Cricketଶ୍ରୀଲଙ୍କା ସିରିଜ ପୂର୍ବରୁ ଧୱନ-ଭୁବିଙ୍କ ଭିତରେ ଲଢେଇOdisha Sports BureauJune 26, 2021June 26, 2021 by Odisha Sports BureauJune 26, 2021June 26, 20210131 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ପୂର୍ବରୁ ବିସିସିଆଇ ଶେୟର କରିଛି ଭାରତର ଦୁଇ ପ୍ରମୁଖ ଖେଳାଳୀଙ୍କ ଫଟୋ । ଅଧିନାୟକ ଶିଖର ଧୱନ ଏବଂ ଉପ ଅଧିନାୟକ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ...
Cricketଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚାOdisha Sports BureauJune 25, 2021 by Odisha Sports BureauJune 25, 20210129 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ବିଶ୍ୱ ଟେଷ୍ଟ ଚମ୍ପିୟନସିପରେ ଭାରତର ପରାଜୟ ପରେ ପ୍ରଶଂସକ ମାନଙ୍କ ମଧ୍ୟରେ ଅସନ୍ତୋଷ ଜୋର ଧରିଛି । ଅନେକ ଲୋକ କେହଲୀଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥିସହ...
More Sportsଫାଇନାଲରେ ଓଡିଆ ଧାବକ ଅମୀୟOdisha Sports BureauJune 25, 2021 by Odisha Sports BureauJune 25, 20210124 ଭୁବନେଶ୍ୱର(ଓଡିଶା ସ୍ପୋର୍ଟର୍ସ): ଓଡିଶାର ଉଡ୍ଡୀୟମାନ ଧାବକ ଅମୀୟ କୁମାର ମଲ୍ଲିକଙ୍କୁ ବଡ ସଫଳତା । ୬୦ ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚମ୍ପିୟନସିପ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଅମୀୟ । ପଟିଆଲାରେ...
Cricketରିଜର୍ଭ ଡେରେ ନ୍ୟୁଜିଲାଣ୍ଡ ନାଁରେ ଟ୍ରଫି ରିଜର୍ଭOdisha Sports BureauJune 24, 2021 by Odisha Sports BureauJune 24, 20210138 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଆଇସିସିର ବିଶ୍ୱ ଟେଷ୍ଟ ଚମ୍ପିଅନସିପ ଉପରେ କବଜା କରିଛି ନ୍ୟୁଜିଲାଣ୍ଡ ଦଳ । ବର୍ଷା ଏବଂ ଲୋ ଲାଇଟ ଭଳି ଅସୁବିଧାରୁ ଏହି ଐତିହାସିକ ମ୍ୟାଚର ରୋମାଞ୍ଚ ଧିରେ ଧିରେ କମିଥିଲା...
CricketWTC ରେ ବୁମରାହ କଲେ ଏପରି ଭୁଲOdisha Sports BureauJune 22, 2021 by Odisha Sports BureauJune 22, 20210177 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚମ୍ପିୟନସିପର ପଞ୍ଚମ ଦିନରେ ଘଟିଛି ଏକ ଅଭାବନୀୟ ଘଟଣା । ଆଉ ଏହି ଭୁଲ ହୋଇଚି ଭାରତର ପ୍ରମୁଖ ବୋଲର ତଥା...
Hockeyଲାକ୍ରା ହେବେ ଉପ ଅଧିନାୟକOdisha Sports BureauJune 22, 2021 by Odisha Sports BureauJune 22, 20210163 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ହକି ଦଳରେ ଓଡିଆଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମେ ମହିଳା ହକି ଦଳରେ ଦୀପ ଗ୍ରେସ ଏକ୍କା ଉପ ଅଧିନାୟକ ଭାବେ ବିବେଚିତ ହେବା...
Cricketଦିସ ଇଜ ମାହି ଲୁକOdisha Sports BureauJune 22, 2021June 22, 2021 by Odisha Sports BureauJune 22, 2021June 22, 20210337 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): କେବେ ଲମ୍ବା ଚୁଟି ତ କେବେ ସମର କଟ, ମୋହକ, ତ ଆଉ ପୁଣି କୋବ ଭି ହକ । ଭିନ୍ନ ଭିନ୍ନ ହେୟାର ଷ୍ଟାଇଲ କରି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି...
CricketWTC ଫାଇନାଲରେ କାର୍ତ୍ତିକଙ୍କ ଡେବ୍ୟୁOdisha Sports BureauJune 21, 2021 by Odisha Sports BureauJune 21, 20210344 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଇଂଲଣ୍ଡର ସାଉଥହମ୍ପଟନରେ ଟେଷ୍ଟ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ବିଶ୍ୱ ଟେଷ୍ଟ ଚମ୍ପିଅନସିପର ଫାଇନାଲ ମ୍ୟାଚ । ଗଦା ହାସଲ କରିବାକୁ ଉଭୟ ଦଳ ମଧ୍ୟରେ ଚାଲିଛି କଡା ଟକ୍କର । କେବଳ...
Cricketବର୍ଷା ପରେ ପଡିଲା ଐତିହାସିକ ଟସOdisha Sports BureauJune 19, 2021 by Odisha Sports BureauJune 19, 20210146 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଖୁବଶୀଘ୍ର ଆରମ୍ଭ ହେବ ବିଶ୍ୱର ଐତିହାସିକ ଟେଷ୍ଟ ମ୍ୟାଚ । ପଡ଼ିଲା ଐତିହାସିକ ଟସ । ତେବେ ଏହି ଟସ ନ୍ୟୁଜିଲାଣ୍ଡ ସପକ୍ଷରେ ପଡିଛି ଏବଂ ଅଧିନାୟକ କେନ ୱିଲିଆମସନ ଟସ...
More Sportsକୋରୋନାରେ ଚାଲିଗଲେ ଫ୍ଲାଇଙ୍ଗ ଶିଖOdisha Sports BureauJune 19, 2021 by Odisha Sports BureauJune 19, 20210336 ଚଣ୍ଡିଗଡ଼(ଓଡିଶା ସ୍ପୋର୍ଟର୍ସ): କୋରୋନା ମହାମାରୀର ଭୟାନକ ଯୁଦ୍ଧରେ ହାରି ଯାଇଛନ୍ତି ୧୯୫୮ କମନୱେଲ୍ଥ ଗେମ୍ସ ଚମ୍ପିଅନ ତଥା ଅଲିମ୍ପିଆନ ମିଲଖା ସିଂହ । ୯୧ ବର୍ଷ ବୟସରେ ସେ କୋରୋନାରେ ପ୍ରାଣ ହରାଇଛନ୍ତି ।...