Cricketମ୍ୟାଚ୍ ଜିତିବା ପରେ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ କିସ୍Odisha Sports BureauMarch 29, 2026 by Odisha Sports BureauMarch 29, 202601 ଚଳିତ ବର୍ଷ ଆଇ.ପି.ଏଲ୍ ସିଜିନର ପ୍ରଥମ ମ୍ୟାଚ୍, ଗତକାଲି ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ୍ ରେ ବାଙ୍ଗାଲୋର, ୬ ଓ୍ୱିକେଟରେ ବିଜୟ...
Cricketଆଜି ମୁମ୍ବାଇ ଓ କୋଲକତାOdisha Sports BureauMarch 29, 2026 by Odisha Sports BureauMarch 29, 202602 ଚଳିତ ସିଜିନ IPLର ଦ୍ୱିତୀୟ ମ୍ୟାଚ୍, ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ମ୍ୟାଚ ଟି ମୁମ୍ବାଇର ଘରୋଇ ପଡ଼ିଆ, ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରେ ଆରମ୍ଭ...
Cricketଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତିOdisha Sports BureauMarch 28, 2026March 28, 2026 by Odisha Sports BureauMarch 28, 2026March 28, 202608 ଆଜିଠାରୁ IPLର 19ତମ ସିଜିନ୍ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଅନୁଷ୍ଠିତ ହେବ। ବାଙ୍ଗାଲୋର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି...
Cricketଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ପ୍ରଶଂସକଙ୍କ ସ୍ମାରକୀ ଫଳକOdisha Sports BureauMarch 24, 2026 by Odisha Sports BureauMarch 24, 2026010 ଆଗାମୀ ଆଇପିଏଲରେ ମ୍ୟାଚ୍ ଦିନଗୁଡ଼ିକରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଖେଳାଳିମାନେ ୧୧ ନମ୍ବର ଜର୍ସି ପିନ୍ଧି ତାଲିମ ନେବେ ଏବଂ ଫ୍ରାଞ୍ଚାଇଜ୍ ଗତ ବର୍ଷ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଏକ ଦୁଃଖଦ...
Cricketଶ୍ରୀଲଙ୍କା ବୋଲର୍ ମଥିସା ପଥିରାଣା ଫିଟ୍ ହୋଇ ଯାଇଛନ୍ତିOdisha Sports BureauMarch 20, 2026 by Odisha Sports BureauMarch 20, 2026013 ଶ୍ରୀଲଙ୍କା କ୍ରିକେଟ୍ ନିଶ୍ଚିତ କରିବା ପରେ ଯେ ସେମାନଙ୍କର ଷ୍ଟାର ଖେଳାଳି ମାଥିଶା ପାଥିରାନା “ଫିଟ୍ ଏବଂ ଆଇପିଏଲରେ ଯୋଗଦେବାକୁ ପ୍ରସ୍ତୁତ”, କୋଲକାତା ନାଇଟ୍ ରାଇଡର୍ସ ଫ୍ରାଞ୍ଚାଇଜର ଦୁର୍ବଳ ଗତି ଆକ୍ରମଣ ଉପରେ ଚିନ୍ତାକୁ...
Cricketସିଏସକେ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁOdisha Sports BureauMarch 14, 2026 by Odisha Sports BureauMarch 14, 2026021 ଚେନ୍ନାଇ ସୁପରକିଙ୍ଗସ୍ (ସିଏସକେ) ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁ । ଏବେ ତାହା କ୍ରିକେଟ୍ ପଡ଼ିଆରୁ ବାହାରି କୋର୍ଟରେ ପହଞ୍ଚିଛି । ସ୍ବତ୍ତ୍ବାଧିକାର ଉଲ୍ଲଙ୍ଘନ...
Cricketଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅOdisha Sports BureauDecember 17, 2025December 17, 2025 by Odisha Sports BureauDecember 17, 2025December 17, 2025034 ଆବୁଧାବିରେ ଅନୁଷ୍ଠିତ IPL 2026 ମିନି-ନିଲାମରେ କୋଲକାତା ନାଇଟ୍ ରାଇଡର୍ସ ଏକ ବ୍ୟସ୍ତବହୁଳ ଖେଳ ପ୍ରଦର୍ଶନ କରିଥିଲେ। 13 ଜଣ ନୂତନ ଖେଳାଳିଙ୍କ ସହିତ ସେମାନଙ୍କର ଦଳକୁ ମଜବୁତ କରିଥିଲେ । ଫ୍ରାଞ୍ଚାଇଜ୍ ବଡ଼...
CricketIPLରୁ ଅବସର ଘୋଷଣା କଲେ ଆଣ୍ଡ୍ର୍ୟୁ ରସେଲ୍Odisha Sports BureauNovember 30, 2025 by Odisha Sports BureauNovember 30, 2025034 ଆଇ.ପି.ଏଲରୁ ଅବସର ଘୋଷଣା କଲେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ରସେଲ୍ । ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ, ରସେଲ ତାଙ୍କର ଏହି ନିଷ୍ପତ୍ତିକୁ ସେୟାର କରିଛନ୍ତି । ରସେଲ ଏହା ମଧ୍ୟ କହିଛନ୍ତି ଯେ ସେ...
Cricketଆଇପିଏଲ ୨୦୨୬ ପରେ ଅବସର ନେବେ ଧୋନୀ!Odisha Sports BureauNovember 23, 2025 by Odisha Sports BureauNovember 23, 2025049 ଆଇପିଏଲ ୨୦୨୬କୁ ନେଇ ଲୋକଙ୍କ ମନରେ ବେଶ ଆଶା ଓ ଉତ୍ସାହ ଭରି ରହିଛି । କହିବାକୁ ଗଲେ ପ୍ରଶଂସକମାନେ ଏକ ଆକ୍ସନରେ ପରିପୂର୍ଣ୍ଣ ଆଇପିଏଲ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି...
Cricketଖୁବଶୀଘ୍ର ଚେନ୍ନାଇ ସୁପର କିଙ୍ଗସ ଛାଡିପାରନ୍ତି ରବୀନ୍ଦ୍ର ଜାଡେଜାOdisha Sports BureauNovember 12, 2025 by Odisha Sports BureauNovember 12, 2025072 ରବୀନ୍ଦ୍ର ଜାଡେଜା ଖୁବଶୀଘ୍ର ଛାଡିପାରନ୍ତି ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇ ସୁପର କିଙ୍ଗସ ସହିତ ରବୀନ୍ଦ୍ର ଜାଡେଜାଙ୍କର ଖୁବ ଶୀଘ୍ର ଶେଷ ହୋଇପାରେ ୧୨ ବର୍ଷର ସମ୍ପର୍କ । ସେ ରାଜସ୍ଥାନ ରୟାଲ୍ସକୁ...