Hockey୧୦ ବର୍ଷ ଯାଏ ଓଡ଼ିଶା ହେବ ହକିର ପ୍ରାୟୋଜକOdisha Sports BureauApril 24, 2023 by Odisha Sports BureauApril 24, 20230161 ରାଜ୍ୟର କ୍ୟାବିନେଟେ ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ୧୫ଟସି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ସେହିପରି ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା । ୨୦୩୩ ପର୍ୟ୍ୟନ୍ତ ପ୍ରାୟୋଜକ ହେବାକୁ...
Hockeyଚେନ୍ନାଇ, ତାମିଲନାଡୁକୁ ଆଗାମୀ ହିରୋ ଏସୀୟ ଚାମ୍ପିଅନ୍ସ ଟ୍ରଫି 2023 ପାଇଁ ମନୋନିତ କଲା ହକି ଇଣ୍ଡିଆOdisha Sports BureauApril 17, 2023 by Odisha Sports BureauApril 17, 20230151 ଚେନ୍ନାଇ: ଆନ୍ତର୍ଜାତୀୟ ହକି ଇଭେଣ୍ଟକୁ ଦେଶର ବିଭିନ୍ନ ସହରକୁ ନେବା ଉଦ୍ଦେଶ୍ୟରେ ହକି ଇଣ୍ଡିଆ ଚେନ୍ନାଇ, ତାମିଲନାଡୁକୁ ଆଗାମୀ ହିରୋ ଏସୀୟ ଚାମ୍ପିଅନ୍ସ ଟ୍ରଫି ଚେନ୍ନାଇ ୨୦୨୩ ପାଇଁ ପ୍ରମୁଖ ସ୍ଥାନ ଭାବରେ ଘୋଷଣା...
Hockeyଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ରେ ଓଡ଼ିଶାକୁ କାଂସ୍ୟOdisha Sports BureauApril 12, 2023 by Odisha Sports BureauApril 12, 20230160 ଲକ୍ଷ୍ନୌ : ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ (୨୧ ବର୍ଷରୁ କମ୍)ରେ ତୃତୀୟ ସ୍ଥାନ ଦଖଲ କରି କାଂସ୍ୟ ପଦକ ଜିତିଛି। ମଙ୍ଗଳବାର...
Hockey୨୨ ଟି ନୂତନ ତାଲିମ କେନ୍ଦ୍ର ସହିତ ତୃଣମୂଳ ସ୍ତରର ହକି ବିକାଶକୁ ପ୍ରଶୟ ଦେଲା ଓଡ଼ିଶା Odisha Sports BureauApril 11, 2023 by Odisha Sports BureauApril 11, 20230159 ଭୁବନେଶ୍ୱର: ଓଡିଶାର ଯୁବ ପ୍ରତିଭାମାନେ ବର୍ତ୍ତମାନ ୨୨ ଟି ନୂତନ ହକି ତାଲିମ କେନ୍ଦ୍ର ସହିତ ସିନ୍ଥେଟିକ୍ ଟର୍ଫରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି ଜ୍ଝ ହକି ପ୍ରତି ଆଗ୍ରହ ଥିବା...
Hockeyଉତ୍ତର ପ୍ରଦେଶର ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ ସେମିଫାଇନାଲ୍ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳOdisha Sports BureauApril 10, 2023 by Odisha Sports BureauApril 10, 20230155 ଭୁବନେଶ୍ୱର:ଉତ୍ତର ପ୍ରଦେଶର ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ ସେମିଫାଇନାଲ୍ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ। ଚୂଡ଼ାନ୍ତ ପର୍ଯ୍ୟାୟରେ ଓଡ଼ିଶା ଦଳ ହାଟ୍ରିକ୍ ବିଜୟ ସହ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି। ଏହି...
Hockeyହକି ଇଣ୍ଡିଆ : 33 ଖେଳାଳିଙ୍କ ନାମ ଘୋଷଣାOdisha Sports BureauApril 8, 2023 by Odisha Sports BureauApril 8, 20230184 ନୂଆଦିଲ୍ଲୀ : ସିନିୟର ମହିଳା ଜାତୀୟ କୋଚିଂ କ୍ୟାମ୍ପ ପାଇଁ ହକି ଇଣ୍ଡିଆ ଶନିବାର ଦିନ 33 ସଦସ୍ୟ ବିଶିଷ୍ଟ କୋର ସମ୍ଭାବ୍ୟ ଗୋଷ୍ଠୀ ନାମକରଣ କରିଛି, ଯାହା ଏପ୍ରିଲ 9 ରୁ ମେ...
Hockey୧୧ ହଜାର ହକି ଷ୍ଟିକ ,୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ବାଣ୍ଟିବ ହକି ଇଣ୍ଡିଆOdisha Sports BureauApril 8, 2023 by Odisha Sports BureauApril 8, 20230161 ଭୁବନେଶ୍ୱର: ହକିର ବଢିବ ଲୋକପ୍ରିୟତା । ହକିର ବିକାଶ ପାଇଁ ହକି ଇଣ୍ଡିଆ ଭିଡିଛି ଅଣ୍ଟା । କ୍ରିକେଟ ପରି ହକିକୁ ମଧ୍ୟ ଦର୍ଶକ ଦେବେ ଗୁରୁତ୍ୱ । ଏନେଇ ୧୧ ହଜାର ହକି...
Hockeyଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ଗ୍ରାହାମ ରିଡ୍Odisha Sports BureauFebruary 1, 2023February 1, 2023 by Odisha Sports BureauFebruary 1, 2023February 1, 20230163 ନୂଆଦିଲ୍ଲୀ : ଭାରତୀୟ ପୁରୁଷଳ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଜାନୁଆରୀ ୩୦ ତଥା ସୋମବାର ଇସ୍ତଫା ଦେଇଛନ୍ତି ଗ୍ରାହାମ ରିଡ୍ । ବିଶ୍ବକପ୍ରେ ଭାରତୀୟ ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ...
Hockeyମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ଦେଲେ ଇସ୍ତଫା, ଖରାପ ପ୍ରଦର୍ଶନ ପରେ ରିଡ୍ ନେଲେ ନିଷ୍ପତ୍ତିOdisha Sports BureauJanuary 30, 2023 by Odisha Sports BureauJanuary 30, 20230171 ନୂଆଦିଲ୍ଲୀ : ଗତକାଲି ହକି ବିଶ୍ଵକପ ସମାପ୍ତି ହୋଇଛି ଆଉ ଆଜି ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ । ଓଡ଼ିଶାରେ ଖେଳାଯାଇଥିବା ବିଶ୍ବକପ୍ରେ...
Hockeyଡିଫେଣ୍ଡିଙ୍ଗ ଚାମ୍ପିଅନକୁ ହରାଇଲା ଜର୍ମାନୀ, ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲOdisha Sports BureauJanuary 30, 2023 by Odisha Sports BureauJanuary 30, 20230183 ଭୁବନେଶ୍ୱର : ତୃତୀୟ ଥର ପାଇଁ ହକି ବିଶ୍ଵକପ ଟାଇଟଲ ହାତେଇଲା ଜର୍ମାନୀ। ଡିଫେଣ୍ଡିଙ୍ଗ ଚାମ୍ପିଅନକୁ ହରାଇଲା ଜର୍ମାନୀ ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ । ଜର୍ମାନୀ ଜର୍ମାନୀରେ କମ୍ପିଲା କଳିଙ୍ଗ। ଦୀର୍ଘ...