Cricketଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳOdisha Sports BureauDecember 9, 2021 by Odisha Sports BureauDecember 9, 20210337 ନୂଆଦିଲ୍ଲୀ: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ସିରିଜ ପାଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରି ସାରିଥିବା ବେଳେ ଟିମ ଇଣ୍ଡିଆ ଆଜି ଦଳ...
Cricketହିଟମ୍ୟାନଙ୍କ ହାତରେ ବଡ ସଫଳତାOdisha Sports BureauDecember 9, 2021 by Odisha Sports BureauDecember 9, 20210290 ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି...
Uncategorizedଭାରତ ପାଇଁ ରୌପ୍ୟ ଆଣିଲେ ଝିଲିOdisha Sports BureauDecember 9, 2021 by Odisha Sports BureauDecember 9, 20210118 ନୂଆଦିଲ୍ଲୀ: କମନ ୱେଟଲିଫ୍ଟିଙ୍ଗ ଚମ୍ପିଆନସିପ ବା ତାସକେଣ୍ଟରେ ଭାରତକୁ ମିଳିଛସି ରୌପ୍ୟ ପଦକ । ନାଇଜେରିଆର ପିଟର ଷ୍ଟେଲା କିଙ୍ଗସଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ନଦକ ହାସଲ କରିଛନ୍ତି ଝିଲି ।...
Cricket୨୦୨୨ରେ ହରଭଜନଙ୍କ ନୂଆ ଅବତାରOdisha Sports BureauDecember 7, 2021 by Odisha Sports BureauDecember 7, 20210169 ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ନେଇ ପାରନ୍ତି ନୂଆ ରୂପ । ଆଗାମୀ ଆଇପିଏଲରେ ସେ ଜଣେ ଖେଳାଳୀ ଭାବେ ନୁହେଁ ବରଂ ଅନ୍ୟ ଏକ ଦାୟିତ୍ୱରେ ନଜର ଆସିପାରନ୍ତି...
Cricketଏଜାଜଙ୍କୁ ମିଳିଲା ଖାସ ଉପହାରOdisha Sports BureauDecember 7, 2021 by Odisha Sports BureauDecember 7, 20210157 ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଭାରତର ବୃହତ ବିଜୟ ପରେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲଙ୍କୁ ମିଳିଛି ଏକ ବଡ ଉପହାର । ପ୍ରଥମ ଇନିଂସରେ ଭାରତୀୟ ଦଳର ସମସ୍ତ ୱିକେଟ ଅକ୍ତିଆର କରିଥିଲେ ଏଜାଜ...
Cricketବୃହତ ବିଜୟ ସହ No.1 ଇଣ୍ଡିଆOdisha Sports BureauDecember 6, 2021 by Odisha Sports BureauDecember 6, 20210153 ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଐତିହାସିକ ବିଜୟ ପରେ ଲମ୍ବ ଡିଅାଁ ମାରିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୩୭୨ ରନର ଏକ ବିଶାଳ ବ୍ୟବଧାନରେ ହରାଇବା ପରେ ଟେଷ୍ଟ ରାକିଂରେ ହାସଲ...
Cricketଅଶ୍ୱୀନଙ୍କ ନିଆରା ଉଦ୍ଭାବନOdisha Sports BureauDecember 6, 2021December 6, 2021 by Odisha Sports BureauDecember 6, 2021December 6, 20210453 ମୁମ୍ବାଇ: ମୁମ୍ବାଇ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚ ସହ ସିରିଜ ହାତେଇଛି ଟିମ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମ୍ୟନ ଅଫ ଦ ସିରିଜ ଭାବେ ବିବେଚିତ କରାଯାଇଛି । ଏହାପରେ ଅଶ୍ୱୀନ...
Hockeyବିଶ୍ୱକୁ ମିଳିଲା ନୂଆ ଚମ୍ପିଆନOdisha Sports BureauDecember 6, 2021 by Odisha Sports BureauDecember 6, 20210362 ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପରେ ବାଜି ମାରିଲା ଆଜେଣ୍ଟିନା । ଫାଇନାଲ ମ୍ୟାଚରେ ଜର୍ମାନୀକୁ ହରାଇ ବିଜୟ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା । ୨-୪ରେ ଜର୍ମାନୀକୁ ମାତ ଦେଇ ଦ୍ୱିତୀୟ ତର ବିଶ୍ୱକପ ଟ୍ରଫି...
Cricketଟି-୨୦ ପରେ ଟେଷ୍ଟ ସିରିଜ ଉପରେ ଭାରତର କବଜାOdisha Sports BureauDecember 6, 2021 by Odisha Sports BureauDecember 6, 20210253 ମୁମ୍ବାଇ: ଟେଷ୍ଟ ଚମ୍ପିଆନସିପର ପ୍ରତିଶୋଧ ନେଲା ଭାରତ । ୱାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଭାରତ । ନ୍ୟଜିଲାଣ୍ଡକୁ ୩୭୨ ରନର ଏକ ବଡ ବ୍ୟବଧାନରେ ହରାଇ...
BadmintonBWF ଫାଇନାଲରେ ସିନ୍ଧୁOdisha Sports BureauDecember 4, 2021 by Odisha Sports BureauDecember 4, 20210149 ବାଲୀ: ବିଶ୍ୱ ଟୁର ଫାଇନାଲ୍ସର ଗ୍ରାଣ୍ଡ ଫାଇନାଲରେ ପହଞ୍ଚିଲେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଷ୍ଟାର ବିଭି ସିନ୍ଧୁ । ଜାପାନ ବ୍ୟାଡମିଣ୍ଟନ ଖେଳାଳି ଅକାନେ ୟାମାଗୁଚୀଙ୍କ ହରାଇ ସିନ୍ଧୁ ଫାଇନାଲରେ ପ୍ରବେଶ କରିଛନ୍ତି ।...