Cricketମ୍ୟାଚର ତୃତୀୟ ଦିନରେ ଭାରତକୁ ଝଟକାOdisha Sports BureauDecember 28, 2021 by Odisha Sports BureauDecember 28, 20210284 ସେଞ୍ଚୁରିୟନ: ସେଞ୍ଚରିୟନରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚର ତୃତୀୟ ଦିନରେ ଭାରତକୁ ଲାଗିଛି ଝଟକା । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ଆହତ ହୋଇଛନ୍ତି ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମରାହ...
Cricketଅଷ୍ଟ୍ରେଲିଆ ନମ୍ବର ୱାନOdisha Sports BureauDecember 28, 2021 by Odisha Sports BureauDecember 28, 20210395 ନୂଆଦିଲ୍ଲୀ: କ୍ରିକେଟ ଅଷ୍ଟ୍ରେଲିଆକୁ ମିଳିଲା ନୂଆବର୍ଷର ଭେଟି । ଆସେସ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଫଳରେ ୫ ମ୍ୟାଚବିଶିଷ୍ଟ ସିରିଜରେ ୩-୦ରେ ଦଳ ଆଗୁଆ ରହିଛି ।...
Cricketରାହାଣେଙ୍କ ଫୋକସ ମନ୍ତ୍ରOdisha Sports BureauDecember 27, 2021 by Odisha Sports BureauDecember 27, 20210372 ନୂଆଦିଲ୍ଲୀ: ସେଞ୍ଚୁରିଅନରେ ଚାଲିଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ମ୍ୟାଚର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩ ୱିକେଟ ବିନିମୟରେ ୨୭୨ ରନ ସଂଗ୍ରହ କରିଛି । ଓପନର ତଥା ଦଳର...
Cricketମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାକୁ ଝଟକାOdisha Sports BureauDecember 21, 2021 by Odisha Sports BureauDecember 21, 20210303 ନୂଆଦିଲ୍ଲୀ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ଶକ୍ତ ଝଟକା । ଆହତ ହୋଇ ଦଳରୁ ବାଦ ପଡିଲେ ଷ୍ଟାର ବୋଲର । ଦ୍ରୁତ ବୋଲର ଏନରିକ ନୋର୍ତୋଜେ ଟେଷ୍ଟ...
Cricketଟେଷ୍ଟ ସିରିଜରେ ଦର୍ଶକଙ୍କୁ ମନାOdisha Sports BureauDecember 20, 2021 by Odisha Sports BureauDecember 20, 20210134 ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । କିନ୍ତୁ ଏହାରି ଭିତରେ ସାରା ବିଶ୍ୱକୁ ଘାରିଛି ଓମିକ୍ରନର ଭୟ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ...
Cricketଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳOdisha Sports BureauDecember 9, 2021 by Odisha Sports BureauDecember 9, 20210342 ନୂଆଦିଲ୍ଲୀ: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ସିରିଜ ପାଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରି ସାରିଥିବା ବେଳେ ଟିମ ଇଣ୍ଡିଆ ଆଜି ଦଳ...
Cricketହିଟମ୍ୟାନଙ୍କ ହାତରେ ବଡ ସଫଳତାOdisha Sports BureauDecember 9, 2021 by Odisha Sports BureauDecember 9, 20210295 ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି...
Cricketଏଜାଜଙ୍କୁ ମିଳିଲା ଖାସ ଉପହାରOdisha Sports BureauDecember 7, 2021 by Odisha Sports BureauDecember 7, 20210162 ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଭାରତର ବୃହତ ବିଜୟ ପରେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲଙ୍କୁ ମିଳିଛି ଏକ ବଡ ଉପହାର । ପ୍ରଥମ ଇନିଂସରେ ଭାରତୀୟ ଦଳର ସମସ୍ତ ୱିକେଟ ଅକ୍ତିଆର କରିଥିଲେ ଏଜାଜ...
Cricketବୃହତ ବିଜୟ ସହ No.1 ଇଣ୍ଡିଆOdisha Sports BureauDecember 6, 2021 by Odisha Sports BureauDecember 6, 20210160 ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଐତିହାସିକ ବିଜୟ ପରେ ଲମ୍ବ ଡିଅାଁ ମାରିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୩୭୨ ରନର ଏକ ବିଶାଳ ବ୍ୟବଧାନରେ ହରାଇବା ପରେ ଟେଷ୍ଟ ରାକିଂରେ ହାସଲ...
Cricketଅଶ୍ୱୀନଙ୍କ ନିଆରା ଉଦ୍ଭାବନOdisha Sports BureauDecember 6, 2021December 6, 2021 by Odisha Sports BureauDecember 6, 2021December 6, 20210462 ମୁମ୍ବାଇ: ମୁମ୍ବାଇ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚ ସହ ସିରିଜ ହାତେଇଛି ଟିମ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମ୍ୟନ ଅଫ ଦ ସିରିଜ ଭାବେ ବିବେଚିତ କରାଯାଇଛି । ଏହାପରେ ଅଶ୍ୱୀନ...