Cricketଦକ୍ଷିଣ ଆଫ୍ରିକା ଆଗରେ ୨୧୨ ଟାର୍ଗେଟOdisha Sports BureauJanuary 13, 2022January 13, 2022 by Odisha Sports BureauJanuary 13, 2022January 13, 20220174 କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଶେଷ ହୋଇଛି ଭାରତର ଦ୍ୱିତୀୟ ଇନିଂସ । ମାତ୍ର ୧୯୮ ରନରେ ଅଟକିଛି ଭାରତର ଗାଡି । ତେବେ ଏଥିରୁ ଏକା ୧୦୦ ରନର ପାଳି...
Cricketତୃତୀୟ ଟେଷ୍ଟ ପୂର୍ବରୁ ଦଳରେ ଅଦଳବଦଳOdisha Sports BureauJanuary 10, 2022 by Odisha Sports BureauJanuary 10, 20220402 ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପରାଜୟ ପରେ ସିରିଜ ୧-୧ ସ୍ଥିତିରେ ପହଞ୍ଚିଛି । ତେବେ ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ବିଜୟ ସହ ସିରିଜ କବଜା କରିବା ପାଇଁ ରଣନୀତି...
Cricketଆଇସିସି ରାକିଙ୍ଗରେ ରାହୁଲଙ୍କ ଲମ୍ବ ଡିଆଁOdisha Sports BureauJanuary 5, 2022 by Odisha Sports BureauJanuary 5, 20220177 ନୂଆଦିଲ୍ଲୀ: ସେଞ୍ଚୁରିୟନ ଟେଷ୍ଟର ଏଚ୍ଛଳ ପରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳୀ କେ.ଏଲ ରାହୁଲଙ୍କୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ପ୍ରଥମେ ରୋହିତଙ୍କ ଅନୁପସ୍ଥିତି ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ...
Cricketଦଳକୁ ଫେରିଲେ ଅଶ୍ୱୀନ: ନାହାନ୍ତି ରୋହିତ Odisha Sports BureauJanuary 1, 2022 by Odisha Sports BureauJanuary 1, 20220411 ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରାିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଏହି ସିରିଜରେ ପ୍ରଥମ କରି ଅଧିନାୟକ ପଦ ଗ୍ରହଣ କରୁଥିବା ରୋହିତ ଶର୍ମା କିନ୍ତୁ ଦଳରୁ ବାଦ...
Cricketକ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡOdisha Sports BureauDecember 10, 2021 by Odisha Sports BureauDecember 10, 20210176 ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ଶ୍ରେଷ୍ଠ ଖେଳାଳି ବିରାଟ କୋହଲୀ । ବିରାଟଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ହିଟମ୍ୟାନ ରୋହିତ ଶର୍ମା । ଏବେ...
Cricketରୋହିତଙ୍କ ପ୍ରମୋସନ ବଢାଉଛି କୋହଲୀଙ୍କ ଚିନ୍ତାOdisha Sports BureauDecember 9, 2021 by Odisha Sports BureauDecember 9, 20210290 ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ସହିତ ଦଳରେ ଦୁଇଟି ବଡ ପରିବର୍ତ୍ତନ ଆଣିଛି ବିସିସିଆଇ । ପ୍ରଥମରେ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଅଧିନାୟକ କରାଯାଇଛି । ସେହିପରି ଟେଷ୍ଟ...
Cricketଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳOdisha Sports BureauDecember 9, 2021 by Odisha Sports BureauDecember 9, 20210372 ନୂଆଦିଲ୍ଲୀ: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ସିରିଜ ପାଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରି ସାରିଥିବା ବେଳେ ଟିମ ଇଣ୍ଡିଆ ଆଜି ଦଳ...
Cricketହିଟମ୍ୟାନଙ୍କ ହାତରେ ବଡ ସଫଳତାOdisha Sports BureauDecember 9, 2021 by Odisha Sports BureauDecember 9, 20210326 ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି...
Cricketବୃହତ ବିଜୟ ସହ No.1 ଇଣ୍ଡିଆOdisha Sports BureauDecember 6, 2021 by Odisha Sports BureauDecember 6, 20210183 ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଐତିହାସିକ ବିଜୟ ପରେ ଲମ୍ବ ଡିଅାଁ ମାରିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୩୭୨ ରନର ଏକ ବିଶାଳ ବ୍ୟବଧାନରେ ହରାଇବା ପରେ ଟେଷ୍ଟ ରାକିଂରେ ହାସଲ...
Cricketଅଶ୍ୱୀନଙ୍କ ନିଆରା ଉଦ୍ଭାବନOdisha Sports BureauDecember 6, 2021December 6, 2021 by Odisha Sports BureauDecember 6, 2021December 6, 20210490 ମୁମ୍ବାଇ: ମୁମ୍ବାଇ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚ ସହ ସିରିଜ ହାତେଇଛି ଟିମ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମ୍ୟନ ଅଫ ଦ ସିରିଜ ଭାବେ ବିବେଚିତ କରାଯାଇଛି । ଏହାପରେ ଅଶ୍ୱୀନ...