Footballଫାଇନାଲ୍ରେ ମୋହନବାଗାନ ସୁପର ଜାଏଣ୍ଟ୍ସOdisha Sports BureauApril 29, 2024April 29, 2024 by Odisha Sports BureauApril 29, 2024April 29, 20240171 ଭୁବନେଶ୍ୱର:ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛି ମୋହନବାଗାନ ସୁପର ଜାଏଣ୍ଟ୍ସ ଏଫ୍ସି। ଦୁଇ ଚରଣ ବିଶିଷ୍ଟ ପ୍ରଥମ ସେମିଫାଇନାଲ୍ରେ ଏହି ଲିଗ୍ ସିଲ୍ଡ ବିଜେତା ୩-୨ ବ୍ୟବଧାନରେ ଓଡ଼ିଶା ଏଫ୍ସିକୁ ପରାସ୍ତ...
Uncategorizedଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳିOdisha Sports BureauApril 24, 2024 by Odisha Sports BureauApril 24, 20240147 ଭୁବନେଶ୍ୱର : ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି | ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡରେ ହେବାକୁ ଥିବା ଏସିଆନ୍ ହୁଇଲ ଚେୟାର ଫେନ୍ସିଂ ଚାମ୍ପିୟନଶିପ୍ ଲାଗି ମନୋନୀତ ଭାରତୀୟ...
Cricketଓଡିଶା କ୍ରିକେଟର ନୂଆ କୋଚ ହେଲେ କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେOdisha Sports BureauApril 23, 2024 by Odisha Sports BureauApril 23, 20240166 କଟକ: ଓଡିଶାର କ୍ରିକେଟର ନୂଆ କୋଚ ହେଲେ ମହାରାଷ୍ଟ୍ରର ଜଣାଶୁଣା କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେ । ତେବେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦୀନେଶ ମୋଙ୍ଗିଆ କୋଚ ପଦ ଛାଡିବା ସୁରେନ୍ଦ୍ର ଭାବେଙ୍କୁ...
Cricketକୁନ୍ଦୁରା କ୍ରିକେଟ ଆସୋସିଏସନ ଆନୁକୂଲ୍ୟ ରେ KPL ସିଜିନ-3 ଉଦଘାଟିତOdisha Sports BureauApril 22, 2024April 22, 2024 by Odisha Sports BureauApril 22, 2024April 22, 20240128 କୁନ୍ଦୁରା / ହରିଶ ବେହେରା: କୁନ୍ଦୁରା ବ୍ଲକ ଅରବିନ୍ଦ ଶିକ୍ଷା ନିକେତନ ଖେଲ ପଡିଆ ଠାରେ ଚଳିତ KPL-3 ଉଦଘାଟିତ ହୋଇଯାଇଛି l ଆୟଜକ କୁନ୍ଦୁରା କ୍ରିକେଟ ଆସୋସିଏସନ ଦ୍ୱାରା ଏକ ବାଇକ ରାଲି...
Cricketଚେନ୍ନାଇ ସୁପର କିଙ୍ଗସରେ ମିଶିଲେ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନ୍Odisha Sports BureauApril 18, 2024 by Odisha Sports BureauApril 18, 20240152 ଚେନ୍ନାଇ : ଶକ୍ତିଶାଳୀ ହେଲା ଚେନ୍ନାଇ ସୁପର କିଙ୍ଗସ୍ ।ଦଳରେ ମିଶିଲେ ନୂଆ ଦ୍ରୁତ ବୋଲର । ଡେଭନ୍ କନୱେଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ରିଚାର୍ଡ ଗ୍ଲିସନ୍ ।ଆଜି ଚେନ୍ନାଇ ସୁପର କିଙ୍ଗସରେ...
Cricketସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକOdisha Sports BureauApril 18, 2024 by Odisha Sports BureauApril 18, 20240161 ପୂର୍ବତନ ଜାତୀୟ ଚୟନକର୍ତ୍ତା ତଥା ମହାରାଷ୍ଟ୍ର ରଣଜୀ ଦଳର ପୂର୍ବତନ ଅଧିନାୟକ ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଗତ ଋତୁରେ ଓଡ଼ିଶା ସହ ଯୋଗଦେଇଥିବା...
Tennisକଟକରେ ଜାତୀୟ ଟିଟି ପ୍ରଶିକ୍ଷଣ ଶିବିର: ୧୦ ରାଜ୍ୟର ଖେଳାଳି ସାମିଲ, ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସାOdisha Sports BureauApril 17, 2024 by Odisha Sports BureauApril 17, 20240156 କଟକ: ରାଜ୍ୟ କ୍ରୀଡ଼ା ବିଭାଗ ସହାୟତାରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ସଂଘ ପକ୍ଷରୁ ସିଡିଏ ସେକ୍ଟର-୭ସ୍ଥିତ କଟକ ଟେବୁଲ ଟେନିସ୍ ଏକାଡେମିରେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବର ଗତ ୯ ତାରିଖରୁ ଆରମ୍ଭ ହୋଇଛି।...
Uncategorizedଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ନାମେଣ୍ଟରେ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ରOdisha Sports BureauApril 5, 2024April 5, 2024 by Odisha Sports BureauApril 5, 2024April 5, 20240132 ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ହ୍ୟାଣ୍ଡବଲ୍ ପୁରୁଷ ଦଳରେ ସ୍ଥାନ ପାଇ ଆଜି ବିହାର ର...
Cricketଗିଚା ମଞ୍ଜାରୀକୁ ହରାଇ ବିଜୟ ହସଲ କଲା ବାରିOdisha Sports BureauMarch 19, 2024March 19, 2024 by Odisha Sports BureauMarch 19, 2024March 19, 20240137 ସେମିଳିଗୁଡା / ଦଶରଥ ମାଛ :ଗିର୍ଲିମାଳି ପର୍ବତରେ ଉଦଯାପିତ ହୋଇଯାଇଛି କ୍ରିକେଟ ଟୁର୍ନାମେଣ୍ଟ । କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରୀ ଗ୍ରାମ ପଂଚାୟତ ଫୁଲବନ୍ଧ ଗ୍ରାମରେ ଗିର୍ଲିମାଳୀ କ୍ରିକେଟ ଟୁର୍ନାମେଣ୍ଟ ଯୁବକ ସଙ୍ଘ...
Cricketକଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଆଇପିଏଲ ମ୍ୟାଚOdisha Sports BureauFebruary 22, 2024 by Odisha Sports BureauFebruary 22, 20240169 ଭୁବନେଶ୍ୱର: କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଆଇପିଏଲ ମ୍ୟାଚ । ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଓ କଟକରେ ଖେଳିପାରେ...