Cricketଧୀମା ବୋଲିଂ ହାର ନେଇ ହାର୍ଦ୍ଦିକଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜରିମାନାOdisha Sports BureauMarch 30, 2025March 30, 2025 by Odisha Sports BureauMarch 30, 2025March 30, 2025087 ମୁମ୍ବାଇ: ଚଳିତ ଆଇପିଏଲରେ ଦଣ୍ଡିତ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ । ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ଧୀମା ବୋଲିଂ ହାର ନେଇ ତାଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଗତ...
Cricketଚାଲିଛି ଆଇପିଏଲ ୨୦୨୫ର ୧୦ତମ ମ୍ୟାଚ୍: ବ୍ୟାଟିଂ କରୁଛି SHROdisha Sports BureauMarch 30, 2025 by Odisha Sports BureauMarch 30, 2025086 ବିଶାଖାପଟ୍ଟନମ: ଚାଲିଛି ଆଇପିଏଲ ୨୦୨୫ର ୧୦ତମ ମ୍ୟାଚ୍ । ଏହି ମ୍ୟାଚ୍ ବିଶାଖାପଟ୍ଟନମର ଡା.ୱାଇ.ଏସ୍. ରାଜାଶେଖରା ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସ୍ଆର୍ଏଚ୍) ମଧ୍ୟରେ ଖେଳାଯାଉଛି ମ୍ୟାଚ୍। ଏହି...
Cricketଆଜି ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁOdisha Sports BureauMarch 28, 2025March 28, 2025 by Odisha Sports BureauMarch 28, 2025March 28, 2025095 ଚେନ୍ନାଇ: ଆଇପିଏଲ୍ର ଅଷ୍ଟମ ଲିଗ୍ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିଛନ୍ତି । ଫଳରେ...
Cricket୫ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍Odisha Sports BureauMarch 28, 2025 by Odisha Sports BureauMarch 28, 20250136 ହାଇଦ୍ରାବାଦ : ଚଳିତ ଆଇପିଏଲ୍ରେ ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଗୁରୁବାର ୫ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି। ୧୯୧ ରନ୍ର ବିଜୟ ଲକ୍ଷ୍ୟକୁ ଏହି ଦଳ...
Cricketରାଜସ୍ଥାନ ରୟାଲ୍ସକୁ ୮ ୱିକେଟ୍ରେ ହରାଇଲା କୋଲକାତାରOdisha Sports BureauMarch 27, 2025 by Odisha Sports BureauMarch 27, 20250104 ଚଳିତ ଆଇପିଏଲ୍ରେ ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପ୍ରଥମ ବିଜୟ ହାସଲ କରିଛି। ବୁଧବାର ଏହି ଦଳ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସକୁ ଏକତରଫା ଭାବେ ୮ ୱିକେଟ୍ରେ ହରାଇ ପଏଣ୍ଟ୍...
Cricket୨୦୨୫ IPL : ଅଜିଙ୍କ୍ୟ ରାହାଣେ ହେଲେ କେକେଆର ଅଧିନାୟକOdisha Sports BureauMarch 3, 2025 by Odisha Sports BureauMarch 3, 2025084 ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସବୁଠାରୁ ପ୍ରିୟ ଦଳ ମଧ୍ୟରୁ ଗୋଟିଏ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଆଇପିଏଲ ୨୦୨୫ ପାଇଁ ଏହାର ନୂତନ ଅଧିନାୟକ ଘୋଷଣା କରିଛି। ଭାରତୀୟ କ୍ରିକେଟ୍ ଦଳରୁ...
Cricketନ୍ୟୁଜିଲାଣ୍ଡକୁ ହରାଇଲl ଭାରତ : କାଲି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍Odisha Sports BureauMarch 3, 2025 by Odisha Sports BureauMarch 3, 20250109 ମୁମ୍ବାଇ: ପ୍ରଥମାର୍ଦ୍ଧ ସୁଦ୍ଧା ନ୍ୟୁଜିଲାଣ୍ଡ ପୁଣି ଥରେ ଆଇସିସି ପ୍ରତିଯୋଗିତାରେ ଭାରତକୁ ଘାଇଲା କରିବା ଭଳି ଲାଗୁଥିଲା। ହେଲେ ବରୁଣ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ଭାରତୀୟ ସ୍ପିନର୍ ଚମତ୍କାର ପ୍ରତ୍ୟାବର୍ତ୍ତନ କରି କିୱି ଦଳ ଉପରେ...
Cricketବର୍ଷାରେ ଧୋଇଗଲା ସ୍ୱପ୍ନ: ଚମ୍ପିଅନ୍ସ ଟ୍ରଫିରୁ ବିଦା ହେଲେ ପକିସ୍ତାନ ଏବଂ ବାଂଲାଦେଶ ଟିମ୍Odisha Sports BureauFebruary 27, 2025 by Odisha Sports BureauFebruary 27, 2025078 ମୁମ୍ବାଇ : ଆଜି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୯ମ ମ୍ୟାଚ ପକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିଲା । କିନ୍ତୁ ବର୍ଷା ପାଇଁ ହେବାକୁ ଥିବା ମ୍ୟାଚ ବାତିଲ ହୋଇଯାଇଛି । ଫଳରେ...
Cricketକାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ ଏମଏନସିସି ଚମ୍ପିଆନ ଟ୍ରଫି ଉଦଘାଟିତOdisha Sports BureauFebruary 17, 2025 by Odisha Sports BureauFebruary 17, 2025093 ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ କାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ ଏମଏନସିସି ଚମ୍ପିଆନ ଟ୍ରଫି କ୍ରିକେଟ ଉଦଘାଟିତ ହୋଇଯାଇଛି। ସାମାଜିକକର୍ମୀ ମୀନକେତନ ମହାକୁର ମୁଖ୍ୟ ଅତିଥ୍ ବହଳପଦର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପିତାମ୍ବର...
Cricketଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ ଦେଇଛି ଭାରତOdisha Sports BureauFebruary 12, 2025February 12, 2025 by Odisha Sports BureauFebruary 12, 2025February 12, 2025087 ଅହମଦାବାଦ: ଅହମଦାବାଦରେ ଖେଳାଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ବା ଶେଷ ଦିନିକିଆ ମ୍ୟାଚ। ଏହି ସିରିଜର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ...