Hockeyକଂଗ୍ରେସରେ ଯୋଗ ଦେଲେ ହକି ତାରକାOdisha Sports BureauSeptember 4, 2023 by Odisha Sports BureauSeptember 4, 20230140 ବାଲିଶଙ୍କରା: କଂଗ୍ରେସରେ ଯୋଗ ଦେଲେ ହକି ତାରକା | ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗ ଦେଇଛନ୍ତି | କିଛି ଦିନ ତଳେ ବାଲିଶଙ୍କରାରେ କଂଗ୍ରେସ ପତାକା ଧରି ଦଳର...
Hockeyଜାପାନକୁ ୩୫-୧ରେ ହରାଇଲା ଭାରତOdisha Sports BureauSeptember 1, 2023 by Odisha Sports BureauSeptember 1, 20230125 ସଲାଲା: ଜାପାନକୁ ୩୫-୧ରେ ହରାଇଲା ଭାରତ | ୩୦ ମିନିଟ୍ରେ ୩୬ ଗୋଲ୍ ହାସଲ | ଗୁରୁବାର ଖେଳାଯାଇଥିବା ଦୁଇଟି ମୁକାବିଲାରେ ଭାରତ ୭-୫ ଗୋଲ୍ରେ ମାଲେସିଆକୁ ଓ ୩୫-୧ ଗୋଲ୍ରେ ଜାପାନ୍କୁ ପରାସ୍ତ...
Hockeyଆଜି ଜାତୀୟ କ୍ରୀଡା ଦିବସ ;ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନOdisha Sports BureauAugust 29, 2023 by Odisha Sports BureauAugust 29, 20230161 ଭୁବନେଶ୍ୱର; ଆଜି ଜାତୀୟ କ୍ରୀଡା ଦିବସ । ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ଅଲିମ୍ପିକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କ ରହିଛି ଅତୁଳନୀୟ ଅବଦାନ । ୧୯୨୮ରୁ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ...
Hockeyଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ମାତ ଦେଇଛି ଭାରତOdisha Sports BureauAugust 10, 2023 by Odisha Sports BureauAugust 10, 20230135 ବ୍ୟୁରୋ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ରେ ଚିରପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ ଦେଇଛି ଭାରତ । ଖେଳାଯାଇଥିବା ଶେଷ ଲିଗ ମ୍ୟାଚ ରେ ୪-୦ ଗୋଲରେ ପାକିସ୍ତାନକୁ ଚକମା ଦେଖାଇଛି ଭାରତ ।...
Hockeyଆଜି ଭାରତ-ପାକିସ୍ତାନ ମୁହାଁମୁହିଁOdisha Sports BureauAugust 9, 2023 by Odisha Sports BureauAugust 9, 20230145 ନୂଆଦିଲ୍ଲୀ: ବୁଧବାର ଏସିଆ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗ୍ରହଣ କରିବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ରାତି ପ୍ରାୟ ସାଢେ ୮ଟା ବେଳେ ଏହି ମ୍ୟାଚ୍ ଖେଳାଯିବ। ଭାରତ ଏବଂ ପାକିସ୍ଥାନ...
Hockeyକୋରିଆକୁ ହରାଇ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ସେମିରେ ଭାରତOdisha Sports BureauAugust 8, 2023 by Odisha Sports BureauAugust 8, 20230265 ଭୁବନେଶ୍ୱର: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଅପରାଜେୟ ଭାରତ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ସୋମବାର ଲିଗ୍ ମ୍ୟାଚ୍ରେ ଘରୋଇ ଦଳ ୩-୨ ଗୋଲରେ କୋରିଆକୁ ପରାସ୍ତ କରିଚି। ଫଳରେ ଭାରତ...
Hockeyଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେOdisha Sports BureauAugust 7, 2023 by Odisha Sports BureauAugust 7, 20230143 ଚେନ୍ନାଇ:ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ଗାଦିଚ୍ୟୁତ କରିଛି ଆୟୋଜକ ଭାରତ। ରବିବାର ମ୍ୟାଚ୍ରେ ଭାରତ ୫-୦ ଗୋଲ୍ରେ ମାଲେସିଆକୁ ହରାଇ ଦେଇଛି। ଫଳରେ ଭାରତ...
Hockeyଏଫଆଇଏଚ୍ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପାକିସ୍ତାନରେ ଖେଳାଯିବOdisha Sports BureauJuly 11, 2023 by Odisha Sports BureauJuly 11, 20230136 ଇସଲାମାବାଦ: ଦୀର୍ଘ ୧୯ ବର୍ଷ ପରେ ପାକିସ୍ତାନକୁ ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଫେରିବ। ଆସନ୍ତା ବର୍ଷ ଜାନୁଆରି ୧୩ରୁ ୨୪ ତାରିଖ ମଧ୍ୟରେ ଲାହୋରଠାରେ ଅଲିମ୍ପିକ୍ ଯୋଗ୍ୟତା ପର୍ୟ୍ୟାୟ ମୁକାବିଲା ଆୟୋଜନ କରିବା ପାଇଁ...
Hockeyସ୍ପାନିସ୍ ହକି ଶତବାର୍ଷିକୀ ପ୍ରତିଯୋଗିତାରେ ଭାରତୀୟ ଦଳରେ ଦୁଇ ଓଡ଼ିଆOdisha Sports BureauJuly 8, 2023 by Odisha Sports BureauJuly 8, 20230130 ଭୁବନେଶ୍ବର: ସ୍ପାନିସ୍ ହକି ଶତବାର୍ଷିକୀ ପ୍ରତିଯୋଗିତା | ଭାରତୀୟ ଦଳରେ ଅମିତ, ନୀଲମ | ସ୍ପାନିସ ହକି ସଂଘର ଶତବାର୍ଷକୀ ପ୍ରତିଯୋଗିତା ଲାଗି ଶୁକ୍ରବାର ୨୪ ଜଣିଆ ଭାରତୀୟ ହକି ଦଳ ଘୋଷିତ ହୋଇଛି।...
Hockeyହକି ଇଣ୍ଡିଆ ଲିଗର ନୂଆ ଅବତାରOdisha Sports BureauJuly 3, 2023 by Odisha Sports BureauJuly 3, 20230135 ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ ଏଥର ନୂଆ ଅବତାର ସହିତ ଫେରିବାକୁ ଯାଉଛି। ଅଳନ୍ତର୍ଜାତୀୟ ହକି ମହାସଂଘ ଏଥି ପାଇଁ ୱିଣ୍ଡୋ ନିର୍ଧାରଣ କରିନଥିଲେ ମଧ୍ୟ ହକି ଇଣ୍ଡିଆ ୨୦୨୪...