Hockeyଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡOdisha Sports BureauNovember 17, 2021 by Odisha Sports BureauNovember 17, 20210381 ଭୁବନେଶ୍ୱର: ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ନେଦରଲାଣ୍ଡର ହକି ଟିମ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଗୁନିୟର ହକି ବିଶ୍ୱକପ ପାଇଁ ଟିମ ନେଦରଲାଣ୍ଡ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି...
Cricketମ୍ୟାଚ ପୂର୍ବରୁ ଦଳରୁ ବାହାରିଲେ ଆଉ ଜଣେ ଖେଳାଳୀOdisha Sports BureauNovember 17, 2021 by Odisha Sports BureauNovember 17, 20210269 ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ମ୍ୟାଚର ଠିକ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଅଧିନାୟକ କେନ ୱିଲିୟମସନ ନିଜକୁ ଏହି...
Cricketଗାଙ୍ଗୁଲିଙ୍କୁ ନୂଆ ଦାୟିତ୍ୱOdisha Sports BureauNovember 17, 2021November 17, 2021 by Odisha Sports BureauNovember 17, 2021November 17, 20210327 ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟୋଲ ଫର କ୍ରିକେଟ ଇନ ଇଣ୍ଡିଆ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଆଉ ଏକ ନୂଆ ପଦବୀ । ଭାରତର ପୂର୍ବ ଅଧିନାୟକ ଅନିଲ କୁମ୍ବଲେଙ୍କ ସ୍ଥାନରେ ଏବେ ଆଇସିସିର...
Cricketଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇOdisha Sports BureauNovember 17, 2021 by Odisha Sports BureauNovember 17, 20210161 ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯିବ । ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ପ୍ରତିଶୋଧ...
Cricketଆଇସିସି ଟୁର୍ଣ୍ଣାମେଣ୍ଟ ସୂଚୀ ଘୋଷଣାOdisha Sports BureauNovember 16, 2021 by Odisha Sports BureauNovember 16, 20210165 ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଘୋଷଣା ହୋଇଛି ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟଗୁଡିକର କାର୍ଯ୍ୟସୂଚୀ । ଆସନ୍ତା ୨୦୨୪ରୁ ୨୦୩୧ ମସିହା ପର୍ଯ୍ୟନ୍ତ ପ୍ରମୁଖ ପୁରୁଷ ଟୁର୍ଣ୍ଣାମେଣ୍ଟର ହୋଷ୍ଟ ଟିମ ଗୁଡିକର ନାମ ଘୋଷଣା...
Cricketଭାରତ ବିପକ୍ଷରେ ଖେଳିବେନି ୱିଲିୟମସନOdisha Sports BureauNovember 16, 2021 by Odisha Sports BureauNovember 16, 20210307 ଜୟପୁର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ । ନୂଆ ଏକ ଉତ୍ସାହ ନେଇ ପଡିଆକୁ ଓହ୍ଲାଇବ ରୋହିତ ସେନା । ଏହି ସିରିଜରେ ତିନୋଟି ଟି-୨୦ ଏବଂ ଦୁଇଟି ଟେଷ୍ଟ ଖେଳାଯିବ...
Cricketହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତOdisha Sports BureauNovember 16, 2021November 16, 2021 by Odisha Sports BureauNovember 16, 2021November 16, 20210177 ମୁମ୍ବାଇ: ଭାରତୀୟ କ୍ରିକେଟରଙ୍କ ଉପରେ ଭାରୀ ପଡିଛି କଷ୍ଟମ ବିଭାଗ । ଟାର୍ଗେଟରେ ଷ୍ଟାର ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏୟାରପୋର୍ଟରେ ପାଣ୍ଡ୍ୟାଙ୍କୁ ଅଟକାଇ ତନାଘନା କରିଛି କଷ୍ଟମ ଡିପାର୍ଟମେଣ୍ଟ । ତାଙ୍କୁ ନିକଟରୁ...
Cricketବିଶ୍ୱକପର ଶ୍ରେଷ୍ଠ PLAYING XIOdisha Sports BureauNovember 15, 2021 by Odisha Sports BureauNovember 15, 20210237 ନୂଆଦିଲ୍ଲୀ: ଶେଷ ହେଲା ବିଶ୍ୱକପ ସିଜନ । ବିଶ୍ୱର ମହାଯୁଦ୍ଧରେ ନ୍ୟୁଜିଲାଣ୍ଡକୁ ହରାଇ ବାଜି ମାରିଛି ଅଷ୍ଟ୍ରେଲିଆ । ଏହାପରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି)ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନ ଚୟନ କରୁଛି ।...
Hockeyଘୋଷଣା ହେଲା ମହିଳା ବିଶ୍ୱକପ ଦଳOdisha Sports BureauNovember 15, 2021 by Odisha Sports BureauNovember 15, 20210352 ଭୁବନେଶ୍ୱର: ହକି ଇଣ୍ଡିଆ ପକ୍ଷରୁ ଘୋଷଣା ହୋଇଛି ଭାରତୀୟ ଜୁନିୟର ମହିଳା ହକି ଟିମ । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଭାରତ ୧୮ ଜଣିଆ ଦଳ ଘୋଷଣା କରିଛି...
Cricketବାବର-ୱାର୍ଣ୍ଣର କଳିରେ ସୂତ୍ରଧର ସୋଏବOdisha Sports BureauNovember 15, 2021 by Odisha Sports BureauNovember 15, 20210385 ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଚମ୍ପିଆନର ଟାଇଟଲ ପାଇଛି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ପ୍ରଥମ ଥର ଟି-୨୦ ବିଶ୍ୱକପକୁ ନିଜ ନାମରେ କରିଛନ୍ତି । ଜବରଦସ୍ତ ପାରି ସହ ପ୍ଲେୟର...