Hockeyରାଉରକେଲାରେ ହକି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକOdisha Sports BureauJanuary 13, 2023 by Odisha Sports BureauJanuary 13, 20230154 ରାଉରକେଲା: ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ ଖେଳାଯିବ ଉଦଘାଟନୀ ମ୍ୟାଚ । ଏଥିପାଇଁ ଆଜି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ...
Hockeyହକି ବିଶ୍ଵକପ୍ ୨୦୨୩ ଉପଲକ୍ଷେ ଚିତ୍ରାଵଙ୍କନ ପ୍ରତିଯୋଗିତା ସହିତ ମିନି ମାରାଥନ ରେସ୍ ଅନୁଷ୍ଠିତOdisha Sports BureauJanuary 11, 2023 by Odisha Sports BureauJanuary 11, 20230188 ଖୋର୍ଦ୍ଧା (ଦିବ୍ୟକାନ୍ତ ବେହେରା) : ମଙ୍ଗଳବାଇର ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟାଳୟ ପରିସରେ ଚଳିତ ବର୍ଷ ପୁରୁଷ ହକି ବିଶ୍ଵକପ୍ ୨୦୨୩ ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି...
Hockeyହକି ବିଶ୍ୱକପର ପ୍ରତିଟି ମ୍ୟାଚ ଦେଖିବା ବ୍ୟବସ୍ଥା ପ୍ରଶାସନOdisha Sports BureauJanuary 11, 2023 by Odisha Sports BureauJanuary 11, 20230168 ପୁରୀ : ଓଡିଶା ଆୟୋଜନ କରୁଛି ୨୦୨୩ର ପୁରୁଷ ହକି ବିଶ୍ୱକପ । ଏହାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି ବିବିଧ କାର୍ୟ୍ୟକ୍ରମ। ଚଳିତ ମାସ...
HockeyFIH ଓଡିଶା ହକି ବିଶ୍ୱକପ: ଭୁବନେଶ୍ୱରରେ ପହଁଞ୍ଚିଲା ନିଉଜିଲାଣ୍ଡ ହକି ଟିମOdisha Sports BureauJanuary 6, 2023January 6, 2023 by Odisha Sports BureauJanuary 6, 2023January 6, 20230187 ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ନିଉଜିଲାଣ୍ଡ ହକି ଟିମ | FIH ଓଡିଶା ହକି ବିଶ୍ୱକପ 2023 ଭୁବନେଶ୍ୱର-ରାଉରକେଲା ପାଇଁ ନିଉଜିଲାଣ୍ଡ ହକି ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ...
Hockeyବିଶ୍ୱକପ ହକି : ଭୁବନେଶ୍ୱରରେ ଟିମ ମାଲେସିଆOdisha Sports BureauJanuary 6, 2023 by Odisha Sports BureauJanuary 6, 20230161 ଭୁବନେଶ୍ୱର : ବିଶ୍ୱକପ ହକି ପାଇଁ ଓଡ଼ିଶା ଆସୁଛନ୍ତି ବିଦେଶୀ ଦଳ | ଏଥି ସହିତ ଭୁବନେଶ୍ଵରରେ ପହଂଚିଛନ୍ତି ମାଲେସିଆ ହକି ଖେଳାଳି | ପୂର୍ବରୁ ଓଡିଶାରେ ଆୟୋଜକ ଭାରତ ସମେତ 4ଟି ଦଳ...
Hockeyଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ଟିମ ବେଲଜୀୟମOdisha Sports BureauJanuary 6, 2023 by Odisha Sports BureauJanuary 6, 20230155 ଭୁବନେଶ୍ୱର : ବିଶ୍ୱକପ ହକି ପାଇଁ ଆଜି ଓଡ଼ିଶାରେ ପହଞ୍ଚିବେ ଆଉ ୬ଟି ଦଳ। ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ୨୦୧୮ର ଚମ୍ପିୟାନ ଦଳ ବେଲଜୀୟମ । ଏଥି ସହିତ ଅର୍ଜେନ୍ତିନା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ,...
Hockeyଦ୍ଵିତୀୟ ବିଦେଶୀ ଟିମ ଭାବେ ଭୁବନେଶ୍ୱରରେ ପହଁଚିଲା ଚିଲି ହକି ଟିମOdisha Sports BureauJanuary 5, 2023 by Odisha Sports BureauJanuary 5, 20230288 ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ଚିଲି ହକି ଟିମ | ଦ୍ଵିତୀୟ ବିଦେଶୀ ଟିମ ଭାବେ ଭୁବନେଶ୍ୱରରେ ପହଁଚିଲା ଚିଲି ହକି ଟିମ | ପୂର୍ବରୁ ଭରିତୀ ଏବଂ ନେଦରଲାଣ୍ଡ ଦଳ ପହଂଚି ସାରିଥିବା...
Hockeyହକି ପୁରୁଷ ବିଶ୍ଵକପ୍: ଭୁବନେଶ୍ୱରରେ ନେଦରଲାଣ୍ଡ ଟିମ୍Odisha Sports BureauJanuary 4, 2023 by Odisha Sports BureauJanuary 4, 20230168 ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ନେଦାରଲ୍ୟାଣ୍ଡ ହକି ଟିମ | ପ୍ରଥମ ବିଦେଶୀ ଟିମ ଭାବେ ଟିମ ଭୁବନେଶ୍ୱର ରେ ପହଁଚିଲା ନେଦରଲ୍ୟାଣ୍ଡ | ୨୦୧୮ ବିଶ୍ୱକପ ସଂସ୍କରଣର ରୌପ୍ୟ ବିଜେତା ଥିଲା ନେଦରଲାଣ୍ଡ...
Hockeyପୂର୍ଣ୍ଣ ଦର୍ଶକରେ ଖେଳାଯିବ ହକି ବିଶ୍ୱକପର ସବୁ ମ୍ୟାଚ:ମୁଖ୍ୟ ଶାସନ ସଚିବOdisha Sports BureauJanuary 1, 2023 by Odisha Sports BureauJanuary 1, 20230164 ଭୁବନେଶ୍ୱର: ପୂର୍ଣ୍ଣ ଦର୍ଶକରେ ହେବ ମ୍ୟାଚ । ହକି ବିଶ୍ୱକପ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ପୂର୍ଣ୍ଣ ଦର୍ଶକରେ ଖେଳାଯିବ ହକି ବିଶ୍ୱକପର ସବୁ ମ୍ୟାଚ ।...
Hockeyଆସନ୍ତାକାଲି ହକି ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନାOdisha Sports BureauDecember 31, 2022 by Odisha Sports BureauDecember 31, 20220162 ନବରଙ୍ଗପୁର : ଆନ୍ତର୍ଜାତିକ ହକି ମହାସଂଘ ଦ୍ୱାରା ଆୟୋଜିତ ହେଉଥିବା ହକି ବିଶ୍ୱ କପ ୨୦୨୩ ର ଟ୍ରଫିକୁ ଜାନୁଆରୀ ଏକ ତାରିଖରେ ନବରଙ୍ଗପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏନେଇ...