ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା...
Swimmingନୀଳାଦ୍ରିବିହାର ହେବ ସ୍ପୋର୍ଟସ୍ ହବ୍Odisha Sports BureauJuly 4, 2023 by Odisha Sports BureauJuly 4, 20230166 ଭୁବନେଶ୍ୱର : ରାଜଧାନୀର ନୀଳାଦ୍ରିବିହାରଠାରେ ନିର୍ମାଣ ହେବ ସନ୍ତରଣାଗାର। ଈଶାନେଶ୍ୱର ମନ୍ଦିର ସମ୍ମୁଖ ଇନ୍ଡୋର ଷ୍ଟାଡିୟମ୍ ନିକଟରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ସନ୍ତରଣାଗାରରେ ସମସ୍ତ...