Tag : IPL 2022

Cricket

ଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ ତମ ସିଜନର ୧୩ ତମ ମ୍ୟାଚ୍ ଆଜି ଖେଳାଯିବ | ଏହି ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ |...
Cricket

ଆଜି ଆଇପିଏଲରେ ଦେଖିବାକୁ ମିଳିବ ଚେନ୍ନାଇ ଓ ଲକ୍ଷ୍ନୌ କଡ଼ା ମୁକାବିଲା

Odisha Sports Bureau
ନୂଆଦିଲ୍ଲୀ: ଆଜି ଆଇପିଏଲର ସପ୍ତମ ମ୍ୟାଚ୍ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ । ମୁମ୍ବାଇରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍ ।...
Cricket

ବିଜୟ ପରେ ବି ଶୀର୍ଷରେ ପହଞ୍ଚି ପାରିଲାନି ଆରସିବି , ଜାଣନ୍ତୁ ପଏଣ୍ଟ ଟେବୁଲରେ ଦଳର ସ୍ଥିତି …

Odisha Sports Bureau
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ରେ ବୁଧବାର ଦିନ ଏକ ଦମଦାର ମ୍ୟାଚ୍ ଦେଖିବାକୁ ମିଳିଥିଲା | ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ବର୍ଷ ସିଜିନର ପ୍ରଥମ ବିଜୟ ଦଳ ହୋଇଥିବା ସମୟରେ...
Cricket

ଟେଷ୍ଟ୍ ର଼୍ୟାଙ୍କିଙ୍ଗରେ ଜାଡେଜା ପୁଣି ଅଲରାଉଣ୍ଡର, ଫ୍ୟାନ୍ସଙ୍କୁ ନିରାଶ କଲେ ବିରାଟ

Odisha Sports Bureau
ନୂଆଦିଲ୍ଲୀ: ସର୍ବଶ୍ରେଷ୍ଠ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଦଶମ ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟପକ୍ଷରେ, ରବିନ୍ଦ୍ର ଜାଡେଜା ପୁଣିଥରେ ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ଅଶ୍ୱିନ୍ ଜାଡେଜାଙ୍କ ପରେ...
Cricket

ଆଇପିଏଲ ୨୦୨୨: ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ

Odisha Sports Bureau
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି କ୍ରିକେଟ ମହାସମର ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ। ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବାକୁ ଯାଉଥିବା ବେଳେ ଛକା ଚୌକା ସାଙ୍ଗକୁ ଦେଖିବାକୁ ମିଳିବ କ୍ରିକେଟର...
Cricket

ଆଇପିଏଲ୍‌-୨୦୨୨: ମୋଟ ୭୦ ମ୍ୟାଚ୍‌ରୁ ମୁମ୍ବାଇରେ ୫୫, ପୁଣେରେ ୧୫ ମ୍ୟାଚ୍‌

Odisha Sports Bureau
ନୂଆଦିଲ୍ଲୀ: ଆଇପିଏଲ୍‌-୨୦୨୨ ପାଇଁ ମ୍ୟାଚ୍‌ ବଣ୍ଟୁଆରା ଆପାତତଃ ସ୍ଥିର ହୋଇଛି । ଲିଗ୍‌ ପର୍ଯ୍ୟାୟରେ ମୋଟ ୭୦ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଛି । ସେମଧ୍ୟରୁ ମୁମ୍ବାଇର ତିନି ଭେନ୍ୟୁ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌, ବ୍ରାବର୍ଣ୍ଣ...
Cricket

ଆଇପିଏଲକୁ ଫେରିଲା ସୁପର ଜିଆଣ୍ଟ୍ସ

Odisha Sports Bureau
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମୟର ଲିଗକୁ ଫେରିଛି ସୁପର ଜିଆଣ୍ଟସ । ଚଳିତବର୍ଷ ନୂଆ କରି ସାମିଲ ହୋଇଛି ଦୁଇ ଦଳ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏମାନଙ୍କ ମଧ୍ୟରୁ ଲକ୍ଷେ୍ନø ନିଜ ନାମରେ ସୁପର...
Cricket

ରାହୁଲଙ୍କୁ ମିଳିଲା ନୂଆ ପରିବାର

Odisha Sports Bureau
ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ୩ ଜଣ ଖେଳାଳୀଙ୍କୁ ଦଳରେ ସାମିଲ କରିଛି । ଏବେ ଲକ୍ଷେ୍ନø ମଧ୍ୟ ଦଳର ପ୍ରଥମ ୩...
Cricket

ଅହମ୍ମଦାବାଦରେ ସାମିଲ ହେଲେ ଦୁର୍ଦ୍ଦାନ୍ତ ଖେଳାଳି

Odisha Sports Bureau
ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ସିଜନ ପାଇଁ ଅହମ୍ମଦାବଦ ରିଟେନ କରିଛି ନିଜର ପ୍ରଥମ ୩ ପସନ୍ଦ ଖେଳାଳି । ପ୍ରଥମ ଦୁଇ ଖେଳାଳିଙ୍କୁ ୧୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିବା ବେଳେ ତୃତୀୟ...
Cricket

ଭିଭୋ IPL ହେଲା ଟାଟା IPL

Odisha Sports Bureau
ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ସହ ଶେଷ ହୋଇଛି ଭିଭୋର ଯାତ୍ରା । ଫଟାଫଟ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟକୁ ମିଳିଛି ନୂଆ ମୁଖିଆ । ବଦଳଯିବ ସ୍ପନସର ନାଁ । ଭିଭୋ ଜାଗାରେ ରହିବ...