Hockeyହକି ଇଣ୍ଡିଆ ପକ୍ଷରୁ ବିଶ୍ବକପ୍ରେ ପୁରସ୍କାର ଘୋଷଣାOdisha Sports BureauDecember 29, 2022 by Odisha Sports BureauDecember 29, 20220174 ନୂଆଦିଲ୍ଲୀ : ହକି ବିଶ୍ବକପ୍ ପାଇଁ ହାତରେ ମାତ୍ର ଦୁଇ ସପ୍ତାହ । ଯେଉଥିପାଇଁ ଭାରତୀୟ ହକି ଟିମ୍ ଓଡିଶାରେ ପହଞ୍ଚି ସାରିଛନ୍ତି । ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ହକି ଇଣ୍ଡିଆ...
Hockeyପ୍ରଥମ ଓଡିଆ ଭାବେ ହକି ଆନ୍ଥେମ୍ ପ୍ରସ୍ତୁତ କଲେ ପ୍ରେମା ନନ୍ଦOdisha Sports BureauDecember 29, 2022 by Odisha Sports BureauDecember 29, 20220655 ଭୁବନେଶ୍ୱର : ଲଗାତାର ଦୁଇଥର ହକି ବିଶ୍ଵକପ ଅୟୋଜନ କରି ଓଡ଼ିଶା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ହକି ବିଶ୍ଵକପକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ବେଳେ ରାଜ୍ୟବାସୀ ମଧ୍ୟ...
Hockeyହକି ବିଶ୍ବକପ୍ ; ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବOdisha Sports BureauDecember 29, 2022 by Odisha Sports BureauDecember 29, 20220161 ନୂଆଦିଲ୍ଲୀ : ହକି ବିଶ୍ବକପ୍ ପାଇଁ ବାକି ରହିଲା ଆଉ କିଛି ଦିନ । ଏହାରି ଭିତରେ ଓଡ଼ିଶାରେ ପହଂଚି ସାରିଛି ଭାରତୀୟ ଦଳ । ତେବେ ବିଶ୍ବକପ୍ରେ ଭାରତୀୟ ଦଳର ଉତ୍ସାହ ବୃଦ୍ଧି...
Hockeyହକି ପୁରୁଷ ବିଶ୍ଵକପ ପାଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଉଦଯାପିତOdisha Sports BureauDecember 28, 2022 by Odisha Sports BureauDecember 28, 20220158 ହାଟଡିହି : ହକି ପୁରୁଷ ବିଶ୍ଵକପ ପାଇଁ ହାଟଡିହି ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ରେ ଖେଳ ପ୍ରତିଯୋଗିତା ଶେଷ ହୋଇଛି । ସେହି ପରିପ୍ରେକ୍ଷି ରେ ହାଟଡିହି ବ୍ଲକର ସରକାରୀ କର୍ମଚାରୀ ଓ...
Hockeyହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ:ଡିସିପିOdisha Sports BureauDecember 28, 2022 by Odisha Sports BureauDecember 28, 20220165 ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଚଳଚଞ୍ଚଳ ଏବେ ରାଜ୍ୟ । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହକି ପାଇଁ କରାଯାଉଛି ନିମନ୍ତ୍ରଣ । ଏପଟେ ସମସ୍ତ ଦଳ ବି ହକି ବିଶ୍ୱକପ୍ ପାଇଁ ଏକାଠି ଅଣ୍ଟା...
Hockeyହକି ମହାକୁମ୍ଭ : ଜାନୁଆରୀ ୧୧ରେ ବାରବାଟୀରେ ଆୟୋଜିତ ହେବ ଉଦଘାଟନୀ ଉତ୍ସବOdisha Sports BureauDecember 27, 2022 by Odisha Sports BureauDecember 27, 20220194 କଟକ : ଆଗକୁ ଆସୁଛି ହକି ମହାକୁମ୍ଭ | ଏଥି ପାଇଁ ଚଳଚଞ୍ଚଳ କଟକ ସହର । ହକି ବିଶ୍ଵକପ ପାଇଁ ବାରବାଟୀ ଷ୍ଟାଡିୟମରେ ଜାନୁଆରୀ ୧୧ରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ...
Hockeyପୁରୀ ଭ୍ରମଣ ପରେ ଶ୍ରୀମନ୍ଦିର ସାମ୍ନାରେ ଶୋଭା ପାଉଛି ହକି ବିଶ୍ୱକପ ଟ୍ରଫିOdisha Sports BureauDecember 27, 2022December 27, 2022 by Odisha Sports BureauDecember 27, 2022December 27, 20220144 ପୁରୀ : ବଡଦାଣ୍ଡରେ ପହଞ୍ଚିଲା ବିଶ୍ୱକପ ଟ୍ରଫି । ପୁରୀ ଭ୍ରମଣ ପରେ ଶ୍ରୀମନ୍ଦିର ସାମ୍ନାରେ ଶୋଭା ପାଉଛି ହକି ବିଶ୍ୱକପ ଟ୍ରଫି । କୋଣାର୍କରେ ବିଶ୍ଵକପ ହକି ଟ୍ରଫିକୁ ବିପୁଳ ସମର୍ତନ ମିଳିଛି...
Hockeyହକି ବିଶ୍ୱକପ ବାରବାଟି ବୁଲି ପ୍ରସ୍ତୁତି ସମିକ୍ଷା କରିଛନ୍ତି ଓସିଏ ସଭାପତିOdisha Sports BureauDecember 27, 2022 by Odisha Sports BureauDecember 27, 20220163 ଭୁବନେଶ୍ୱର : କଟକ ବାରବାଟି ଷ୍ଟାଡିୟମରେ ହେବ ହକି ବିଶ୍ୱକପର ଉଦଘାଟନି ଉତ୍ସବ । ଯାହାକି ଜାନୁଆରୀ ୧୧ରେ ଅନୁଷ୍ଠିତ ହେବ । ଏନେଇ ବାରବାଟି ଷ୍ଟାଡିୟମ ବୁଲି ପ୍ରସ୍ତୁତି ସମିକ୍ଷା କରିଛନ୍ତି ଓସିଏ...
Hockeyଆସନ୍ତା ବର୍ଷ ଜାନୁଆରୀ ମାସ ୧୫ ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ ୨୦୨୨Odisha Sports BureauDecember 22, 2022 by Odisha Sports BureauDecember 22, 20220163 ଭୁବନେଶ୍ୱର ; ଆସନ୍ତା ବର୍ଷ ଜାନୁଆରୀ ମାସ ୧୫ ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ ୨୦୨୨ । ଏ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ...
Hockeyହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାOdisha Sports BureauDecember 19, 2022 by Odisha Sports BureauDecember 19, 20220181 ଗଞ୍ଜାମ : ଆଗାମୀ ଦିନରେ ଗଞ୍ଜାମ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ବ୍ଲକ ଓ ଜୋନ ସ୍ତରୀୟ ସମୂହ ପ୍ରତିଯୋଗିତା ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ଗୋଷ୍ଠୀ...