Cricketପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶାOdisha Sports BureauOctober 15, 2025 by Odisha Sports BureauOctober 15, 2025016 କଟକ:- ଆଜିଠୁ ରଣ୍ଜୀ ଟ୍ରଫି ଅଭିଯାନ ଆରମ୍ଭ । ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା । କଟକ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଶୁଭ୍ରାଂଶୁ ସେନାପତିଙ୍କ...
Hockeyମେଜର ଧ୍ୟାନଚାନ୍ଦଙ୍କୁ ହକିର ‘ଯାଦୁକର’Odisha Sports BureauAugust 29, 2025 by Odisha Sports BureauAugust 29, 2025030 ଆଜି ଦେଶ ପାଳୁଛି କ୍ରୀଡା ଦିବସ । କାରଣ ଆଜି ହେଉଛି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ। ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଆଲ୍ଲାହାବାଦରେ ହୋଇଥିଲା। ମେଜର ଧ୍ୟାନଚାନ୍ଦଙ୍କୁ ହକିର ‘ଯାଦୁକର’...
Javelin Throwକଳିଙ୍ଗଷ୍ଟାଡିୟମ ଆସିବାକୁ ଦର୍ଶକଙ୍କୁ ନିବେଦନ କଲେ ନୀରଜ ଚୋପ୍ରାOdisha Sports BureauAugust 9, 2025August 9, 2025 by Odisha Sports BureauAugust 9, 2025August 9, 2025038 ରିପୋର୍ଟର୍ସ ଟୁଡେ ବ୍ୟୁରୋ;- କଳିଙ୍ଗଷ୍ଟାଡିୟମ ଆସିବାକୁ ଦର୍ଶକଙ୍କୁ ନିବେଦନ କଲେ ନୀରଜ ଚୋପ୍ରା । ଭାରତ ପ୍ରଥମଥର ଲାଗି ଇଣ୍ଡିଆ ଓପନ୍ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା ଅୟୋଜନ କରିବାକୁ ଯାଉଥିବା...
Swimmingପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପOdisha Sports BureauAugust 8, 2025 by Odisha Sports BureauAugust 8, 2025036 ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପ । ଅହମଦାବାଦରେ ଆୟୋଜିତ ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ଯୁବ ସନ୍ତରଣକାରୀ...
Uncategorizedହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତିOdisha Sports BureauAugust 5, 2025 by Odisha Sports BureauAugust 5, 2025031 ଭୁବନେଶ୍ୱର;ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି । ଏହି ୩ଜଣ ହେଲେ ଅମିତ ରୋହିତଦାସ, ନୀଲମ ସଂଜୀପ ଖେସ୍ ଓ ଶିଳାନନ୍ଦ ଲାକ୍ରା । ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି...
Athleticsକଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍Odisha Sports BureauJuly 12, 2025 by Odisha Sports BureauJuly 12, 2025023 ଭୁବନେଶ୍ୱର-: ଭୁବନେଶ୍ୱରରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍। ସାମିଲ ହେବେ ବିଶ୍ଵର ନାମୀ ଆଥଲେଟ। ତେବେ ଇଣ୍ଡିଆରେ ପ୍ରଥମଥର ପାଇଁ ଏବଂ ତାହା ମଧ୍ୟ ଭୁବନେଶ୍ୱରରେ ଆୟୋଜିତ ହେବ। କଳିଙ୍ଗ ଷ୍ଟାଡିୟମର...
Gymnasticକ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡୀମନ୍ତ୍ରୀOdisha Sports BureauJune 24, 2025 by Odisha Sports BureauJune 24, 2025031 ବ୍ୟୁରୋ-:କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡୀମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ । ୨୦୨୫ ଜିମ୍ନାଷ୍ଟିକ୍ସ ଏସୀୟ ଚାମ୍ପିଅନସିପରେ ସିନିୟର ମହିଳା ଭଲ୍ଟରେ କାଂସ୍ୟ ଜିତିଥିବାରୁ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ଶୁଭେଚ୍ଚା ଜଣାଇଥିଲେ । ଏବଂ ତାଙ୍କର...
Karateଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଜିତିଲେ ୮ ସ୍ୱର୍ଣ୍ଣOdisha Sports BureauJune 16, 2025 by Odisha Sports BureauJune 16, 2025028 ଉତ୍ତରାଖଣ୍ଡ-: ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ ଉପକନିଷ୍ଠ, ଯୁବ ଓ କନିଷ୍ଠ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୮ ସ୍ୱର୍ଣ୍ଣ, ୧୩ ରୌପ୍ୟ ଓ ୧୫ କାଂସ୍ୟ ସହ ୩୬ ପଦକ ଜିତିଛି। ଏଥିସହ ଓଡ଼ିଶା...
Runningରୌପ୍ୟ ପଦକ ଅର୍ଜନ କରି ଦେଶ ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଓଡ଼ିଆ ଖେଳାଳି ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତOdisha Sports BureauJune 12, 2025 by Odisha Sports BureauJune 12, 2025034 ଭୁବନେଶ୍ୱର-: ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍- ୨୦୨୫ରେ ରୌପ୍ୟ ପଦକ ଅର୍ଜନ କରି ଦେଶ ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଓଡ଼ିଆ ଖେଳାଳି ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ...
Weightliftingଏସୀୟ ଭାରୋତ୍ତୋଳନ ପାଇଁ ମୀନା ଓ ବିଦୁସ୍ମିତା ମନୋନୀତOdisha Sports BureauJune 8, 2025 by Odisha Sports BureauJune 8, 2025039 ଭୁବନେଶ୍ୱର-: ଜୁଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ କାଜାକସ୍ତାନର ଆସ୍ଥାନାଠାରେ ଖେଳାଯିବାକୁ ଥିବା ଏସୀୟ ଯୁବ ଓ କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତା ଲାଗି ଓଡ଼ିଶାରୁ ମୀନା ସାନ୍ତା (ଏ) ଏବଂ ବିଦୁସ୍ମିତା ଭୋଇ ଭାରତୀୟ...