More Sports

ମିଶ୍ରିତ କମ୍ପାଉଣ୍ଡରରେ ଅଭିଷେକ ବର୍ମା-ଜ୍ୟୋତି ସୁରେଖା ଜିତିଲେ ସ୍ୱର୍ଣ୍ଣ

(ଓଡିଶା ସ୍ପୋର୍ଟସ): ବ୍ୟାକଂକରେ ଚାଲିଥିବା ଏସିଆ ତିରନ୍ଦାଜି ଚମ୍ପିଆନସିପ୍ ରେ ବୁଧବାର ଦିନ ଭାରତର ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖାଙ୍କ ଯୋଡି ମିଶ୍ରିତ କମ୍ପାଉଣ୍ଡ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଖେଳର ୨୧ତମ ସଂସ୍କରଣର ଶେଷରେ ଭାରତ ଏହି ଏକମାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । ସ୍ୱର୍ଣ୍ଣ ସହିତ ଭାରତୀୟ ଦଳ ମୋଟ ୭ଟି ପଦକ ଜିତିଛନ୍ତି, ଯେଉଁଥିରେ ଦୁଈଟି ରୌପ୍ୟ ଓ ଚାରଟି କାଂଶ୍ୟ ପଦକ ରହିଛି । ୧୫୮-୧୫୧ ଅନ୍ତରରେ ଚାଇନିଜ୍ ତାଇପେର ଯୋଡିଙ୍କୁ ପରାସ୍ତ କରି ଅଭିଷେକ୍- ଜ୍ୟୋତି ଏହି କମାଲ କରିଛନ୍ତି ।

Related posts

୫୦ଜଣ କ୍ଷମତାଶାଳୀଙ୍କ ମଧ୍ୟରେ ସ୍ଥାନ ପାଇଲେ ଦୂତୀ

କବାଟ ଭାଙ୍ଗି ୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍

ଡାକର ରେଲିରେ ଆଉ ଏକ ଦୁର୍ଘଟଣା, ଫ୍ରାନ୍ସ ରେସଲରଙ୍କ ମୃତ୍ୟୁ

Odisha Sports Bureau