Cricketଧୋନୀଙ୍କ ସିଲେକ୍ସନକୁ ନେଇ ପ୍ରଶ୍ନ କଲେ ଜାଡେଜାOdisha Sports BureauSeptember 13, 2021 by Odisha Sports BureauSeptember 13, 20210173 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟରତଥା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦର ମେଣ୍ଟର ଭାବେ ନିୟୋଜିତ କରାଯାଇଛି । ତେବେ...
Cricketଆଇପିଏଲର ଦୁଇ ଦଳକୁ ଝଟକାOdisha Sports BureauSeptember 11, 2021 by Odisha Sports BureauSeptember 11, 20210367 ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଦୁଇଟି ଟିମକୁ ଲାଗିଲା ବଡ ଝଟକା । ଦୁଇ ଦଳର ଷ୍ଟାର ଖେଳାଳୀ ଆଇପିଏଲରୁ ଓହରିଥିବା ଖବର ସାମନାକୁ ଆସିଛି । ଏମାନଙ୍କ ଅନୁପସ୍ଥିତି ଫ୍ରାଞ୍ଚାଇଜି...
Cricketମ୍ୟାଚ ରଦ୍ଦ ପରେ ରାଗିଗଲେ ସିଇଓOdisha Sports BureauSeptember 11, 2021 by Odisha Sports BureauSeptember 11, 20210159 ମାଞ୍ଚେଷ୍ଟର: ଭାରତ-ଇଂଲଣ୍ଡ ବିପକ୍ଷ ପୟ୍ଚମ ତଥା ଅନ୍ତିମ ଟେଷ୍ଟ ବନ୍ଦ ହେବା ପରେ କ୍ରିକେଟ ଜଗତରେ ଝଡ଼ ସୃଷ୍ଟ ହୋଇଛି । ଏହି ମ୍ୟାଚ ରଦ୍ଦ ହେବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ...
Badmintonପ୍ରମୋଦଙ୍କୁ ନବୀନଙ୍କ ପ୍ରଶଂସାOdisha Sports BureauSeptember 10, 2021 by Odisha Sports BureauSeptember 10, 20210254 ଭୁବନେଶ୍ୱର: ଭାରତ କ୍ରୀଡା ଇତିହାସରେ ଇତହାସ ରଚିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତ ପାଇଁ ଗର୍ବ ଏବଂ ଗୌରବର ଏକ...
Cricketଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଜାରିOdisha Sports BureauSeptember 10, 2021 by Odisha Sports BureauSeptember 10, 20210364 ଜୋହାନ୍ସବର୍ଗ: ଆଗକୁ ଆସୁଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାପରେ ଖେଳାଯିବ ବହୁ ପ୍ରତିକ୍ଷିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ । ତେବେ ବିସିସିଆଇ ଭାରତୀୟ ଦଳର ବିଶ୍ୱକପର ପରବର୍ତ୍ତୀ ସିରିଜ ପାଇଁ ସୂଚୀ ଜାରି...
Badmintonଓଡିଆ ହିରୋଙ୍କୁ ସ୍ୱାଗତOdisha Sports BureauSeptember 10, 2021 by Odisha Sports BureauSeptember 10, 20210205 ଭୁବନେଶ୍ୱର: ଓଡିଶାକୁ ଫେରିଲେ ରାଜ୍ୟ ପାଇଁ ତଥା ଦେଶ ପାଇଁ ଗୌରବ ଆଣିଥିବା ଓଡିଆ ମାଟିର ସୁନା ପୁଅ । ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓଡିଆ ପୁଅ ପ୍ରମୋଦ ଭଗତ ଆଜି...
Cricketବାତିଲ ହେବ ମାଞ୍ଚେଷ୍ଟର ଟେଷ୍ଟOdisha Sports BureauSeptember 10, 2021 by Odisha Sports BureauSeptember 10, 20210188 ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ଶେଷ ମ୍ୟାଚରେ ବିଜୟ ହାସଲ କରି ଇତିହାସ ରଚିବା ପାଇଁ ଯୋଜନା...
Cricketଓପନିଙ୍ଗ କରିବାକୁ କୋହଲୀଙ୍କୁ ମନାOdisha Sports BureauSeptember 9, 2021 by Odisha Sports BureauSeptember 9, 20210418 ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ଭାରତୀୟଙ୍କ ମନରେ ଉତ୍ସାହ ଆହୁରି ବଢିବାରେ ଲାଗିଛି । ତେବେ ଗତକାଲି ଭାରତୀୟ ୧୫ ଜଣିଆ ସ୍କ୍ୱାର୍ଡ ଘୋଷଣା ହେବା...
Cricketକମବ୍ୟାକ ପରେ ଅଶ୍ୱିନଙ୍କ ଟ୍ୱିଟ ଭାଇରାଲOdisha Sports BureauSeptember 9, 2021 by Odisha Sports BureauSeptember 9, 20210150 ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ ପାଇଁ ଘୋଷିତ ହୋଇଛି ଭାରତୀୟ ଟି-ଟ୍ୱେଣ୍ଟି ଦଳ । ବିସିସିଆଇର ସମ୍ପାଦକ ଜୟ ଶାହା ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକରେ ଏହି ଟିମ ଗଠନ କରାଯାଇଛି ।...
Cricketବିଶ୍ୱକପକୁ ଫେରିଲେ ମାହିOdisha Sports BureauSeptember 9, 2021 by Odisha Sports BureauSeptember 9, 20210157 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବିଶ୍ୱକପ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଟିମ । ଏହି ସ୍କ୍ୱାର୍ଡରେ ଶିଖର ଧୱନ, ୟୁଜଭେନ୍ଦ୍ର ଚହଲ ଏବଂ କୁଳଦୀପଙ୍କ ଭଳି ଖେଳାଳୀଙ୍କୁ ସ୍ଥାନ ମିଳିନଥିବା...