Cricketପୁରୁଣା ଅନ୍ଦାଜରେ ‘ଦ ବେଷ୍ଟ ଫିନିସର’Odisha Sports BureauOctober 1, 2021 by Odisha Sports BureauOctober 1, 20210373 ନୂଆଦିଲ୍ଳୀ: ପୁଣି ପୁରୁଣା ଅନ୍ଦାଜରେ ନଜର ଆସିଲେ କ୍ୟାପ୍ଟେନ କୁଲ ମାହି । ପଣି ଦୁନିଆ ଦେଖିଲା ତାଙ୍କ ବ୍ୟାଟରୁ ବାହାରିତିବା ସେହି ଶେଷ ବଲର ଛକା । ଶେଷ ବଲରେ ଛକା ମାରି...
CricketIPLରେ ଆଜି ପୂର୍ବ-ପଶ୍ଚିମ ଲଢେଇOdisha Sports BureauSeptember 23, 2021 by Odisha Sports BureauSeptember 23, 20210161 ଆବୁଧାବି: ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ମ୍ୟାଚରେ ଆଜି ପୂର୍ବ ଭାରତ ଏବଂ ପଶ୍ଚିମ ଭାରତ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଆଜିର ଲିଗ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ...
Cricketଆଜିର ମ୍ୟାଚକୁ ନେଇ ବିସିସିଆଇର କଡା ନିଷ୍ପତ୍ତିOdisha Sports BureauSeptember 22, 2021 by Odisha Sports BureauSeptember 22, 20210194 ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଦଳର ଷ୍ଟାର ବୋଲର ଟି ନଟରାଜନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କ ସମେତ ଅନ୍ୟ ୬ ଜଣ ଟିମ ସଦସ୍ୟଙ୍କୁ ଆଇସୋଲେସନକୁ ପଠାଯାଇଛି । ତେବେ...
CricketIPL ସହ ଫେରିଲା କୋରୋନା; ଜଣେ ପଜିଟିଭOdisha Sports BureauSeptember 22, 2021September 22, 2021 by Odisha Sports BureauSeptember 22, 2021September 22, 20210374 ନୂଆଦିଲ୍ଲୀ: ପୁଣି ଆଇପିଏଲରେ ପଶିଲା କୋରୋନା ମହାମାରୀ । ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋରୋନାର ଭୟ ଦେଖା ଦେଇଛି । ପୂର୍ବରୁ ମେ ମାସରେ କୋରେନା ମହାମାରୀ ଯୋଗୁଁ...
Cricketଆଜି ପଞ୍ଜାବକୁ ଭେଟିବ ରାଜସ୍ଥାନOdisha Sports BureauSeptember 21, 2021 by Odisha Sports BureauSeptember 21, 20210378 ମେଲବୋର୍ଣ୍ଣ: ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ହିଁ ରୋମାଞ୍ଚକର ଚରମ ଶିଖରରେ ପହଞ୍ଚି ସାରିଛି । ପ୍ରତି ମ୍ୟାଚରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ...
Cricketଅଧିନାୟକ ପଦ ପାଇବ କିଏ ??Odisha Sports BureauSeptember 17, 2021 by Odisha Sports BureauSeptember 17, 20210156 ନୂଆଦିଲ୍ଲୀ: ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ ଭାରତର ଷ୍ଟାର ଖେଳାଳୀ ବିରାଟ କୋହଲୀ । ଏନେଇ ନିଜେ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି ଚେଜ ମାଷ୍ଟର । ତେବେ ବିରାଟଙ୍କ...
Cricketଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତିOdisha Sports BureauSeptember 15, 2021 by Odisha Sports BureauSeptember 15, 20210386 ଦୁବାଇ: ଆଇପିଏଲକୁ ନେଇ ଆସିଲା ଖୁସି ଖବର । ଆସନ୍ତା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଦର୍ଶକଙ୍କୁ ମିଳିବ ଅନୁମତି । ଏଣିକି ଷ୍ଟାଡିୟମରେ ବସି ଦର୍ଶକ ଉପଭୋଗ କରିପାରିବେ ପିଶ୍ୱର ସବୁଠୁ ବଡ...
Cricketଆଇପିଏଲ ପୂର୍ବରୁ କୋହଲୀଙ୍କୁ ଗିଫ୍ଟOdisha Sports BureauSeptember 15, 2021September 15, 2021 by Odisha Sports BureauSeptember 15, 2021September 15, 20210159 ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ମିଳିଛି ସଫଳତା । ଆଇସିସି ରାଙ୍କିଙ୍ଗରେ କେହଲୀ ଏହି ସଫଳତା ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ଗୋଟିଏ...
Uncategorizedପଡିଆରେ ମାହିଙ୍କ ପୁରୁଣା ଅନ୍ଦାଜOdisha Sports BureauSeptember 13, 2021September 13, 2021 by Odisha Sports BureauSeptember 13, 2021September 13, 20210171 ନୂଆଦିଲ୍ଲୀ: ମାହି ଇଜ ବ୍ୟାକ । ପୁଣିଥରେ ବ୍ୟାଟରୁ ଦେଖାଯାଉଛି ଲମ୍ବା ଲମ୍ବା ଛକ୍କା । ସାରା ବିଶ୍ୱରେ ନିଜର ଲମ୍ବା ଲମ୍ବା ଛକ୍କା ଏବଂ ଫିନିସିଂ ଅନ୍ଦାଜରେ ପ୍ରସିଦ୍ଧିଲାଭ କରିଥିବା ଷ୍ଟାର ଖେଳାଳୀ...
Cricketଫଟାଫଟ କ୍ରିକେଟରେ ଯୋଗ ଦେଲେ ମାଷ୍ଟର ବ୍ଲାଷ୍ଟରOdisha Sports BureauSeptember 13, 2021 by Odisha Sports BureauSeptember 13, 20210377 ନୂଆଦିଲ୍ଲୀ: କ୍ରିକେଟର ଫଟାଫଟ ସିଜନ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି । ପୁଣି ଥରେ ଦେଖିବାକୁ ମିଳିବ ଛକା ଚୌକାର ବର୍ଷା । ଏହାରି ମଧ୍ୟରେ ଆଇପିଏଲର ସବୁଠୁ...