Cricketଶୀର୍ଷ ସ୍ଥାନ ପାଇଁ ଧୋନୀ-ପନ୍ତ ଲଢେଇOdisha Sports BureauOctober 4, 2021 by Odisha Sports BureauOctober 4, 20210171 ଦୁବାଇ: ଆଇପିଏଲ ୨୦୨୧ର ୫୦ତମ ଲିଗ ମ୍ୟାଚରେ ଆଜି ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ଦେଖିବାକୁ ମିଳିବ ଘମାଘୋଟ ଲଢେଇ । ଏହି ମ୍ୟାଚରେ ଚଳିତ ସିଜନର ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପର...
Cricketପୁରୁଣା ଅନ୍ଦାଜରେ ‘ଦ ବେଷ୍ଟ ଫିନିସର’Odisha Sports BureauOctober 1, 2021 by Odisha Sports BureauOctober 1, 20210373 ନୂଆଦିଲ୍ଳୀ: ପୁଣି ପୁରୁଣା ଅନ୍ଦାଜରେ ନଜର ଆସିଲେ କ୍ୟାପ୍ଟେନ କୁଲ ମାହି । ପଣି ଦୁନିଆ ଦେଖିଲା ତାଙ୍କ ବ୍ୟାଟରୁ ବାହାରିତିବା ସେହି ଶେଷ ବଲର ଛକା । ଶେଷ ବଲରେ ଛକା ମାରି...
Cricketସଙ୍କଟରେ କୋହଲୀଙ୍କ ଭବିଷ୍ୟତOdisha Sports BureauSeptember 30, 2021September 30, 2021 by Odisha Sports BureauSeptember 30, 2021September 30, 20210174 ନୂଆଦିଲ୍ଲୀ: ଭାରତର ଅଧିନାୟକ ବିରାଟ କୋହଲୀଙ୍କୁ ନେଇ ଅନେକ ଅଭିଯୋଗ ଏବେ ମୁଣ୍ଡ ଟେକିଛି । ଏହାକୁ ନେଇ ଭାରତୀୟ କ୍ରିକେଟ ଟିମରେ ଏବେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କ୍ୟାପ୍ଟେନ...
Cricketଫାଇନ ଦେବେ ସୌରଭ ଗାଙ୍ଗୁଲିOdisha Sports BureauSeptember 28, 2021 by Odisha Sports BureauSeptember 28, 20210174 କୋଲକାତା: କ୍ରିକେଟ ଜଗତର ଦାଦା ଅର୍ଥାତ ସୌରଭ ଗାଙ୍ଗୁଲିଙ୍କୁ ପଡିଛି ଜରିମାନା । ନିୟମ କାନୁନକୁ ଉଳ୍ଲଙ୍ଘନ କରିବର ଅଭିଯୋଗ ଆସିଛି ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ନାମରେ । ହାଇକୋର୍ଟରେ ପିଆଇଏଲରେ ଫାଇଲ କରାଯାଇଥିଲା...
Hockeyଓଡିଶାକୁ ଫେରିଲା HOCKEYOdisha Sports BureauSeptember 23, 2021 by Odisha Sports BureauSeptember 23, 20210152 ଭୁବନେଶ୍ୱର: ପୁଣି ଥରେ ହକି ବିଶ୍ୱକପ ପାଇଁ ଅନୁମତି ପାଇଛି ହକିର ହବ ଭାବେ ପରିଚିତ ପାଇଥିବା ଓଡିଶା । ଚଳିତ ବର୍ଷ ଜୁନିୟର ହକି ବିଶ୍ୱକପ ଆୟୋଜନ କରିବା ପାଇଁ ଓଡିଶା ପ୍ରସ୍ତୁତ...
Cricketଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ICCର ଥିମ ସଙ୍ଗ; କୋହଲୀ- ପୋଲାର୍ଡଙ୍କ ଦମଦାର ଏଣ୍ଟ୍ରିOdisha Sports BureauSeptember 23, 2021 by Odisha Sports BureauSeptember 23, 20210174 ଦୁବାଇ: ଆସନ୍ତା ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଥିମ ସଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ (ICC) । ଅକ୍ଟୋବର ୧୭ ତାରିଖରୁ ଓମାନ ଏବଂ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ...
CricketIPLରେ ଆଜି ପୂର୍ବ-ପଶ୍ଚିମ ଲଢେଇOdisha Sports BureauSeptember 23, 2021 by Odisha Sports BureauSeptember 23, 20210162 ଆବୁଧାବି: ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ମ୍ୟାଚରେ ଆଜି ପୂର୍ବ ଭାରତ ଏବଂ ପଶ୍ଚିମ ଭାରତ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଆଜିର ଲିଗ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ...
Cricketଆଜିର ମ୍ୟାଚକୁ ନେଇ ବିସିସିଆଇର କଡା ନିଷ୍ପତ୍ତିOdisha Sports BureauSeptember 22, 2021 by Odisha Sports BureauSeptember 22, 20210196 ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଦଳର ଷ୍ଟାର ବୋଲର ଟି ନଟରାଜନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କ ସମେତ ଅନ୍ୟ ୬ ଜଣ ଟିମ ସଦସ୍ୟଙ୍କୁ ଆଇସୋଲେସନକୁ ପଠାଯାଇଛି । ତେବେ...
CricketIPL ସହ ଫେରିଲା କୋରୋନା; ଜଣେ ପଜିଟିଭOdisha Sports BureauSeptember 22, 2021September 22, 2021 by Odisha Sports BureauSeptember 22, 2021September 22, 20210374 ନୂଆଦିଲ୍ଲୀ: ପୁଣି ଆଇପିଏଲରେ ପଶିଲା କୋରୋନା ମହାମାରୀ । ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋରୋନାର ଭୟ ଦେଖା ଦେଇଛି । ପୂର୍ବରୁ ମେ ମାସରେ କୋରେନା ମହାମାରୀ ଯୋଗୁଁ...
Cricketବଢିଲା କ୍ରିକେଟରଙ୍କ ମ୍ୟାଚ ଫିOdisha Sports BureauSeptember 21, 2021 by Odisha Sports BureauSeptember 21, 20210183 ନୂଆଦିଲ୍ଲୀ: ଘରୋଇ କ୍ରିକେଟରଙ୍କ ପାଇଁ ବିସିସିଆଇ ଦେଲା ଖୁସି ଖବର । ଖେଳାଳୀମାନଙ୍କର ମ୍ୟାଚ ଫି ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଘରୋଇ କ୍ରିକଟେରେ ୪୦ରୁ...