Javelin Throwଓଡିଶାରେ ଏକାଠି ହେବେ ଦୁଇ ଷ୍ଟାର ଆଥ୍ଲେଟ ନୀରଜ ଚୋପ୍ରା ଓ କିଶୋର ଜେନାOdisha Sports BureauMay 9, 2024May 9, 2024 by Odisha Sports BureauMay 9, 2024May 9, 2024049 ବ୍ୟୁରୋ : ଓଡିଶାରେ ଏକାଠି ହେବେ ଦୁଇ ତାରକା ଆଥ୍ଲେଟ | ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଥର ଭାରତରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ବିଶ୍ବ ଜାଭଲିନ୍ ବିଜେତା ନୀରଜ ଚୋପ୍ରା | ଏଥିସହ...
Cricketଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମାOdisha Sports BureauNovember 6, 2023 by Odisha Sports BureauNovember 6, 20230112 ମୁମ୍ବାଇ : ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା | ବିଶ୍ୱକପରେ ଅନେକ ଖେଳାଳି ନିଜ ନିଜର ସ୍ୱତନ୍ତ୍ର ରେକର୍ଡ ଜାହିର କରିଚାଲିଛନ୍ତି । କିନ୍ତୁ ହିଟମ୍ୟାନଙ୍କ ହିଟ...
Cricketଦକ୍ଷିଣ ଆଫ୍ରିକା ୨୪୩ ରନ୍ରେ ପରାସ୍ତ କଲା ଭାରତOdisha Sports BureauNovember 6, 2023 by Odisha Sports BureauNovember 6, 2023084 ଇଡେନ୍ରେ ଟେବୁଲ୍ ଟପ୍ପରଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ପୂର୍ବାନୁମାନ ଥିଲା। ଫାଇନାଲ୍ ପୂର୍ବରୁ ଏହା ଡ୍ରେସ୍ ରିହରସାଲ୍ ସଦୃଶ ରହିବ ବୋଲି ଅନେକ କ୍ରିକେଟ୍ ବିଶାରଦ କହୁଥିଲେ। କିନ୍ତୁ ଭାରତର ବୋଲିଂ...
Cricketମଉଳିଲା ନେଦରଲାଣ୍ଡର ସେମିଫାଇନାଲ୍ ଆଶାOdisha Sports BureauNovember 4, 2023 by Odisha Sports BureauNovember 4, 2023083 ମଉଳିଲା ନେଦରଲାଣ୍ଡର ସେମିଫାଇନାଲ୍ ଆଶା ୭ ୱିକେଟ୍ରେ ହରାଇଲା । ଆଫଗାନିସ୍ତାନ ଶୁକ୍ରବାର ଇକାନା ଷ୍ଟାଡିୟମରେ ବିଶ୍ୱକପର ୩୪ ତମ ମୁକାବିଲାରେ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ । ନେଦରଲାଣ୍ଡ ଓ ଅ।ଫଗାନିସ୍ତାନ ଟସ୍ ଜିତି...
Cricketମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣOdisha Sports BureauNovember 1, 2023November 1, 2023 by Odisha Sports BureauNovember 1, 2023November 1, 2023077 ଦିଲ୍ଲୀ: ଆତଶବାଜିର ମଜା ନେଇପାରିବେ ନାହିଁ କ୍ରିକେଟ ପ୍ରେମୀ | ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ...
Cricket୮ ବର୍ଷ ପରେ ବୋଲିଂ କଲେ କୋହଲିOdisha Sports BureauOctober 20, 2023 by Odisha Sports BureauOctober 20, 2023088 ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦର୍ଶକଙ୍କୁ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ...
Cricketମୁଁ ଗାଧୋଇ ସାରି ଅଧଘଣ୍ଟା ବିଶ୍ରାମ ନେବାକୁ ଚାହୁଁଥିଲି କିନ୍ତୁ…Odisha Sports BureauOctober 10, 2023 by Odisha Sports BureauOctober 10, 2023079 ୨୦୨୩ ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେ.ଏଲ ରାହୁଲ ମ୍ୟାଚ ପରେ ଏକ ମଜାଦାର ଘଟଣା ବର୍ଣ୍ଣନା କରିଛନ୍ତି। ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଥିବା...
Cricketସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି ଆଇସିସିOdisha Sports BureauOctober 4, 2023 by Odisha Sports BureauOctober 4, 20230150 ନୂଆଦିଲ୍ଲୀ : ରାତି ପାହିଲେ ବିଶ୍ୱକପ | ବିଶ୍ୱକପ ମଜାଉଠାଇବେ କ୍ରିକେଟ୍ ପ୍ରେମୀ । ତେବେ ତା’ ପୂର୍ବରୁ ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି ଆଇସିସି । କ୍ରିକେଟ୍...
Cricketଅପହରଣ ହେଲେ କପିଲ ଦେବ!Odisha Sports BureauSeptember 27, 2023September 27, 2023 by Odisha Sports BureauSeptember 27, 2023September 27, 2023065 ନୂଆଦିଲ୍ଲୀ : ଅପହରଣ ହେଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ କପିଲ ଦେବ ପୂର୍ବତନ କ୍ରିକେଟରଙ୍କର ଏକ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କ ପାଟିରେ କପଡା ବନ୍ଧାଯାଇଥିବା ସହ...
Uncategorizedଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ପିସ୍ତଲ୍ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍ରେ ରୌପ୍ୟ ପଦକOdisha Sports BureauSeptember 27, 2023 by Odisha Sports BureauSeptember 27, 20230109 ହାଙ୍ଗ୍ଚୌ: ଚୀନ୍ର ହାଙ୍ଗ୍ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ମହିଳା ୨୫ ମିଟର ପିସ୍ତଲ ଟିମରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଏହାସହିତ ରାଇଫଲ୍ ଚାଳନାରେ ରୌପ୍ୟ ପଦକ ହାସଲ କରିଛି...