Cricketଇଂଲଣ୍ଡରେ ଭାରତ ଖେଳିବ ଲିମିଟେଡ ଓଭର କ୍ରିକେଟOdisha Sports BureauSeptember 8, 2021 by Odisha Sports BureauSeptember 8, 20210164 ଲଣ୍ଡନ: ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ । ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି ଭାରତ । ତେବେ ଏହାସହ ଦଳ ଟି-୨୦ ଏବଂ ଦିନିକିଆ ମ୍ୟାଚ...
Cricketଆଜି ଘୋଷଣା ହେବ ଭାରତୀୟ ଟିମOdisha Sports BureauSeptember 8, 2021 by Odisha Sports BureauSeptember 8, 20210151 ମୁମ୍ବାଇ: ଶେଷ ହୋଇଛି ଅପେକ୍ଷା । ଆଉ ମାତ୍ର କେଇଟା ଘଣ୍ଟା ପରେ ବିସିସିଆଇ ତରଫରୁ ଘୋଷଣା ହେବ ଭାରତୀୟ ବିଶ୍ୱକପ ଟିମର ଫାଇନାଲ ଲିଷ୍ଟ । ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଆଜି...
Cricketଶିଖର-ଆୟେଶାଙ୍କ ବିବାହ ଉଚ୍ଛେଦOdisha Sports BureauSeptember 8, 2021 by Odisha Sports BureauSeptember 8, 20210178 ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଓପନର ତଥା ବାମ ହାତୀ ବ୍ୟାଟ୍ସମ୍ୟାନ ଶିଖର ଧୱନ ଏବଂ ତାଙ୍କ ପତ୍ନୀ ଆୟେଶାଭ୍କ ମଧ୍ୟରେ ଘଟିଛି ବିବାହ ବିଚ୍ଛେଦ । ଏ ଘଟଣା ସମ୍ପର୍କରେ ଆୟେଶା ନିଜ...
Cricketପୁଣି ନମ୍ବର ୱାନ ଇଣ୍ଡିଆOdisha Sports BureauSeptember 7, 2021 by Odisha Sports BureauSeptember 7, 20210165 ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ଚମ୍ପିୟାନସିପର ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଲା ଭାରତ । ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟ ଜିତିବା ପରେ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନକୁ ଫେରିଛି ଭାରତୀୟ ଦଳ ।...
Cricketମ୍ୟାନ ଅଫ ଦ ମ୍ୟାଚ ପାଇବା ପରେ କ’ଣ କହିଲେ ହିଟମ୍ୟାନOdisha Sports BureauSeptember 7, 2021 by Odisha Sports BureauSeptember 7, 20210319 ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ୧୫୭ ରନରେ ବିଜୟ ହାସଲ କରିଛି । ଏବଂ ଏହି ମ୍ୟାଚର ହିରୋ ସାଜିଥିଲେ ଶତକ ହାସଲକାରୀ ରୋହିତ ଶର୍ମା । ପ୍ରଥମ ଇନିଂସରେ ୯୯ ରନ...
Footballଜୀବନ ଯୁଦ୍ଧରେ ହାରିଗଲେ ଫୁଟବଲରOdisha Sports BureauSeptember 7, 2021 by Odisha Sports BureauSeptember 7, 20210189 ନୂଆଦିଲ୍ଲୀ: ଜୀବନ ଆଉ ମୃତ୍ୟୁ ମଧ୍ୟରେ ୪୦ ବର୍ଷର ଯୁଦ୍ଧ । ଶେଷରେ ଏହି ସଂଗ୍ରାମରେ ହାରିଯାଇଛନ୍ତି ଜଣେ ମହାନ ପୁଟବଲ ଖେଳାଳୀ । ଦୀର୍ଘ ୪୦ ବର୍ଷ କାଳ କୋମାରେ ରହିବା ପରେ...
Cricketଓଭାଲରେ ବିରାଟ ରେକର୍ଡOdisha Sports BureauSeptember 7, 2021 by Odisha Sports BureauSeptember 7, 20210164 ନୂଆଦିଲ୍ଲୀ: ଓଭାଲରେ ଭାରତର ବିଜୟ ପାଲଟିଛି ଏକ ଐତିହାସିକ ବିଜୟ । ୧୫୭ ରନରେ ିଂଲଣ୍ଡକୁ ହରାଇବା ସହ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣ ଅକ୍ଷରରେ ଭାରତ ନାମକୁ ଲିପିବଦ୍ଧ କରାଇଛି ବିରାଟ ବାହିନୀ ।...
Cricketମ୍ୟାଚ ମଝିରେ ରାହୁଲଙ୍କୁ ଝଟକାOdisha Sports BureauSeptember 6, 2021 by Odisha Sports BureauSeptember 6, 20210149 ଓଭାଲ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଓପନର ଲୋକେଶ ରାହୁଲଙ୍କୁ ଆଇସିସି ତରଫରୁ ଏକ ଶକ୍ତ ଝଟକା ଲାଗିଛି । ମ୍ୟାଚର ପଞ୍ଚମ ତଥା ଶେଷ ଦିନ ଚାଲୁ ରହିଥିବା ବେଳେ ରାହୁଲଙ୍କୁ...
Cricketଶେଷ ଦିନରେ ଓଭାଲ ଟେଷ୍ଟOdisha Sports BureauSeptember 6, 2021 by Odisha Sports BureauSeptember 6, 20210150 ଓଭାଲ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ମ୍ୟାଚ । ଶେଷ ଦିନରେ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଯେଉଁଠାରେ ଉଭୟ ଦଳ ନିକଟରେ ଜିତିବାର ଆଶା ରହିଥିବା ବେଳେ...
Badmintonଇତିହାସ ରଚିବେ ଓଡିଆ ପୁଅOdisha Sports BureauSeptember 4, 2021September 4, 2021 by Odisha Sports BureauSeptember 4, 2021September 4, 20210182 ଟୋକିଓ: ଟୋକିଓରେ ପାରା ଅଲିମ୍ପିକ୍ସରେ ପୁଣି ଦମ ଦେଖାଇଲା ଭାରତ । ଏଥର ଓଡିଆ ପୁଅ ଭାରତକୁ ସ୍ୱର୍ଣ୍ଣ ପଦକ ଦେବା ପାଇଁ ଲଢେଇ କରିବେ । ବ୍ୟାଡମଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ...