Football

୨୧ତମ ଟାଟା ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ

(ଓଡିଶା ସ୍ପୋର୍ଟ):୨୧ତମ ଟାଟା ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବ। ଭୁବନେଶ୍ୱର ୟୁନିଟ-୬ ଆଥଲେଟିକ ଆସୋସିଏସନ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ। ଉଦଘାଟନୀ ମ୍ୟାଚ ଓଡ଼ିଶା ପୁଲିସ ଓ ଫୁଲବାଣୀ ଟିମ ମଧ୍ୟରେ ଖେଳାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଏଥିରେ ରାଜ୍ୟର ୭ଟି ଟିମ ଅଂଶଗ୍ରହଣ କରିବେ। ଏହା ସହିତ ରାଜ୍ୟ ବାହାରୁ ଟାଟା ଫୁଟବଲ୍ ଏକାଡେମୀ ଅଂଶଗ୍ରହଣ କରିବ। ଚାମ୍ପିଅନ୍ ଟିମକୁ ୨୫ ହଜାର ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯିବ। ଏହାସହ ‘ମ୍ୟାନ ଅଫ ଦ ମ୍ୟାଚ’ ପାଇଁ ମଧ୍ୟ ପୁରସ୍କାର ରହିଛି।

Related posts

ଭାରତୀୟ ଫୁଟବଲ ଟିମ୍ ଆଜି ବାଙ୍ଗଲାଦେଶର ଚୁନୋତି ପାଇଁ ପ୍ରସ୍ତୁତ

Odisha Sports Bureau

ୟୁରୋପ ଲିଗ୍: ଲୁଗୋରେଟସକୁ ପରାସ୍ତ କଲା ଟୋଟେନହାମ୍

Odisha Sports Bureau

ରୋନାଲ୍ଡୋ ଖେଳିଳେ ୨୦୦ ତମ ଆନ୍ତର୍ଜାତିୟ ମ୍ୟାଚ