Cricketଦ୍ୱିତୀୟ ମ୍ୟାଚ ପୂର୍ବରୁ କୋର୍ଟରେ ମାମଲା ରୁଜୁOdisha Sports BureauNovember 19, 2021 by Odisha Sports BureauNovember 19, 20210259 ରାଞ୍ଚି: ଆଜି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । କିନ୍ତୁ ମ୍ୟାଚକୁ ନେଇ କୋର୍ଯରେ ରୁଜୁ ହୋଇଛି ମାମଲା । ଖେଳାଳୀଙ୍କ ସୁରକ୍ଷା ଏବଂ କୋରୋନା କଟକଣାକୁ ଧ୍ୟାନରେ ରଖି ସମସ୍ତ...
Hockeyଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡOdisha Sports BureauNovember 17, 2021 by Odisha Sports BureauNovember 17, 20210333 ଭୁବନେଶ୍ୱର: ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ନେଦରଲାଣ୍ଡର ହକି ଟିମ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଗୁନିୟର ହକି ବିଶ୍ୱକପ ପାଇଁ ଟିମ ନେଦରଲାଣ୍ଡ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି...
Cricketଗାଙ୍ଗୁଲିଙ୍କୁ ନୂଆ ଦାୟିତ୍ୱOdisha Sports BureauNovember 17, 2021November 17, 2021 by Odisha Sports BureauNovember 17, 2021November 17, 20210296 ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟୋଲ ଫର କ୍ରିକେଟ ଇନ ଇଣ୍ଡିଆ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଆଉ ଏକ ନୂଆ ପଦବୀ । ଭାରତର ପୂର୍ବ ଅଧିନାୟକ ଅନିଲ କୁମ୍ବଲେଙ୍କ ସ୍ଥାନରେ ଏବେ ଆଇସିସିର...
Cricketଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇOdisha Sports BureauNovember 17, 2021 by Odisha Sports BureauNovember 17, 20210131 ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯିବ । ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ପ୍ରତିଶୋଧ...
Cricketଭାରତ ବିପକ୍ଷରେ ଖେଳିବେନି ୱିଲିୟମସନOdisha Sports BureauNovember 16, 2021 by Odisha Sports BureauNovember 16, 20210270 ଜୟପୁର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ । ନୂଆ ଏକ ଉତ୍ସାହ ନେଇ ପଡିଆକୁ ଓହ୍ଲାଇବ ରୋହିତ ସେନା । ଏହି ସିରିଜରେ ତିନୋଟି ଟି-୨୦ ଏବଂ ଦୁଇଟି ଟେଷ୍ଟ ଖେଳାଯିବ...
Cricketହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତOdisha Sports BureauNovember 16, 2021November 16, 2021 by Odisha Sports BureauNovember 16, 2021November 16, 20210135 ମୁମ୍ବାଇ: ଭାରତୀୟ କ୍ରିକେଟରଙ୍କ ଉପରେ ଭାରୀ ପଡିଛି କଷ୍ଟମ ବିଭାଗ । ଟାର୍ଗେଟରେ ଷ୍ଟାର ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏୟାରପୋର୍ଟରେ ପାଣ୍ଡ୍ୟାଙ୍କୁ ଅଟକାଇ ତନାଘନା କରିଛି କଷ୍ଟମ ଡିପାର୍ଟମେଣ୍ଟ । ତାଙ୍କୁ ନିକଟରୁ...
Cricketବିଶ୍ୱକପର ଶ୍ରେଷ୍ଠ PLAYING XIOdisha Sports BureauNovember 15, 2021 by Odisha Sports BureauNovember 15, 20210195 ନୂଆଦିଲ୍ଲୀ: ଶେଷ ହେଲା ବିଶ୍ୱକପ ସିଜନ । ବିଶ୍ୱର ମହାଯୁଦ୍ଧରେ ନ୍ୟୁଜିଲାଣ୍ଡକୁ ହରାଇ ବାଜି ମାରିଛି ଅଷ୍ଟ୍ରେଲିଆ । ଏହାପରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି)ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନ ଚୟନ କରୁଛି ।...
Hockeyଘୋଷଣା ହେଲା ମହିଳା ବିଶ୍ୱକପ ଦଳOdisha Sports BureauNovember 15, 2021 by Odisha Sports BureauNovember 15, 20210320 ଭୁବନେଶ୍ୱର: ହକି ଇଣ୍ଡିଆ ପକ୍ଷରୁ ଘୋଷଣା ହୋଇଛି ଭାରତୀୟ ଜୁନିୟର ମହିଳା ହକି ଟିମ । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଭାରତ ୧୮ ଜଣିଆ ଦଳ ଘୋଷଣା କରିଛି...
CricketIPLରେ ରଣବୀର-ଦୀପିକାଙ୍କ ଡେବ୍ୟୁOdisha Sports BureauOctober 22, 2021 by Odisha Sports BureauOctober 22, 20210242 ମୁମ୍ବାଇ: ଆସନ୍ତା ବର୍ଷ ୨୦୨୨ ଆଇପିଏଲକୁ ନେଇ ଏବେ ସରଗରମ ରହିଛି କ୍ରୀଡା ଜଗତ । ଏଥିରେ ମେଗା ଅକ୍ସନ ସହିତ ଦୁଇଟି ନୂଆ ଟିମ ଯୋଡି ହେବ ବୋଲି ଘୋଷଣା ହୋଇସାରିଛି ।...
Cricketନୂଆ ଲୁକରେ ଫେରିବ ଟିମ ଇଣ୍ଡିଆOdisha Sports BureauOctober 9, 2021 by Odisha Sports BureauOctober 9, 20210179 ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ । ସେଥିପାଇଁ ସାରା ବିଶ୍ୱରେ ଏବଂ କ୍ରିକେଟ ପ୍ରେମୀମାନଙ୍କ ମନରେ ଉତ୍ସାହର ସୀମା କହିଲେ ନସରେ । ତେବେ ଏହି...