Cricketଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ୨୪୪ ରନ୍ ଆଗରେ ରହିଛିOdisha Sports BureauJuly 5, 2025 by Odisha Sports BureauJuly 5, 2025090 ବର୍ମିଂହାମ୍-: ଚଳିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଶୁକ୍ରବାର ତୃତୀୟ ଦିନରେ ରୋଚକ ମୁକାବିଲା ଦେଖିବାକୁ ମିଳିଥିଲା। ଭାରତ ପ୍ରଥମ ନୂଆବଲ୍ରେ ୮୪ ରନ୍ ସ୍କୋର୍ରେ ୫ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ନୂଆବଲ୍ରେ ମାତ୍ର...
Cricketଅଧିନାୟକ ଶୁବମନ ଗିଲ୍ ଙ୍କ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ରେକର୍ଡOdisha Sports BureauJuly 4, 2025 by Odisha Sports BureauJuly 4, 20250111 ବର୍ମିଂହାମ-: ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରି ଅନେକ ଆଶ୍ଚର୍ଯ୍ୟଜନକ ରେକର୍ଡ ନିଜ ନାମରେ କରିଛନ୍ତି । ଗିଲ୍...
Cricketଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆOdisha Sports BureauJuly 3, 2025 by Odisha Sports BureauJuly 3, 2025091 ଇଂଲଣ୍ଡ-: ଇଂଲଣ୍ଡ ବିପକ୍ଷ ବର୍ମିଂହାମ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ ୩୧୦ ରନ...
Cricketଏଜ୍ବାଷ୍ଟନ୍ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ହରପ୍ରୀତ ବ୍ରାର୍ଙ୍କୁ ଗେଷ୍ଟ୍ ବୋଲର ଭାବେ ସାମିଲ କରାଯାଇଛିOdisha Sports BureauJune 30, 2025 by Odisha Sports BureauJune 30, 2025078 ନୂଆଦିଲ୍ଲୀ-: ହରପ୍ରୀତ ବ୍ରାର୍ଙ୍କୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ଦେଖିବାକୁ ମିଳିଛି । ଏଜ୍ବାଷ୍ଟନ୍ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ନେଟ୍ସ ଲାଗି ତାଙ୍କୁ ଗେଷ୍ଟ୍ ବୋଲର ଭାବେ ସାମିଲ କରାଯାଇଛି ।...
Cricketଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତିOdisha Sports BureauJune 30, 2025 by Odisha Sports BureauJune 30, 2025096 ନୂଆଦିଲ୍ଲୀ-: ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ସେ ଶତକ ହାସଲ କରିବାରେ ସଫଳତା ଅର୍ଜନ କରିଛନ୍ତି ।...
Cricketରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛିOdisha Sports BureauJune 24, 2025 by Odisha Sports BureauJune 24, 2025082 ଲୀଡ୍ସ-: ହେଡିଂଲେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଓ ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ଦମଦାର ଶତକ ହାସଲ କରି...
Cricketଗିଲ-ଜୈସ୍ୱାଲ-ପନ୍ତ ମାରିଲେ ଶତକOdisha Sports BureauJune 22, 2025 by Odisha Sports BureauJune 22, 2025092 ବ୍ୟୁରୋ-: ଲିଡ୍ସ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ବେଶ୍ ନାଟକୀୟ ରହିଛି। ପ୍ରଥମ ଘଣ୍ଟାଏରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଓ ୱିକେଟ ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ପରାକ୍ରମୀ କ୍ରିକେଟ୍ ଖେଳିଛନ୍ତି। ହେଲେ...
Runningତାଇୱାନ୍ ଓପନ୍ରେ ଭାରତକୁ ୬ ସ୍ବର୍ଣ୍ଣOdisha Sports BureauJune 8, 2025 by Odisha Sports BureauJune 8, 2025093 ତାଇୱାନ-: ତାଇୱାନ ଆଥଲେଟିକ୍ସ ଓପନ୍ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପ୍ରଥମ ଦିନ ୬ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏସୀୟ ବିଜୟିନୀ ଜ୍ୟୋତି ୟାରାଜୀ ୧୦୦ ମିଟର୍ ବାଧାଦୌଡ଼ରେ ଚମତ୍କାର ସମୟ (୧୨.୯୯ ସେକେଣ୍ଡ୍) ସହ...
Badmintonଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାଟର ଫାଇନାଲରେ ଭାରତ ପରାସ୍ତOdisha Sports BureauJune 7, 2025 by Odisha Sports BureauJune 7, 2025092 ନୂଆଦିଲ୍ଲୀ-: ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାର୍ଟର ଫାଇନାଲରୁ ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ୱିକସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ବିଦାୟ ନେଇଛନ୍ତି । ଏଥି ସହିତ ପ୍ରତିଯୋଗିତାରୁ...
Cricketଶ୍ରେୟସ ଆୟର ରଚିଲେ ଇତିହାସOdisha Sports BureauMay 27, 2025 by Odisha Sports BureauMay 27, 2025093 ରିପୋର୍ଟର୍ସ ଟୁଡେ ବ୍ୟୁରୋ;IPL ୨୦୨୫ର ୬୯ ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଏହି ବିଜୟ ପଞ୍ଜାବକୁ ସିଧାସଳଖ କ୍ୱାଲିଫାୟର୍-1ରେ ପହଞ୍ଚାଇଛି। ଦଳ ପଏଣ୍ଟ...