Cricket୭-ବର୍ଷ-ପରେ-ଟେଷ୍ଟ-ଖେଳିବ-ଭାରOdisha Sports BureauJune 17, 2021 by Odisha Sports BureauJune 17, 20210319 ବ୍ରିଷ୍ଟଲ(ଓଡିଶା ସ୍ପୋର୍ଟର୍ସ): ଦୀର୍ଘ ଦିନର ଅପେକ୍ଷା ଆଜି ଶେଷ ହୋଇଛି । ୭ ବର୍ଷପରେ ପୁଣିଥରେ ଧଳା ଜର୍ସିରେ ପଡିଆକୁ ଓହ୍ଲାଇଛି ଭାରତୀୟ ମହିଳା କ୍ରିକେଟ ଦଳ । ୨୦୧୪ ଦକ୍ଷିଣ ଆଫ୍ରିକା ବିପକ୍ଷ...
Cricketକନସେଣ୍ଟ୍ରେଟର୍ସ ଯୋଗାଇଲେ ଗବ୍ବରOdisha Sports BureauMay 15, 2021June 25, 2021 by Odisha Sports BureauMay 15, 2021June 25, 20210254 ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦେଶକୁ କବଳିତ କରିଥିବା ମହାମାରୀ କୋରୋନା ପାଇଁ ସବୁଆଡ଼େ ହାହାକାର ପଡ଼ିଛି । ଏଭଳି ସଙ୍କଟ ସମୟରେ ଅକ୍ସିଜେନର ଅଭାବ ଦେଶବାସୀ ଏବଂ ସରକାରଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼...
Cricketକୋରୋନାରେ ଚାଲିଗଲେ ଆରପି ସିଂହଙ୍କ ବାପାOdisha Sports BureauMay 12, 2021May 12, 2021 by Odisha Sports BureauMay 12, 2021May 12, 20210185 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନା ଭୂତାଣୁର ପ୍ରଭାବରେ ସାରା ଦେଶ ଏବେ ହନ୍ତସନ୍ତ ହେଉଛି , ଯେଉଁଥିରୁ ବର୍ତ୍ତି ପାରି ନାହାନ୍ତି ସେଲିବ୍ରିଟି, କ୍ରିକେଟର କିମ୍ବା ସେମାନଙ୍କ ପରିବାର । ଏହି ରୋଗରେ ପୋକ ମାଛି...
Cricketଶ୍ରୀଲଙ୍କା ଗସ୍ତରେ ଯିବେ ନାହିଁ ବିରାଟ ରୋହିତOdisha Sports BureauMay 10, 2021 by Odisha Sports BureauMay 10, 20210206 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଏହି ଗସ୍ତରେ ତିନୋଟି ଦିନିକିଆ ଏବଂ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତେବେ ଏହି ଟୁର ପାଇଁ...
Cricketକୋରୋନାରେ ଚାଲିଗଲେ କ୍ରିକେଟ ଜଗତର ମହାନାୟକOdisha Sports BureauMay 9, 2021 by Odisha Sports BureauMay 9, 20210195 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟସ): ବଲିଉଡ୍ ଏବଂ ରାଜନୀତି ପରେ କୋରୋନାର କଳା ଛାୟା ଏବେ କ୍ରିକେଟ ଜଗତରେ ପଡ଼ିଛି। କୋରୋନାରେ ଆକ୍ରାନ୍ତ ହେଉଛନ୍ତି ଜଣଙ୍କ ପରେ ଜଣେ କିମ୍ବଦନ୍ତୀ। ତେବେ ଆଜି ଏହି କୋରୋନା କ୍ରିକେଟ...
Cricket୭ ୱିକେଟରେ ରାଜସ୍ଥାନକୁ ମାତ ଦେଲା ମୁମ୍ବାଇOdisha Sports BureauApril 29, 2021 by Odisha Sports BureauApril 29, 20210360 ନୂଆଦିଲ୍ଲୀ: ଚଳିତବର୍ଷ ଖରାପ ପରିସ୍ଥିତି ଦେଇ ଗତି କରୁଥିବା ଡିଫେଣ୍ଡିଂ ଚମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ସାହାରା । ଚଳିତ ସିଜନରେ ବିଜୟ ପାଇଁ ସଂଘର୍ଷ କରୁଥିବା ମୁମ୍ବାଇ ଆଜି ଦୁଇଟି ମ୍ୟାଚ ପରେ...
Cricketଟ୍ରାକକୁ ଫେରୁଛି ଚେନ୍ନାଇ ଏକ୍ସପ୍ରେସOdisha Sports BureauApril 28, 2021 by Odisha Sports BureauApril 28, 20210178 ଦିଲ୍ଲୀ: ଶାହରୁଖ ଦୀପିକା ଅଭିନୀତ ଚେନ୍ନାଇ ଏକ୍ସପ୍ରେସ କଥା ଆମେ କହୁନୁ। ବରଂ ଆଇପିଏଲର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ କଥା କହୁଛୁ। ପ୍ରଥମ ୫ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟ...
Cricket ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ନେପାଳ ବିଜୟୀOdisha Sports BureauJanuary 29, 2019 by Odisha Sports BureauJanuary 29, 201901596 (ଓଡିଶା ସ୍ୱୋର୍ଟ):ନେପାଳ ର ଐତିହାସିକ ବିଜୟ । କ୍ରିକେଟ ଇତିହାସରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବିଜୟୀ ହୋଇଛି। ସୋମବାର ସ୍ଥାନୀୟ ଆଇସିସି କ୍ରିକେଟ ଏକାଡେମୀଠାରେ ଘରୋଇ ୟୁଏଇ ବିପକ୍ଷରେ ଖେଳାଯାଇଥିବା ୩ୟ ଅନ୍ତର୍ଜାତୀୟ...
Cricketବୟସ ଓ ଫିଟ୍ନେସ୍ ସମସ୍ୟା ଯୋଗୁ ସବୁ ପ୍ରକାରର କ୍ରିକେଟ୍ରୁ ଅବସର ନେଲେ ମୁନାଫ ପଟେଲ୍Odisha Sports BureauNovember 10, 2018 by Odisha Sports BureauNovember 10, 20180716 (ଓଧିଶା ସ୍ପୋର୍ଟ): ଦୀର୍ଘ ୨୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତ ୨୦୧୧ରେ ବିଶ୍ୱକପ୍ ଜିତିଥିଲା। ଏହି ବିଜୟର ଅନ୍ୟତମ ନାୟକ ତଥା ଭାରତୀୟ ପେସ୍ ବାହିନୀର ମଙ୍ଗ ସମ୍ଭାଳିଥିବା ମୁନାଫ ପଟେଲ୍ ଆଜି...
Cricketପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣରOdisha Sports BureauNovember 8, 2018 by Odisha Sports BureauNovember 8, 201801176 ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣର ପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି । ଟିମ୍ ଇଣ୍ଡିଆ ବିପକ୍ଷ ସିରିଜରେ ଏହି ଦୁଇ କ୍ରିକେଟର ଖେଳି ପାରନ୍ତି । ସେମାନଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ...