Hockeyମଣିପୁର ହକି ଦଳର ସଂଘର୍ଷOdisha Sports BureauJune 17, 2023 by Odisha Sports BureauJune 17, 20230140 ରାଉରକେଲାରେ ଚାଲିଥିବା ୧୩ତମ କନିଷ୍ଠ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ମଣିପୁରର ଖେଳାଳି। ସେପଟେ ମଣିପୁର ହିଂସା ଭୟାନକ ରୂପ ଧାରଣ କରିବାରେ ଲାଗିଛି । ଏତିକି ନୁହେଁ, ମାସକ ପୂର୍ବେ...
Hockey୧୩ ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୩ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଓଡିଶା ହକି ଆସୋସିଏସନ୍Odisha Sports BureauJune 12, 2023June 12, 2023 by Odisha Sports BureauJune 12, 2023June 12, 20230147 ଭୁବନେଶ୍ୱର, ଜୁନ୍ ୧୧: ହକି ଆସୋସିଏସନ୍ ଅଫ୍ ଓଡିଶା ୧୩ ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୩ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଯାହା ରାଉରକେଲାର ବିର୍ସା...
Hockeyକନିଷ୍ଠ ମହିଳା ଏସିଆ କପ୍ ହକି ସେମିଫାଇନାଲ୍ରେ ପ୍ରବେଶ କରିଛି ଭାରତOdisha Sports BureauJune 9, 2023 by Odisha Sports BureauJune 9, 20230139 ଚଳିତ କନିଷ୍ଠ ମହିଳା ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛି ଭାରତ । ପୁଲ୍-ଏ’ରେ ସ୍ଥାନ ପାଇଥିବା ଭାରତ ଗୁରୁବାର ଶେଷ ଲିଗ୍ ମ୍ୟାଚ୍ରେ ଚାଇନିଜ୍ ତାଇପେକୁ ୧୧–୦ ଗୋଲ୍ରେ ହରାଇ...
Hockeyଏଫଆଇଏଚ ପ୍ରୋ ଲିଗ୍; ଦ୍ୱିତୀୟ ମ୍ୟାଚରେ ବେଲଜିୟମଠୁ ପ୍ରତିଶୋଧ ନେଲା ଭାରତOdisha Sports BureauJune 3, 2023 by Odisha Sports BureauJune 3, 20230137 ଗ୍ରେଟ୍ ବ୍ରିଟେନ୍: ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଦ୍ବିତୀୟ ମୁହାଁମୁହିଁରେ ବେଲଜିୟମ୍ କୁ ପରାସ୍ତ କରି ଭାରତ ପ୍ରତିଶୋଧ ନେବାରେ ସଫଳ ହୋଇଛି। ଭାରତ ପ୍ରଥମ ମ୍ୟାଚ୍ରେ ବେଲଜିୟମ୍ଠୁ ପରାଜିତ ହୋଇଥିଲା । ତେବେ ଏଠାରେ...
Hockeyସ୍ୱତନ୍ତ୍ର ମାନ୍ୟତା ପାଇବ ଯାଜପୁର ଜିଲ୍ଲା !Odisha Sports BureauMay 23, 2023 by Odisha Sports BureauMay 23, 20230141 ଯାଜପୁର: କ୍ରୀଡା ହବରେ ପରିଣତ ହେବ ଯାଜପୁର ଜିଲ୍ଲା । ଏନେଇ ଆରମ୍ଭ ହୋଇଛି ଉଦ୍ୟମ । ତେବେ ପ୍ରତିଟି କ୍ଷେତ୍ରରେ ଯାଜପୁର ସାଉଁଟିଛି ପ୍ରଶଂସା । ଖାଲି ଖେଳ କ୍ଷେତ୍ରରେ ନୁହେଁ ରାଜ୍ୟର...
Hockeyଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛିOdisha Sports BureauMay 19, 2023 by Odisha Sports BureauMay 19, 20230170 ଭୁବନେଶ୍ବର: ପରାଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ | ଅଷ୍ଟ୍ରେଲିଆ ଗସ୍ତରେ ଦଳ |ଗୁରୁବାର ଆଡିଲେଡ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ହାରିଯାଇଥିଲା ସବିତାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ | ୨-୪ରେ...
Hockeyଜାତୀୟ ବାଳିକା ହକି ସେମିରେ ଓଡ଼ିଶାOdisha Sports BureauMay 12, 2023May 12, 2023 by Odisha Sports BureauMay 12, 2023May 12, 20230166 ରାଉରକେଲା : ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଚାଲିଥିବା ଉପକନିଷ୍ଠ ମହିଳା ଜାତୀୟ ବାଳିକା ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଗୁରୁବାର ଚୂଡ଼ାନ୍ତ ହୋଇଛି। ଗୁରୁବାର ୪ଟି ଯାକ କ୍ବାର୍ଟର ଫାଇନାଲରେ ନିଜ ନିଜର...
Hockeyଜାତୀୟ ବାଳିକା ହକି ପ୍ରତିଯୋଗିତା : ୫ଟି ମ୍ୟାଚରେ ୬୧ଗୋଲ୍Odisha Sports BureauMay 9, 2023May 9, 2023 by Odisha Sports BureauMay 9, 2023May 9, 20230162 ରାଉରକେଲା : ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଉଥିବା ଜାତୀୟ ବାଳିକା ହକି ପ୍ରତିଯୋଗିତା ସୋମବାର ପଞ୍ଚମ ଦିନରେ ପହଞ୍ଚିଛି । ଖେଳାଯାଇଥିବା ୫ଟି ମ୍ୟାଚରେ ୬୧ଟି ଗୋଲ୍ ସ୍କୋର୍ ହୋଇଛି । ତାମିଲନାଡ଼ୁ...
Hockeyଆରମ୍ଭ ହେଲା ଜୁନିୟର ମହିଳା ଚମ୍ପିୟନସିପOdisha Sports BureauMay 5, 2023 by Odisha Sports BureauMay 5, 20230153 ରାଉରକେଲା:ରାଉରକେଲା ଅରାମ୍ଭ ଲୋ ୧୩ତମ ହକି ଇଣ୍ଡିଆ ସବ ଜୁନିୟର ମହିଳା ଚମ୍ପିୟନସିପ-୨୦୨୩ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗତ କାଲି ସନ୍ଧ୍ୟାରେ ଉଦଘାଟିତ ହୋଇଛି । ୧୩ତମ ହକି ଇଣ୍ଡିଆ ସବ୍ ଜୁନିୟର...
Hockey୧୬ ବର୍ଷ ପରେ ଚେନ୍ନାଇରେ ଖେଳାଯିବ ହକିOdisha Sports BureauApril 25, 2023 by Odisha Sports BureauApril 25, 20230138 ଚେନ୍ନାଇ: ୧୬ ବର୍ଷ ପରେ ଚେନ୍ନାଇର ରେ ଖେଳାଯିବ ହକି । ଦୀର୍ଘ ୧୬ ବର୍ଷ ଅପେକ୍ଷାର ଅନ୍ତ ପରେ ପରୁଷ ହକି ଏସିଆ ଚମ୍ପିୟାନସିପ ଅଗଷ୍ଟ ଶେଷ ସପ୍ତାହରେ ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ...