Javelin Throwଓଡିଶାରେ ଏକାଠି ହେବେ ଦୁଇ ଷ୍ଟାର ଆଥ୍ଲେଟ ନୀରଜ ଚୋପ୍ରା ଓ କିଶୋର ଜେନାOdisha Sports BureauMay 9, 2024May 9, 2024 by Odisha Sports BureauMay 9, 2024May 9, 2024095 ବ୍ୟୁରୋ : ଓଡିଶାରେ ଏକାଠି ହେବେ ଦୁଇ ତାରକା ଆଥ୍ଲେଟ | ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଥର ଭାରତରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ବିଶ୍ବ ଜାଭଲିନ୍ ବିଜେତା ନୀରଜ ଚୋପ୍ରା | ଏଥିସହ...
Cricketଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସOdisha Sports BureauMay 6, 2024 by Odisha Sports BureauMay 6, 20240119 ମୁମ୍ବାଇ: ଆଇପିଏଲ ମହାସମର। ଆଜି ରାତି ୭ଟା ୩୦ରେ ଖେଳାଯିବ ୫୫ତମ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ । ପ୍ଲେ- ଅପ୍ ରେସ୍ ପାଇଁ...
Cricketଧୋନିଙ୍କୁ ଆଉଟ କରିବା ପରେ ଘୃଣାର ଶିକାର ହେଲେ ହର୍ଷଲ ପଟେଲOdisha Sports BureauMay 6, 2024 by Odisha Sports BureauMay 6, 20240131 ଧୋନିଙ୍କୁ ଆଉଟ କରିବା ପରେ ଘୃଣାର ଶିକାର ହେଲେ ହର୍ଷଲ ପଟେଲ | ପଞ୍ଜାବ କିଙ୍ଗସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଚାଲିଥିଲା ଆଇପିଏଲ୍ ୨୦୨୪ର ୫୩ତମ ମ୍ୟାଚ | ଏହା ବହୁତ ରୋମାଞ୍ଚପୂର୍ଣ୍ଣ...
Cricketରୟାଲ୍ସ ଯାତ୍ରାରେ ବ୍ରେକ୍ ଲଗାଇଲା ହାଇଦ୍ରାବାଦOdisha Sports BureauMay 3, 2024 by Odisha Sports BureauMay 3, 20240131 ଚଳିତ ଆଇପିଏଲ୍ରେ ଗୁରୁବାର ସବୁଠାରୁ ରୋମାଞ୍ଚଭରା ମ୍ୟାଚ୍ ଦେଖିବାକୁ ମିଳିଛି। ଟେବୁଲ୍ ଟପ୍ପର ରାଜସ୍ଥାନ ରୟାଲ୍ସକୁ ୧ ରନ୍ରେ ହରାଇ ସନ୍ରାଇଜର୍ଜ ହାଇଦ୍ରାବାଦ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉଠିଛି। ସଂଜୁ ସାମ୍ସନ୍ଙ୍କ ଦଳ ଦଶମ...
Cricketଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କଲେ ରୋହମାଲିଆOdisha Sports BureauApril 26, 2024 by Odisha Sports BureauApril 26, 20240118 ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କଲେ ରୋହମାଲିଆ।ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା...
Cricket୫୧ ବର୍ଷରେ ପଦାର୍ପଣ କଲେ ସଚିନ ତେନ୍ଦୁଲକର, ତାଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବOdisha Sports BureauApril 24, 2024April 24, 2024 by Odisha Sports BureauApril 24, 2024April 24, 2024094 ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏପ୍ରିଲ ୨୪, ୧୯୭୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସଚିନ ୧୯୮୯ ମସିହାରେ ପାକିସ୍ତାନ ବିପକ୍ଷରେ ୧୬ ବର୍ଷ ବୟସରେ...
Uncategorizedଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳିOdisha Sports BureauApril 24, 2024 by Odisha Sports BureauApril 24, 20240114 ଭୁବନେଶ୍ୱର : ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି | ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡରେ ହେବାକୁ ଥିବା ଏସିଆନ୍ ହୁଇଲ ଚେୟାର ଫେନ୍ସିଂ ଚାମ୍ପିୟନଶିପ୍ ଲାଗି ମନୋନୀତ ଭାରତୀୟ...
Cricketଚର୍ଚ୍ଚାରେ ଚହଲଙ୍କ ୨୦୦ ୱିକେଟ୍ ମାଇଲ୍ଖୁଣ୍ଟOdisha Sports BureauApril 23, 2024April 23, 2024 by Odisha Sports BureauApril 23, 2024April 23, 20240109 ନୂଆଦିଲ୍ଲୀ : ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ ବନାମ ଆରଆର ମ୍ୟାଚ ଆରମ୍ଭ ପୂର୍ବରୁ...
Tennisକଟକରେ ଜାତୀୟ ଟିଟି ପ୍ରଶିକ୍ଷଣ ଶିବିର: ୧୦ ରାଜ୍ୟର ଖେଳାଳି ସାମିଲ, ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସାOdisha Sports BureauApril 17, 2024 by Odisha Sports BureauApril 17, 20240120 କଟକ: ରାଜ୍ୟ କ୍ରୀଡ଼ା ବିଭାଗ ସହାୟତାରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ସଂଘ ପକ୍ଷରୁ ସିଡିଏ ସେକ୍ଟର-୭ସ୍ଥିତ କଟକ ଟେବୁଲ ଟେନିସ୍ ଏକାଡେମିରେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବର ଗତ ୯ ତାରିଖରୁ ଆରମ୍ଭ ହୋଇଛି।...
Cricketକାହିଁକି ୨୦୨୪ ଆଇପିଏଲରୁ ବ୍ରେକ୍ ନେଲେ ଆରସିବିର ଅଲରାଉଣ୍ଡର ଖେଳାଳି ଗ୍ଲେନ୍ ମାକ୍ସୱେଲ ?Odisha Sports BureauApril 16, 2024 by Odisha Sports BureauApril 16, 20240120 ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରୁ ବ୍ରେକ୍ ନେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ଖେଳୁଥିବା ଗ୍ଲେନ୍ ମାକ୍ସୱେଲ। ଆଇପିଏଲ୍ ୨୦୨୪ରେ ଭଲ ପ୍ରଦର୍ଶନ କରୁନଥିବା ମାକ୍ସୱେଲ ଏବେ ଅଧାରୁ ଆଇପିଏଲ ଛାଡ଼ିଥିବା ଜଣାପଡ଼ିଛି। ଏହି ବ୍ୟାଟ୍ସମ୍ୟାନ୍...