Cricketଭାରତ ପାଇଁ ୨୫୭ ଟାର୍ଗେଟ ଦେଲା ବାଂଲାଦେଶOdisha Sports BureauOctober 19, 2023October 19, 2023 by Odisha Sports BureauOctober 19, 2023October 19, 20230171 ନୂଆଦିଲ୍ଲୀ : ଆଜି ପୁଣେରେ ଭାରତ- ବାଂଲାଦେଶ ଟକ୍ନର ଦେଖିବାକୁ ମିଳଛି । ଟସ ଜିତି ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ବାଂଲାଦେଶ ଅଧିନାୟକ ଆହତ ହେବା ହେତୁ ସେ ଆଜି ଖେଳି...
Cricketବାଂଲାଦେଶ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି ଟିମ ଭାରତOdisha Sports BureauOctober 18, 2023 by Odisha Sports BureauOctober 18, 20230112 ବିଶ୍ୱକପରେ ଭାରତ ତିନିଥର ବିଜୟ ହାସଲ କରିଛି । ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଯୋଗଦାନ ଟିମରେ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱକପରେ ୩ଟି ଇନଂସରେ ୧ଟି ଶତକ ଏବଂ ୧ଟି ଅର୍ଦ୍ଧଶତକ...
Cricketଦକ୍ଷିଣ ଆଫ୍ରିକାକୁ ୨୪୫ ସ୍କୋରରେ ହରାଇଲା ନେଦରଲାଣ୍ଡOdisha Sports BureauOctober 18, 2023October 18, 2023 by Odisha Sports BureauOctober 18, 2023October 18, 2023092 ଚଳିତ ବିଶ୍ବକପରେ ଗୋଟିଏ ଦିନ ବ୍ୟବଧାନରେ ପୁଣି ଏକ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ପର୍ଯ୍ୟାୟକୁ ଆସିଥିବା ୟୁରୋପୀୟ ଦଳ ନେଦରଲାଣ୍ଡ୍ସ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବର୍ଷା...
Cricketବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନOdisha Sports BureauOctober 16, 2023 by Odisha Sports BureauOctober 16, 2023097 ଚଳିତ ବିଶ୍ବକପ୍ କ୍ରିକେଟର ଏକ ବଡ଼ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ଏହି ଦଳ ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ୬୯ ରନରେ ହରାଇଦେଇଛି । ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୨୮୫ ରନ ଜବାବରେ ଇଂଲଣ୍ଡ...
Cricketକହିଲେ ବିଶ୍ୱକପ୍ ନେଇ ପାରେ ଭାରତ, ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନOdisha Sports BureauOctober 14, 2023 by Odisha Sports BureauOctober 14, 20230134 ପୂର୍ବତନ କ୍ରିକେଟର ସଚିନଙ୍କ ଭବିଷ୍ୟବାଣୀ କହିଲେ ବିଶ୍ୱକପ୍ ନେଇ ପାରେ ଭାରତ ନାହିଁ ପାକିସ୍ତାନର ନାଁ ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ ସେମିରେ ଯିବେ ଏହି ୪ଦଳ ଅକ୍ଟୋବର ୫ରୁ ଆରମ୍ଭ ହୋଇଛି ବିଶ୍ୱକପ...
Cricketଆଜି ବିଶ୍ବକପ୍ ମୁକାବିଲାରେ ଭାରତ ବନାମ ପାକିସ୍ତାନOdisha Sports BureauOctober 14, 2023 by Odisha Sports BureauOctober 14, 20230103 ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ବିଶ୍ବକପ୍ ମୁକାବିଲାରେ ପରସ୍ପରକୁ ଭେଟିବେ। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ...
Cricketଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇOdisha Sports BureauOctober 13, 2023 by Odisha Sports BureauOctober 13, 20230128 ନୂଆ ଦିଲ୍ଲୀ: ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ ।ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦି ଦଳ ଭାରତ – ପାକିସ୍ତାନ । ଏହି ମ୍ୟାଚ ପାଇଁ କ୍ରିକେଟ...
Cricketଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ଚାଲିଛି ମୁକାବିଲାOdisha Sports BureauOctober 11, 2023October 11, 2023 by Odisha Sports BureauOctober 11, 2023October 11, 20230120 ନୂଆଦିଲ୍ଲୀ: ବିଶ୍ୱକପ କ୍ରିିକେଟ୍ ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ମୁକାବିଲା ଚାଲିଛି । ଆଇସିସି କ୍ରିକେଟ ବିଶ୍ୱକପ ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଭାରତ ବିପକ୍ଷରେ ବ୍ୟାଟିଙ୍ଗ କରୁଛି । ସୂଚନା...
Cricketଶୁକ୍ରବାର ୩ଟି ଗେମ୍, ୬ଦଳ ମଧ୍ୟରେ ଳଢେଇOdisha Sports BureauSeptember 29, 2023 by Odisha Sports BureauSeptember 29, 20230136 ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ । ଆଉ ମାତ୍ର ଗୋଟିଏ ସପ୍ତାହ ଅପେକ୍ଷା । ଅକ୍ଟୋବର ୫ ତାରିଖରୁ ଦିନିକିଆ ବିଶ୍ବକପ ଖେଳାଯିବ । ହେଲେ ଏହା ପୂର୍ବରୁ ଶୁକ୍ରବାର ଠାରୁ ଓ୍ବାର୍ଲ୍ଡକପ୍...
Cricketବିଶ୍ୱକପ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ, ପ୍ୟାଟ୍ କମିନ୍ସ ଅଧିନାୟକOdisha Sports BureauSeptember 6, 2023 by Odisha Sports BureauSeptember 6, 20230163 ଭାରତ ଦିନିକିଆ ବିଶ୍ୱକପ ପାଇଁ ଟିମ ଘୋଷଣା ହେବା ପରେ ଏବେ ଅଷ୍ଟ୍ରେଲିଆ ମଧ୍ୟ ୧୫ ଜଣିଆ ଟିମ ଘୋଷଣା କରିଛି । ଏହି ୧୫ ଜଣିଆ ଟିମରେ ପ୍ୟାଟ୍ କମିନ୍ସଙ୍କୁ ଅଧିନାୟକ ଦାୟିତ୍ୱ...