ପ୍ରଥମ ଥର ଅହମଦାବାଦ୍ ଷ୍ଟାଡିୟମରେ ଜଲୱା ଦେଖାଇଲା ଟିମ୍ ଇଣ୍ଡିଆ, ଲଗାତର ଦ୍ଵିତୀୟ ଥର ବିଶ୍ଵକପ୍ ହାତେଇଲା ଭାରତ
ଗୁଜୁରାଟ: ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ୨୦୨୬ରେ ଅଦ୍ଭୁତ ସଫଳତା ହାସଲ କରି ନୂତନ ଇତିହାସ ରଚିଛି। ଫାଇନାଲ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାଜିତ କରି ବିଶ୍ୱ ଚାମ୍ପିଅନ ହୋଇଛି। ଏହି...
