More Sports

ସିନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ଦୂତୀଙ୍କୁ ସ୍ୱର୍ଣ୍ଣ

(ଓଡିଶାସ୍ପୋର୍ଟସ ): ଲଖନଉରେ ଚାଲିଥିବା ୫୯ ତମ ଇଣ୍ଟରଷ୍ଟେଟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ବର୍ଣ୍ଣ ଜିତିଛନ୍ତି ଓଡ଼ିଆ ଧାବିକା ଦୁତି ଚାନ୍ଦ।୧୦୦ ମିଟର ପ୍ରତିଯୋଗିତାରେ ଦୂତି ଏହି ସଫଳତା ପାଇଥିବାବେଳେ ମାତ୍ର ୧୧.୩୮ ସେକେଣ୍ଡରେ ଦୁତି ଏହାକୁ ସଫଳ ଭାବେ ପୂରଣ କରିପାରିଥିଲେ ।

ଏହି ପ୍ରତିଯୋଗିତାରେ ତାମିଲନାଡୁର ଅର୍ଚନା ସେସେନ ୧୧.୫୦ ସେକେଣ୍ଡରେ ଦୂରତା ଅତିକ୍ରମ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାବେଳେ ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗର ହିମାଶ୍ରୀ ରାୟ ୧୧.୬୩ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରିପାରିଥିଲେ।

Related posts

ପ୍ରୋ କବାଡ୍ଡୀ ୨୦୧୯ରେ ଦିଲ୍ଲୀ-ହରୀୟାଣାର ବିଜୟ

Odisha Sports Bureau

F1 ରେସ୍: ବ୍ରିଟିଶ୍ ଗ୍ରାଣ୍ଡ୍ ପ୍ରିକ୍ସ ଟାଇଟଲ୍ ଜିତି ରେକର୍ଡ ସୃଷ୍ଟିକଲେ ଲୁଇସ୍

Odisha Sports Bureau

ଭାରୋତ୍ତଳନରେ ବିନ୍ଦ୍ୟାରାଣୀଙ୍କୁ ରୌପ୍ୟ ପଦକ

Odisha Sports Bureau