Cricketରାଜସ୍ଥାନ ଠାରୁ ପରାସ୍ତ ହେଲା ଚେନ୍ନାଇOdisha Sports BureauApril 28, 2023 by Odisha Sports BureauApril 28, 2023094 ଚଳିତ ଆଇପିଏଲରେ ରାଜସ୍ଥାନ ରୋୟାଲଠାରୁ ଚେନ୍ନାଇ ୩୨ରନରେ ହାରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ଯଶସ୍ବୀ ଜୟସ୍ବାଲଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ନିମ୍ନକ୍ରମରେ ଧଅୁବ ଜୁରେଲ ଓ ଦେବଦତ୍ତ ପଡ଼ିକଲଙ୍କ...