Hockeyହକି ବିଶ୍ୱକପ ପାଇଁ ଆଜି ସେମି ଫାଇନାଲରେ ହେବ କଡା ଟକ୍କରOdisha Sports BureauJanuary 27, 2023 by Odisha Sports BureauJanuary 27, 20230163 ଭୁବନେଶ୍ୱର: ଆଜି କମ୍ପିବ କଳିଙ୍ଗ ଷ୍ଟାଡିୟମ | ହକି ବିଶ୍ୱକପ ପାଇଁ ଦଳ ଦଳ ମଧ୍ୟରେ ହେବ ସେମିଫାଇନାଲ ଟକ୍କର | ସାଢେ ୪ଟାରୁ କଳିଙ୍ଗରେ ହେବ ମୁକାବିଲା ପ୍ରଥମ ସେମିଫାଇନାଲରେ କଳିଙ୍ଗ ଷ୍ଟାଡିୟମରେ...
Hockeyଆଜିଠୁ କ୍ବାର୍ଟର ଫାଇନାଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନOdisha Sports BureauJanuary 24, 2023January 24, 2023 by Odisha Sports BureauJanuary 24, 2023January 24, 20230161 ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ କ୍ବାଟର ଫାଇନାଲ ମୁକାବିଲା। ଗତକାଲି କ୍ରସ ଓଭରେ ପରାଜିତ ହୋଇ ହକି ବିଶ୍ବକପରୁ ବିଦାୟ ନେଇଛି ଭାରତ। କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଟିମ ଇଣ୍ଡିଆ।...
Hockeyହାର୍ଦ୍ଦିକଙ୍କ ସ୍ଥାନରେ ଖେଳିବେ ରାଜକୁମାର ପାଲOdisha Sports BureauJanuary 21, 2023 by Odisha Sports BureauJanuary 21, 20230176 ନୂଆ ଦିଲ୍ଲୀ : ହକି ଟିମ୍ ରୁ ବାଦ ପଡିଲେ ହାର୍ଦ୍ଦିକ ସିଂ । ଆହତ ଜନିତ ସମସ୍ୟାକୁ ନେଇ ବାଦ ପଡିଲେ ହାର୍ଦ୍ଦିକ ସିଂ । ହାର୍ଦ୍ଦିକଙ୍କ ସ୍ଥାନରେ ଖେଳିବେ ରାଜକୁମାର ପାଲ...
Hockeyପୁରୁଷ ହକି ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟOdisha Sports BureauJanuary 20, 2023 by Odisha Sports BureauJanuary 20, 20230147 ଭୁବନେଶ୍ୱର : କଳିଙ୍ଗରେ ଭାରତର ବିଜୟ | ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ । ଏଫଆଇଏଚ ହକି ବିଶ୍ୱକପ୍-୨୦୨୩ରେ ଭାରତର ଏହା ଦ୍ୱିତୀୟ ବିଜୟ ଅଟେ । ଭାରତ ଦୁଇଟି ମ୍ୟାଚରେ ବିଜୟୀ...
Hockeyଭିକ୍ଟର ବଞ୍ଚାଇଲା ବେଲଞ୍ଜିୟମକୁ ଶେଷରେ କୋରିଆ ଜିତିଲାOdisha Sports BureauJanuary 18, 2023 by Odisha Sports BureauJanuary 18, 20230162 ଭୁବନେଶ୍ବର : ଚଳିତ ହକି ବିଶ୍ବକପ ଗ୍ରୁପ ବି, ର ଚିତ୍ର ଶେଷ ଲିଗ୍ ମ୍ୟାଚ ଲାଗି ରହିଲା । ଏହି ଗ୍ରୁପର ଦୁଇ ଶକ୍ତିଶାଳୀ ଦଳ ବେଲଜିୟମ୍ ଓ ଜର୍ମାନି ମଙ୍ଗଳବାର ରାତି...
Hockeyବିଜୟ ଲକ୍ଷ୍ୟରେ ହରମନପ୍ରୀତ ବାହିନୀOdisha Sports BureauJanuary 15, 2023 by Odisha Sports BureauJanuary 15, 20230165 ଭୁବନେଶ୍ବର : ଭାରତୀୟ ହକି ଦଳ ଚଳିତ ବିଶ୍ବକପର ପ୍ରଥମ ମ୍ୟାଚରେ ସ୍ପେନ୍କୁ ପରାସ୍ତ କରିଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନରେ ରବିବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ରବିବାର ପୁଲ୍ ‘ଡି’ର ୨ୟ ମ୍ୟାଚରେ...
Hockeyହକି ବିଶ୍ୱକପ : ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତOdisha Sports BureauJanuary 15, 2023 by Odisha Sports BureauJanuary 15, 20230152 ଭୁବନେଶ୍ୱର: ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତ | ବିଜୟରୁ ଏଫଆଇଏଚ ଓଡ଼ିଶା ହକି ପୁରୁଷ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ଘରୋଇ ଟିମ ଭାରତ ଆଜି ଇଂଲଣ୍ଡକୁ ଭେଟିବ। ବିର୍ସା ମୁଣ୍ଡା...
Hockeyଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆର ଦମଦାର ବିଜୟOdisha Sports BureauJanuary 13, 2023 by Odisha Sports BureauJanuary 13, 20230165 ଭୁବନେଶ୍ବର :ଶୁକ୍ରବାର ଅନୁଷ୍ଠିତ ହକି ବିଶ୍ବକପ୍ର ଦ୍ବିତୀୟ ମ୍ୟାଚ୍ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ମ୍ୟାଚ୍ । ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ଦଳ ମୁହଁମୁହିଁ ହୋଇଥିଲେ।...
Hockeyମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓଡିଶାର ୨ ହକି ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାରOdisha Sports BureauJanuary 13, 2023 by Odisha Sports BureauJanuary 13, 20230160 ଓଡିଶା : ଭାରତୀୟ ୨ ଜଣ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅମିତ ରୋହିଦାସ ଓ ନିଲମ...
Hockeyପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକାOdisha Sports BureauJanuary 13, 2023 by Odisha Sports BureauJanuary 13, 20230236 ଓଡିଶା : ଆରମ୍ଭ ହେଲା ହକି ବିଶ୍ୱକପ । ଚଳିତ ହକି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି । ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଏହି ମ୍ୟାଚ୍...