Cricketମୁଁ ସବୁବେଳେ ଧୋନିଙ୍କ ଫ୍ୟାନ୍ ହୋଇ ରହିବି: ହାର୍ଦ୍ଦିକOdisha Sports BureauMay 23, 2023 by Odisha Sports BureauMay 23, 2023081 ଚେନ୍ନାଇ: ମଙ୍ଗଳବାର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା କ୍ବାଲିଫାୟାର-୧ ମ୍ୟାଚରେ ଫାଇନାଲ୍ ସ୍ଥାନ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଆଇପିଏଲର ଚଳିତ ସିଜିନରେ ଏହି ପ୍ରଥମ ପ୍ଲେ...
Cricketଶୁବମନ ଗିଲଙ୍କ ଭଉଣୀଙ୍କୁ ଅପଶବ୍ଦ କହିଥିବା ଲୋକଙ୍କୁ ଛଡ଼ାଯିବ ନାହିଁ: ଦିଲ୍ଲୀ ମହିଳା ଆୟୋଗOdisha Sports BureauMay 23, 2023May 23, 2023 by Odisha Sports BureauMay 23, 2023May 23, 2023083 ଆରସିବି ଆଇପିଏଲ୍ ୨୦୨୩ରୁ ବାଦ୍ ପଡିବା ପରେ ଶୁବମନ ଗିଲ୍ଙ୍କ ଭଉଣୀକୁ ଟାର୍ଗେଟ କରାଯାଇଛି । ସୋସିଆଲ ମିଡିଆ ୟୁଜର୍ସ ଶୁବମନ ଗିଲ୍ଙ୍କ ଭଉଣୀ ଶାହନିଲ୍ ଗିଲ୍ଙ୍କୁ ତାଙ୍କ ପୋଷ୍ଟରେ ଆଡୁସାଡୁ କମେଣ୍ଟ୍ କରିଛନ୍ତି।...
Cricketକୋହଲିଙ୍କ ଟ୍ରଫି ସ୍ୱପ୍ନ ଅଧୁରା; ଗିଲଙ୍କ ଶତକରେ ଆରସିବି ବିଦାOdisha Sports BureauMay 22, 2023 by Odisha Sports BureauMay 22, 20230101 ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ର ଗ୍ରୁପ୍ ପର୍ୟ୍ୟାୟ ରବିବାର ଶେଷ ହୋଇଥିବାବେଳେ ବିରାଟ କୋହଲିଙ୍କ ଟ୍ରଫି ସ୍ବପ୍ନ ଅଧୁରା ରହିଯାଇଛି । ବ୍ୟକ୍ତିଗତ ଭାବେ କୋହଲି ଶତକ ହାସଲ କରିଥିବାବେଳେ ବେଙ୍ଗାଲୁରୁରେ ହିଁ ଆର୍ସିବିକୁ ୬...
Cricketକୋହଲିଙ୍କୁ ଫିଲ୍ଡିଂ ସମୟରେ ଆଣ୍ଠୁରେ ଲାଗିଲା ଆଘାତOdisha Sports BureauMay 22, 2023 by Odisha Sports BureauMay 22, 2023089 ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ ସମୟରେ ବିରାଟ କୋହଲିଙ୍କ ଆଣ୍ଠୁରେ ଆଘାତ ଲାଗିଛି। ବିରାଟ ଏକ ଶତକ ସ୍କୋର...
Cricketପ୍ଲେଅଫ ପାଇଁ ପହଞ୍ଚିଲେ ୪ଟି ଟିମOdisha Sports BureauMay 22, 2023 by Odisha Sports BureauMay 22, 2023081 ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗ ଟିମ ଆଇପିଏଲ ଟିମ ଆଇପଏଲ ମ୍ୟାଚ ପ୍ଲେଅଫ୍ ଟିକେଟ ପକ୍କା କରିଛି ।ଏହା ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇତା...
Cricketପ୍ଲେ ଅଫ୍ ଦୌଡ଼ରେ ୩ ସ୍ଥାନ ପାଇଁ ୭ ଦଳOdisha Sports BureauMay 20, 2023May 20, 2023 by Odisha Sports BureauMay 20, 2023May 20, 20230106 ମୁମ୍ବାଇ: ଆଇପିଏଲର ଲିଗ୍ ପର୍ଯ୍ୟାୟ ସରି ଆସୁଛି । ୧୦ ଦଳୀୟ ଏହି ଲିଗରେ ମାତ୍ର ଗୋଟିଏ ଦଳ ପ୍ଲେ ଅଫ୍ ଖେଳିବା ନିଶ୍ଚିତ ହୋଇଛି । ଆଇପିଏଲର ଷୋଡ଼ଶ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ...
Cricket Uncategorized୪ ଦୁଷ୍କର୍ମ ମାମଲାରୁ ଗୁଣତିଳକାଙ୍କୁ ୩ଟିରେ ଆଶ୍ୱସ୍ତିOdisha Sports BureauMay 19, 2023 by Odisha Sports BureauMay 19, 2023081 କଲମ୍ବୋ: ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କ ଗୁଣତିଳକାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ମାମଲାରେ ତାଙ୍କୁ ଆଶ୍ବସ୍ତି ମିଳିଛି। ତାଙ୍କ ଉପରେ ଲାଗିଥିବା ୪ଟି ଦୁଷ୍କର୍ମ ମାମଲାରୁ ୩ଟିରେ ଆଶ୍ୱସ୍ତି ମିଳିଛି । ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍...
Cricketଆଇପିଏଲର କ୍ୱାଲିଫାୟାର ଓ ଏଲିମିନେଟର ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭOdisha Sports BureauMay 18, 2023 by Odisha Sports BureauMay 18, 2023097 ନୂଆଦିଲ୍ଲୀ: ଚଳିତ ଆଇପିଏଲର ଶେଷ ଲିଗ୍ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମେ’ ୨୧ରେ ଖେଳାଯିବ । ଏହାପରେ ମେ’ ୨୩ରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ ଏବଂ ମେ’...
Cricketପଞ୍ଜାବ କିଙ୍ଗସକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସOdisha Sports BureauMay 18, 2023 by Odisha Sports BureauMay 18, 2023091 ଧର୍ମଶାଳା: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରି ପଞ୍ଜାବ କିଙ୍ଗସର ପ୍ଲେ ଅଫ୍ ଆଶା ଝୁଲି ରହିଛି । ବୁଧବାର ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ଦୌଡ଼ରୁ...
Cricketବିଳମ୍ବ କରିଥିଲେ ହାତ କାଟିବାକୁ ପଡ଼ିଥାନ୍ତା; ମୋହସିନ୍ ଖାନ୍Odisha Sports BureauMay 17, 2023 by Odisha Sports BureauMay 17, 2023087 ଲକ୍ଷେ୍ନø: ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷେ୍ନø ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇକୁ ୫ରନରେ ପରାସ୍ତ କରି ଲକ୍ଷେ୍ନø ନିଜ ପ୍ଲେ ଅଫ୍ ଆଶାକୁ ବଢ଼ାଇ ଦେଇଛି । ୧୭୮ ରନର ବିଜୟ...