Cricketଆଇପିଏଲରୁ ବାଦ ପଡିଲେ ସାମ କରନOdisha Sports BureauOctober 5, 2021 by Odisha Sports BureauOctober 5, 20210170 ନୂଆଦିଲ୍ଳୀ: ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଦଳ ପାଇଁ ଲାଗିଛି ଏକ ବଡ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ସାମ କରନ ବିଶ୍ୱକପରୁ ବାଦ ପଡିଥିବା ଜଣା ପଡିଛି । କେବଳ ସେତିକି...
Cricketକିଏ ହେବ ଏଲିମିନେଟ ??Odisha Sports BureauOctober 5, 2021October 5, 2021 by Odisha Sports BureauOctober 5, 2021October 5, 20210138 ଶାରଜାହ: ଆଇପିଏଲର ୫୧ତମ ମ୍ୟାଚରେ ଆଜି ମଇଦାନରେ ଆମନା ସାମନା ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ତାନ ରୋୟଲ୍ସ । ପ୍ଲେ-ଅଫକୁ ଉନ୍ନୀତ ହେବା ପାଇଁ ଉଭୟ ଦଳ ନିକଟରେ ଖୁବ କମ ସୁଯୋଗ...
Cricketଶୀର୍ଷ ସ୍ଥାନ ପାଇଁ ଧୋନୀ-ପନ୍ତ ଲଢେଇOdisha Sports BureauOctober 4, 2021 by Odisha Sports BureauOctober 4, 20210173 ଦୁବାଇ: ଆଇପିଏଲ ୨୦୨୧ର ୫୦ତମ ଲିଗ ମ୍ୟାଚରେ ଆଜି ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ଦେଖିବାକୁ ମିଳିବ ଘମାଘୋଟ ଲଢେଇ । ଏହି ମ୍ୟାଚରେ ଚଳିତ ସିଜନର ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପର...
Cricketପୁରୁଣା ଅନ୍ଦାଜରେ ‘ଦ ବେଷ୍ଟ ଫିନିସର’Odisha Sports BureauOctober 1, 2021 by Odisha Sports BureauOctober 1, 20210374 ନୂଆଦିଲ୍ଳୀ: ପୁଣି ପୁରୁଣା ଅନ୍ଦାଜରେ ନଜର ଆସିଲେ କ୍ୟାପ୍ଟେନ କୁଲ ମାହି । ପଣି ଦୁନିଆ ଦେଖିଲା ତାଙ୍କ ବ୍ୟାଟରୁ ବାହାରିତିବା ସେହି ଶେଷ ବଲର ଛକା । ଶେଷ ବଲରେ ଛକା ମାରି...
Cricketସଙ୍କଟରେ କୋହଲୀଙ୍କ ଭବିଷ୍ୟତOdisha Sports BureauSeptember 30, 2021September 30, 2021 by Odisha Sports BureauSeptember 30, 2021September 30, 20210177 ନୂଆଦିଲ୍ଲୀ: ଭାରତର ଅଧିନାୟକ ବିରାଟ କୋହଲୀଙ୍କୁ ନେଇ ଅନେକ ଅଭିଯୋଗ ଏବେ ମୁଣ୍ଡ ଟେକିଛି । ଏହାକୁ ନେଇ ଭାରତୀୟ କ୍ରିକେଟ ଟିମରେ ଏବେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କ୍ୟାପ୍ଟେନ...
Cricketଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ICCର ଥିମ ସଙ୍ଗ; କୋହଲୀ- ପୋଲାର୍ଡଙ୍କ ଦମଦାର ଏଣ୍ଟ୍ରିOdisha Sports BureauSeptember 23, 2021 by Odisha Sports BureauSeptember 23, 20210174 ଦୁବାଇ: ଆସନ୍ତା ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଥିମ ସଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ (ICC) । ଅକ୍ଟୋବର ୧୭ ତାରିଖରୁ ଓମାନ ଏବଂ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ...
CricketIPLରେ ଆଜି ପୂର୍ବ-ପଶ୍ଚିମ ଲଢେଇOdisha Sports BureauSeptember 23, 2021 by Odisha Sports BureauSeptember 23, 20210166 ଆବୁଧାବି: ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ମ୍ୟାଚରେ ଆଜି ପୂର୍ବ ଭାରତ ଏବଂ ପଶ୍ଚିମ ଭାରତ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଆଜିର ଲିଗ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ...
Cricketଆଜିର ମ୍ୟାଚକୁ ନେଇ ବିସିସିଆଇର କଡା ନିଷ୍ପତ୍ତିOdisha Sports BureauSeptember 22, 2021 by Odisha Sports BureauSeptember 22, 20210200 ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଦଳର ଷ୍ଟାର ବୋଲର ଟି ନଟରାଜନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କ ସମେତ ଅନ୍ୟ ୬ ଜଣ ଟିମ ସଦସ୍ୟଙ୍କୁ ଆଇସୋଲେସନକୁ ପଠାଯାଇଛି । ତେବେ...
CricketIPL ସହ ଫେରିଲା କୋରୋନା; ଜଣେ ପଜିଟିଭOdisha Sports BureauSeptember 22, 2021September 22, 2021 by Odisha Sports BureauSeptember 22, 2021September 22, 20210378 ନୂଆଦିଲ୍ଲୀ: ପୁଣି ଆଇପିଏଲରେ ପଶିଲା କୋରୋନା ମହାମାରୀ । ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋରୋନାର ଭୟ ଦେଖା ଦେଇଛି । ପୂର୍ବରୁ ମେ ମାସରେ କୋରେନା ମହାମାରୀ ଯୋଗୁଁ...
Cricketଆଜି ପଞ୍ଜାବକୁ ଭେଟିବ ରାଜସ୍ଥାନOdisha Sports BureauSeptember 21, 2021 by Odisha Sports BureauSeptember 21, 20210380 ମେଲବୋର୍ଣ୍ଣ: ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ହିଁ ରୋମାଞ୍ଚକର ଚରମ ଶିଖରରେ ପହଞ୍ଚି ସାରିଛି । ପ୍ରତି ମ୍ୟାଚରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ...