Cricketକାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ?Odisha Sports BureauJuly 6, 2023 by Odisha Sports BureauJuly 6, 2023098 ନିରାଶ କରାଉଛି ୱେଷ୍ଟଇଣ୍ଡିଜର ପ୍ରଦର୍ଶନ । କାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ? କାହିଁକି ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟ ହୋଇପାରି ନାହିଁ...
chessଜାତୀୟ ମହିଳା ଚେସ୍ରେ ୪ ଓଡ଼ିଆ ଖେଳାଳିOdisha Sports BureauJuly 6, 2023 by Odisha Sports BureauJuly 6, 20230101 ଗୁଜରାଟ : ଗୁଜରାଟରେ ଚାଲିଥିବା ଜାତୀୟ ମହିଳା ଚେସ୍ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଚମକ ଜାରି ରଖିଛନ୍ତି। ଷଷ୍ଠ ରାଉଣ୍ଡ ସୁଦ୍ଧା ୪ ଜଣ ଓଡ଼ିଆ ପଦ୍ମିନୀ ରାଉତ, ସାଇନା ସାଲୋନିକା, କିରଣ ମନୀଷା...
CricketIPL ଖେଳିବେ ପାକିସ୍ତାନୀ ଖେଳାଳି!Odisha Sports BureauJuly 5, 2023 by Odisha Sports BureauJuly 5, 20230111 ବ୍ୟୁରୋ : ନିଜ ଦେଶ ଛାଡି ଆଇପିଏଲରେ ଖେଳିବେ ପାକିସ୍ତାନୀ ଖେଳାଳି । ଭାରତରେ ଜଲୱା ଦେଖାଇବେ ଖେଳାଳି । ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆପଣ ଭାବୁଥିବେ ଯେ...
Cricketପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତOdisha Sports BureauJuly 5, 2023 by Odisha Sports BureauJuly 5, 20230111 ମେରଠ : ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମଙ୍ଗଳବାର ଘରକୁ ଫେରୁଥିବା ବେଳେ ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ପ୍ରବୀଣଙ୍କ କାରକୁ ଏକ...
Swimmingନୀଳାଦ୍ରିବିହାର ହେବ ସ୍ପୋର୍ଟସ୍ ହବ୍Odisha Sports BureauJuly 4, 2023 by Odisha Sports BureauJuly 4, 20230135 ଭୁବନେଶ୍ୱର : ରାଜଧାନୀର ନୀଳାଦ୍ରିବିହାରଠାରେ ନିର୍ମାଣ ହେବ ସନ୍ତରଣାଗାର। ଈଶାନେଶ୍ୱର ମନ୍ଦିର ସମ୍ମୁଖ ଇନ୍ଡୋର ଷ୍ଟାଡିୟମ୍ ନିକଟରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ସନ୍ତରଣାଗାରରେ ସମସ୍ତ...
Cricketଭାରତୀୟ କ୍ରିକେଟ ଦଳର ଭେଟେରାନ ଖେଳାଳି ହରଭଜନ ସିଂଙ୍କ ଜନ୍ମ ଦିନOdisha Sports BureauJuly 3, 2023 by Odisha Sports BureauJuly 3, 20230140 ବ୍ୟୁରୋ : ଆଜି ହେଉଛି ହରଭଜନ ସିଂଙ୍କ ଜନ୍ମ ଦିନ | ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି ଭାରତୀୟ କ୍ରିକେଟ ଦଳର ଭେଟେରାନ ଖେଳାଳି ହରଭଜନ ସିଂ। ବିଶ୍ୱ କ୍ରିକେଟରେ ହରଭଜନ ସିଂଙ୍କୁ...
Cricketବିଶ୍ୱକପ ପୂର୍ବରୁ ଅପଗ୍ରେଡ଼ ହେବ ୭ଟି ଷ୍ଟାଡିୟମ, ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦେବ ବିସିସିଆଇOdisha Sports BureauJune 30, 2023 by Odisha Sports BureauJune 30, 20230112 ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ରେ ଅହମଦାବାଦରେ ଖେଳାଯିବ | ଏଥିପାଇଁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି | ଯେହେତୁ ଭାରତରେ ବିଶ୍ୱକପ ଅନୁଷ୍ଠିତ ହେବ, ତେଣୁ ବିସିସିଆଇ ଷ୍ଟାଡିୟମଗୁଡିକର...
Cricketଆସେସ ସିରିଜ ବେଳେ ପିଚ୍ ଖରାପ କରିବା ପାଇଁ ପଡିଆରେ ପହଞ୍ଚିଲା ପ୍ରଦର୍ଶନକାରୀOdisha Sports BureauJune 28, 2023 by Odisha Sports BureauJune 28, 20230124 ଲର୍ଡସ : ଆସେସ ସିରିଜ ବେଳେ ଲର୍ଡସରେ ହଙ୍ଗାମା | ଜାରିରହିଛି ଆସେସ ସିରିଜର ଦ୍ୱିତୀୟ ମ୍ୟାଚର ଖେଳ | ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଜୋରଦାର ମୁକାବିଲା | ଲଣ୍ଡନର ଲର୍ଡସରେ...
Cricketଭାରତ ପଠାଇବା ପାଇଁ ସନ୍ଦେହରେ ପାକିସ୍ତାନ କ୍ରିକେଟ୍ ବୋର୍ଡOdisha Sports BureauJune 28, 2023 by Odisha Sports BureauJune 28, 20230113 ପାକିସ୍ତାନ କ୍ରିକେଟ୍ ବୋର୍ଡ ଦିନିକିଆ ବିଶ୍ଵକପ୍ ପାଇଁ ନିଜ ଦଳକୁ ଭାରତ ପଠାଇବା ନେଇ ଏବେ ବି ସନ୍ଦିହାନରେ ରହିଛି। ମାତ୍ର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ବିଶ୍ଵାସ ଯେ ବାବର ଆଜମଙ୍କ ନେତୃତ୍ଵାଧୀନ ଦଳ...
Kabbadiଏସୀୟ କବାଡ଼ିରେ ଭାରତ ବିଜୟ ଅଭିଯାନOdisha Sports BureauJune 28, 2023 by Odisha Sports BureauJune 28, 20230112 ବୁସାନ : ଆରମ୍ଭ ହୋଇଛି ଏସୀୟ କବାଡ଼ି ଚାମ୍ପିଅନ୍ସିପ୍ରେ ଭାରତ ବିଜୟ ଅଭିଯାନ | ମଙ୍ଗଳବାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଦକ୍ଷିଣ କୋରିଆକୁ ୭୬-୧୩ ରେ ହରାଇ ଥିଲା ଭାରତ | ପରେ ଦ୍ବିତୀୟ...