Cricketଗୁଜରାଟ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇOdisha Sports BureauMay 25, 2025 by Odisha Sports BureauMay 25, 2025097 ଅହମ୍ମଦାବାଦ : ଚାଲିଛି ଆଇପିଏଲର ୬୭ ତମ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ – ଗୁଜରାଟ । ଏହି ମ୍ୟାଚେରେ ପ୍ରଥମ ଇନିଜ ଶେଷ ହୋଇଯାଇଛି । ...
Cricketପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସOdisha Sports BureauMay 25, 2025 by Odisha Sports BureauMay 25, 2025077 ନୂଆ ଦିଲ୍ଲୀ: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୬୬ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୦୭ ରନର ଲକ୍ଷ୍ୟକୁ ଦିଲ୍ଲୀ...
Cricketୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ୍ ମୁକାବିଲାରେ ପୂର୍ବତନ ପେସର ଜାଭାଗଲ ଶ୍ରୀନାଥ ମ୍ୟାଚ ରେଫରିOdisha Sports BureauMay 24, 2025 by Odisha Sports BureauMay 24, 2025073 ନୂଆଦିଲ୍ଲୀ-: ଆଗକୁ ଖେଳାଯିବାକୁଥିବା ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ୍ ମୁକାବିଲାରେ ପୂର୍ବତନ ପେସର ଜାଭାଗଲ ଶ୍ରୀନାଥ ମ୍ୟାଚ ରେଫରି ଭାବେ ଦେଶର ଉପସ୍ଥିତି ଜାହିର କରିବେ। ଅନ୍ୟପକ୍ଷରେ ନୀତୀନ ମେନନ ୪ର୍ଥ ଅମ୍ପାୟର ଭାବେ ପ୍ରଥମ...
Cricketଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତିOdisha Sports BureauMay 24, 2025 by Odisha Sports BureauMay 24, 2025079 ନୂଆଦିଲ୍ଲୀ-: ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଶୁକ୍ରବାର ଏକ ବିବୃତିରେ ୩୭ ବର୍ଷୀୟ ମାଥ୍ୟୁସ୍ ନିଶ୍ଚିତ କରିଛନ୍ତି ଯେ ଜୁନ ମାସରେ ଗାଲେ ଆନ୍ତର୍ଜାତୀୟ...
Cricketଧୋନିଙ୍କ ପାଦ ଛୁଇଁ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତ ବୈଭବ ସୂର୍ଯ୍ୟବଂଶୀOdisha Sports BureauMay 21, 2025 by Odisha Sports BureauMay 21, 2025094 ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂହ ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ IPL 2025 ସିଜିନ ଶେଷ କରିଥିଲେ। ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଗତକାଲି ଚେନ୍ନାଇ...
Cricketଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀOdisha Sports BureauMay 20, 2025 by Odisha Sports BureauMay 20, 2025075 ଲକ୍ଷ୍ନୌ: ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀ । ତାଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ଦଳର ଗୋଟିଏ ମ୍ୟାଚରୁ ସସପେଣ୍ଡ କରାଯାଇଛି । ଏହା ସହ ଜରିମାନା ବାବଦକୁ ମ୍ୟାଚ ଫିର...
Cricket୬ ଓ୍ଵିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦOdisha Sports BureauMay 20, 2025 by Odisha Sports BureauMay 20, 2025075 ଲକ୍ଷ୍ନୌ: ୬ ଓ୍ଵିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦ । ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କରି ଦେଇଛି। ଆଇପିଏଲ ୨୦୨୫ରେ ଲକ୍ଷ୍ନୌର ଏହା ସପ୍ତମ ପରାଜୟ ଥିଲା,...
Cricketନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ ଆଜିଠୁ ଆରମ୍ଭOdisha Sports BureauMay 17, 2025May 17, 2025 by Odisha Sports BureauMay 17, 2025May 17, 2025076 ନୂଆଦିଲ୍ଲୀ-: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅବଶିଷ୍ଟ ମ୍ୟାଚ ଶନିବାର ଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି । ୬ଟି ଭେନ୍ୟୁରେ ଅବଶିଷ୍ଟ ୧୭ଟି...
Cricketପାଇକପଡା ଠାରେ ଉଦଘାଟିତ ହୋଇଯାଇଛି PPL -2025 କ୍ରିକେଟ ମ୍ୟାଚOdisha Sports BureauMay 16, 2025May 16, 2025 by Odisha Sports BureauMay 16, 2025May 16, 2025089 ପାଇକପଡା : କ୍ରିକେଟ କହାକୁ ବା ପସନ୍ଦ ନୁହଁ । ଗାଁ ଠୁ ସହର ସବୁଠୁ ଚାଲେ କ୍ରିକେଟ ଖଳ । ଗାଁରେ ସନ୍ଧ୍ୟା ହେଲା ମାନେ ପିଲାମେନେ ପଡିଆକୁ ଚାଲି ଯାନ୍ତି କ୍ରିକେଟ...
Uncategorizedଟେଷ୍ଟ କ୍ରିକେଟରୁ ସନ୍ୟାସ ନେଲେ ବିରାଟ କୋହଲିOdisha Sports BureauMay 12, 2025 by Odisha Sports BureauMay 12, 2025092 ନୂଆଦିଲ୍ଲୀ-: ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି । ପୂର୍ବରୁ ଏନେଇ ବିସିସିଆଇକୁ ଅବଗତ କରାଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ଟେଷ୍ଟରୁ ସନ୍ୟାସ ଗ୍ରହଣ କରିଛନ୍ତି ବିରାଟ । ଏନେଇ ନିଜ...