ପୁରୀରେ ଆୟୋଜିତ ନୂଆ ଓ’ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା
ଭୁବନେଶ୍ୱର: ପୁରୀରେ ଆୟୋଜିତ ନୂଆ ଓ’ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ପୁରୁଷରେ କେନ୍ଦ୍ରାପଡ଼ା ଓ ମହିଳାରେ ବଲାଙ୍ଗୀର ବିଜେତା ହୋଇଛନ୍ତି। ପୁରୁଷରେ ନୟାଗଡ଼ ଉପବିଜେତା, ସୁନ୍ଦରଗଡ଼ ତୃତୀୟ...
