Cricketଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆOdisha Sports BureauJuly 3, 2025 by Odisha Sports BureauJuly 3, 202508 ଇଂଲଣ୍ଡ-: ଇଂଲଣ୍ଡ ବିପକ୍ଷ ବର୍ମିଂହାମ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ ୩୧୦ ରନ...
Cricketଏଜ୍ବାଷ୍ଟନ୍ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ହରପ୍ରୀତ ବ୍ରାର୍ଙ୍କୁ ଗେଷ୍ଟ୍ ବୋଲର ଭାବେ ସାମିଲ କରାଯାଇଛିOdisha Sports BureauJune 30, 2025 by Odisha Sports BureauJune 30, 2025014 ନୂଆଦିଲ୍ଲୀ-: ହରପ୍ରୀତ ବ୍ରାର୍ଙ୍କୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ଦେଖିବାକୁ ମିଳିଛି । ଏଜ୍ବାଷ୍ଟନ୍ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ନେଟ୍ସ ଲାଗି ତାଙ୍କୁ ଗେଷ୍ଟ୍ ବୋଲର ଭାବେ ସାମିଲ କରାଯାଇଛି ।...
Cricketଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତିOdisha Sports BureauJune 30, 2025 by Odisha Sports BureauJune 30, 2025012 ନୂଆଦିଲ୍ଲୀ-: ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ସେ ଶତକ ହାସଲ କରିବାରେ ସଫଳତା ଅର୍ଜନ କରିଛନ୍ତି ।...
Cricketରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛିOdisha Sports BureauJune 24, 2025 by Odisha Sports BureauJune 24, 2025018 ଲୀଡ୍ସ-: ହେଡିଂଲେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଓ ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ଦମଦାର ଶତକ ହାସଲ କରି...
Cricketଗିଲ-ଜୈସ୍ୱାଲ-ପନ୍ତ ମାରିଲେ ଶତକOdisha Sports BureauJune 22, 2025 by Odisha Sports BureauJune 22, 2025017 ବ୍ୟୁରୋ-: ଲିଡ୍ସ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ବେଶ୍ ନାଟକୀୟ ରହିଛି। ପ୍ରଥମ ଘଣ୍ଟାଏରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଓ ୱିକେଟ ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ପରାକ୍ରମୀ କ୍ରିକେଟ୍ ଖେଳିଛନ୍ତି। ହେଲେ...
Runningତାଇୱାନ୍ ଓପନ୍ରେ ଭାରତକୁ ୬ ସ୍ବର୍ଣ୍ଣOdisha Sports BureauJune 8, 2025 by Odisha Sports BureauJune 8, 2025015 ତାଇୱାନ-: ତାଇୱାନ ଆଥଲେଟିକ୍ସ ଓପନ୍ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପ୍ରଥମ ଦିନ ୬ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏସୀୟ ବିଜୟିନୀ ଜ୍ୟୋତି ୟାରାଜୀ ୧୦୦ ମିଟର୍ ବାଧାଦୌଡ଼ରେ ଚମତ୍କାର ସମୟ (୧୨.୯୯ ସେକେଣ୍ଡ୍) ସହ...
Badmintonଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାଟର ଫାଇନାଲରେ ଭାରତ ପରାସ୍ତOdisha Sports BureauJune 7, 2025 by Odisha Sports BureauJune 7, 2025013 ନୂଆଦିଲ୍ଲୀ-: ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାର୍ଟର ଫାଇନାଲରୁ ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ୱିକସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ବିଦାୟ ନେଇଛନ୍ତି । ଏଥି ସହିତ ପ୍ରତିଯୋଗିତାରୁ...
Cricketଶ୍ରେୟସ ଆୟର ରଚିଲେ ଇତିହାସOdisha Sports BureauMay 27, 2025 by Odisha Sports BureauMay 27, 2025015 ରିପୋର୍ଟର୍ସ ଟୁଡେ ବ୍ୟୁରୋ;IPL ୨୦୨୫ର ୬୯ ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଏହି ବିଜୟ ପଞ୍ଜାବକୁ ସିଧାସଳଖ କ୍ୱାଲିଫାୟର୍-1ରେ ପହଞ୍ଚାଇଛି। ଦଳ ପଏଣ୍ଟ...
Cricketଭାରତର ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତିOdisha Sports BureauMay 25, 2025 by Odisha Sports BureauMay 25, 2025028 ରିପୋର୍ଟର୍ସ ଟୁଡେ ବ୍ୟୁୁରୋ;-ଭାରତର ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ସେମାନଙ୍କ ପରିବାର ସହିତ ଅଯୋଧ୍ୟାର ରାମ ମନ୍ଦିର...
Javelin Throwଇତିହାସ ରଚିଛନ୍ତି ନୀରଜ ଚୋପ୍ରାOdisha Sports BureauMay 17, 2025 by Odisha Sports BureauMay 17, 202500 ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଜାଭେଲିନ ଥ୍ରୋରେ ଭଲ ପ୍ରଦର୍ଶନ କରି ଚାରିଆଡୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ତେବେ ନିରଜ ଚୋପ୍ରୋ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି...