Cricketବାବର-ୱାର୍ଣ୍ଣର କଳିରେ ସୂତ୍ରଧର ସୋଏବOdisha Sports BureauNovember 15, 2021 by Odisha Sports BureauNovember 15, 20210382 ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଚମ୍ପିଆନର ଟାଇଟଲ ପାଇଛି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ପ୍ରଥମ ଥର ଟି-୨୦ ବିଶ୍ୱକପକୁ ନିଜ ନାମରେ କରିଛନ୍ତି । ଜବରଦସ୍ତ ପାରି ସହ ପ୍ଲେୟର...
Cricketଚର୍ଚ୍ଚାରେ ଅଷ୍ଟ୍ରେଲିଆ ଖେଳାଳୀଙ୍କ ସେଲିବ୍ରେସନOdisha Sports BureauNovember 15, 2021 by Odisha Sports BureauNovember 15, 20210186 ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଟାଇଟଲ ହାସଲ କରିଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ୱକପ ଟ୍ରଫି ହାସଲ କରିଛି । ଏହାପରେ ମଇଦାନରୁ ଡ୍ରେସିଂ ରୁମ, ସବୁଠି...
Cricketନ୍ୟୁଜିଲାଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତOdisha Sports BureauNovember 15, 2021 by Odisha Sports BureauNovember 15, 20210180 ଦୁବାଇ: ବିଶ୍ୱକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଲେଖିଛି ନୂଆ ଇତିହାସ । ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣରେ ପ୍ରଥମ ଟାଇଟଲ ହାସଲ କରିଛି ଟିମ...
Cricketବିଶ୍ୱ ପାଇବ ନୂଆ ବିଜେତାOdisha Sports BureauNovember 14, 2021 by Odisha Sports BureauNovember 14, 20210210 ଦୁବାଇ: ବାଜିଛି ଯୁଦ୍ଧର ବିଗୁଲ । ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦି ନ୍ୟୁଜିଲାଣ୍ଡ ଆଉ ଅଷ୍ଟ୍ରେଲିଆ । ଗୃପ Aର ସର୍ବଶ୍ରେଷ୍ଠ ଦଳ ସହିତ ଲଢିବ ଗୃପ Bର ସର୍ବଶ୍ରେଷ୍ଠ ଟିମ...
Cricketଫାଇନାଲରେ CSKର ଗ୍ରାଣ୍ଡ ଏଣ୍ଟ୍ରିOdisha Sports BureauOctober 11, 2021 by Odisha Sports BureauOctober 11, 20210142 ନୂଆଦିଲ୍ଲୀ: ପୁଣି ଦଳ ସହିତ ପୁରୁଣା ଫର୍ମକୁ ଫେରିଲେ କ୍ୟାପ୍ଟେନ କୁଲ । ରୋମାଞ୍ଚକର ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ । ଏହା...
Cricketନୂଆ ଲୁକରେ ଫେରିବ ଟିମ ଇଣ୍ଡିଆOdisha Sports BureauOctober 9, 2021 by Odisha Sports BureauOctober 9, 20210208 ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ । ସେଥିପାଇଁ ସାରା ବିଶ୍ୱରେ ଏବଂ କ୍ରିକେଟ ପ୍ରେମୀମାନଙ୍କ ମନରେ ଉତ୍ସାହର ସୀମା କହିଲେ ନସରେ । ତେବେ ଏହି...
Cricketଆଶଙ୍କାରେ ମିଷ୍ଟ୍ରି ସ୍ପିନରଙ୍କ ବିଶ୍ୱକପ ସ୍ୱପ୍ନOdisha Sports BureauOctober 6, 2021 by Odisha Sports BureauOctober 6, 20210141 ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୧ । କିନ୍ତୁ ଏହା ପୂର୍ବରୁ ଭାରତକୀୟ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଏବେ ୟୁଏଇରେ...
Cricketଫାଇନ ଦେବେ ସୌରଭ ଗାଙ୍ଗୁଲିOdisha Sports BureauSeptember 28, 2021 by Odisha Sports BureauSeptember 28, 20210173 କୋଲକାତା: କ୍ରିକେଟ ଜଗତର ଦାଦା ଅର୍ଥାତ ସୌରଭ ଗାଙ୍ଗୁଲିଙ୍କୁ ପଡିଛି ଜରିମାନା । ନିୟମ କାନୁନକୁ ଉଳ୍ଲଙ୍ଘନ କରିବର ଅଭିଯୋଗ ଆସିଛି ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ନାମରେ । ହାଇକୋର୍ଟରେ ପିଆଇଏଲରେ ଫାଇଲ କରାଯାଇଥିଲା...
Cricketଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ICCର ଥିମ ସଙ୍ଗ; କୋହଲୀ- ପୋଲାର୍ଡଙ୍କ ଦମଦାର ଏଣ୍ଟ୍ରିOdisha Sports BureauSeptember 23, 2021 by Odisha Sports BureauSeptember 23, 20210173 ଦୁବାଇ: ଆସନ୍ତା ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଥିମ ସଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ (ICC) । ଅକ୍ଟୋବର ୧୭ ତାରିଖରୁ ଓମାନ ଏବଂ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ...
CricketIPL ସହ ଫେରିଲା କୋରୋନା; ଜଣେ ପଜିଟିଭOdisha Sports BureauSeptember 22, 2021September 22, 2021 by Odisha Sports BureauSeptember 22, 2021September 22, 20210374 ନୂଆଦିଲ୍ଲୀ: ପୁଣି ଆଇପିଏଲରେ ପଶିଲା କୋରୋନା ମହାମାରୀ । ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋରୋନାର ଭୟ ଦେଖା ଦେଇଛି । ପୂର୍ବରୁ ମେ ମାସରେ କୋରେନା ମହାମାରୀ ଯୋଗୁଁ...