Hockeyହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଆୟୋଜନ ହେବ ପ୍ରଦର୍ଶନୀ ହକି ମ୍ୟାଚ୍Odisha Sports BureauOctober 31, 2018October 31, 2018 by Odisha Sports BureauOctober 31, 2018October 31, 201801343 (ଆଦର୍ଶ ରାଉତ): ଆସନ୍ତା କାଲି ଓଡ଼ିଶା ଏକାଦଶ ଓ ନିୟୂ ସାଉ୍ଥ୍ ୱେଲସ୍ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ କଳିଙ୍ଗ ଷ୍ଟାଡ଼ିୟମ୍ରେ ଆୟୋଜନ ହେବ । ଏନେଇ ଆଜି ଏକ ସାମ୍ବାଦିକ...
Hockeyଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ, ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତାOdisha Sports BureauOctober 29, 2018 by Odisha Sports BureauOctober 29, 20180796 ଚଳିତବର୍ଷର ଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଯୁଗ୍ମବିଜେତା ଘୋଷିତ ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ରବିବାର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା...
Hockeyଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ଭାରତ ସହ ଜାପାନ ସେମିଫାଇନାଲOdisha Sports BureauOctober 27, 2018 by Odisha Sports BureauOctober 27, 20180680 (ରିପୋର୍ଟସ ଟୁଡେ): ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ପୂର୍ବ ବିଜେତା ଭାରତ ଏବଂ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଜାପାନ ମଧ୍ୟରେ ଆସନ୍ତାକାଲି ସେମିଫାଇନାଲ୍ ମୁକାବିଲା ହେବ। ରାଉଣ୍ଡ୍ ରବିନ୍...
Hockeyୟୁନିଟ-୧ ମାର୍କେଟରେ ପ୍ରଦର୍ଶିତ ହେଲା ହକି ବିଶ୍ୱକପ ଟ୍ରଫିର ୮ ଫୁଟ୍ର ପ୍ରତିକୃତିOdisha Sports BureauOctober 24, 2018 by Odisha Sports BureauOctober 24, 201801480 କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୪୧ ଦିନ ପରେ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଅଧିକ ଲୋକପ୍ରିୟତା କରିବା...
Hockeyପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସିପ୍ ଟ୍ରଫି, ଓମାନକୁ ୧୧-୦ରେ ପରାସ୍ତ କଲା ଭାରତOdisha Sports BureauOctober 24, 2018 by Odisha Sports BureauOctober 24, 201801246 ଓମାନର ରାଜଧାନୀ ମସ୍କଟରେ ଗତକାଲିଠାରୁ ଆରମ୍ଭ ହୋଇଛି ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସିପ୍ ଟ୍ରଫି। ଗତକାଲି ଭାରତ ତାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଓମାନକୁ ୧୧-୦ରେ ପରାସ୍ତ କରିଛି। ଭାରତ ପ୍ରଥମରୁ ପ୍ରଭାବଶାଳୀ ଖେଳ...
Hockeyଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫି: . ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀOdisha Sports BureauOctober 24, 2018October 24, 2018 by Odisha Sports BureauOctober 24, 2018October 24, 201801407 ସମକଟ୍ରେ ଅନୁଷ୍ଠିତ ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ଥରେ ସାମ୍ନାସାମ୍ନି ହେବେ। ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ...