Hockeyହର୍ମନପ୍ରୀତଙ୍କ ହ୍ୟାଟ୍ରିକ୍; ଭାରତ ୫-୪ରେ ବିଜୟୀOdisha Sports BureauMay 28, 2024May 28, 2024 by Odisha Sports BureauMay 28, 2024May 28, 20240182 ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ଲାଗି ବେଲ୍ଜିୟମ୍ ଗସ୍ତରେ ଥିବା ଭାରତୀୟ ପୁରୁଷ ଦଳ ମିଶ୍ର ସଫଳତା ସହ ଅଭିଯାନ ଶେଷ କରିଛି। ଘରୋଇ ଦଳ ବିପକ୍ଷ ଦୁଇ ମ୍ୟାଚ୍ରେ ହାରିଥିବା ଭାରତ, ଆର୍ଜେଣ୍ଟିନା ବିପକ୍ଷରେ...
Hockeyଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତOdisha Sports BureauMay 10, 2024 by Odisha Sports BureauMay 10, 20240155 ବେଲ୍ଜିୟମ ଓ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ଲାଗି ଗୁରୁବାର ୨୪ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷିତ ହୋଇଛି। ହର୍ମନପ୍ରୀତ ସିଂହ ନେତୃତ୍ବରେ ଘୋଷିତ ଏହି ଦଳରେ ଓଡ଼ିଶାରୁ...
Hockeyଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ହକି ଖେଳାଳୀOdisha Sports BureauMarch 23, 2024 by Odisha Sports BureauMarch 23, 20240127 ପୁରୀ / ସଞ୍ଜୟ ମହାପାତ୍ର: ପୁରୀରେ ଭାରତୀୟ ହକି ଟିମ୍। ପୁରୀରେ ପହଞ୍ଚିବା ପରେ ଟିମ୍ ପ୍ରଥମେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏବଂ ମହାପ୍ରଭୁ ଙ୍କ ଖଣ୍ଡୁଆ ପାଟ ଦେଇ ଖେଳାଳି ମାନଙ୍କ ...
Hockeyପଦକ ବିଜେତା ଭାରତୀୟ ହକି ଦଳରେ ସାମିଲ ଓଡ଼ିଶାର ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାରOdisha Sports BureauFebruary 20, 2024February 20, 2024 by Odisha Sports BureauFebruary 20, 2024February 20, 20240125 ଭୁବନେଶ୍ଵର : ରାଜ୍ୟର ହକି ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ନଗଦ ପୁରସ୍କାର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ଓଡ଼ିଶାର କ୍ରୀଡ଼ା ଐତିହ୍ୟକୁ ପରିଚୟ ସ୍ୱରୂପ...
Football Hockeyହକି ପରେ ଫୁଟବଲକୁ ଫୋକସ : ଭୁବନେଶ୍ବରରେ ହେବ ଦେଶର ପ୍ରଥମ ଫୁଟ୍ବଲ ଟାଲେଣ୍ଟ ଏକାଡେମୀOdisha Sports BureauNovember 16, 2023 by Odisha Sports BureauNovember 16, 20230155 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଓ ବଳିଷ୍ଠ ନେତୃତ୍ୱରେ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ସୁନିଶ୍ଚିତ ହୋଇଛି । ଅନ୍ତର୍ଜାତୀୟ ହକି ଫେଡେରେସନ୍ ଓଡ଼ିଶାର...
Hockeyମହିଳା ହକି ମାନ୍ୟତାର ୬ଷ୍ଠ ସ୍ଥାନରେ ଭାରତOdisha Sports BureauNovember 8, 2023 by Odisha Sports BureauNovember 8, 20230135 ନୂଆଦିଲ୍ଲୀ: ଏସିଆନ୍ ଚମ୍ପିଆନ୍ସ ଟ୍ରଫି ଓ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ଭଲ ପ୍ରଦର୍ଶନ କରିଥିବାରୁ ମାନ୍ୟତାରେ ଉନ୍ନତି ଘଟିଛି। ଏବେ ମହିଳା ହକି ମାନ୍ୟତାର ୬ଷ୍ଠ ସ୍ଥାନ ହାସଲ କରିଛି ଭାରତ।...
Hockey Uncategorizedହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାOdisha Sports BureauOctober 12, 2023October 12, 2023 by Odisha Sports BureauOctober 12, 2023October 12, 20230203 ଭୁୂବନେଶ୍ୱର: ଏସୀୟ କ୍ରୀଡାରେ ଓଡିଆ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ନିକଟରେ ଶେଷ ହୋଇଥିବା ୧୯ତମ ଏସିଆନ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା ହକି ତାରକା...
Hockeyସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛାOdisha Sports BureauOctober 6, 2023 by Odisha Sports BureauOctober 6, 20230137 ଭୁବନେଶ୍ୱର: ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ୫ଲକ୍ଷ ଲେଖାଏଁ ଘୋଷଣା । ଭିଡିଓ କଲରେ ଖେଳାଳିଙ୍କ ସହ କଥା ହୋଇ ଶୁଭେଚ୍ଛା...
Hockeyଏସୀୟ କ୍ରୀଡ଼ାରେ ଭାରତୀୟ ହକି ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଛିOdisha Sports BureauOctober 6, 2023October 6, 2023 by Odisha Sports BureauOctober 6, 2023October 6, 20230145 ବ୍ୟୁରୋ: ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ହକି ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍ରେ ଟିମ୍ ଇଣ୍ଡିଆ ଗତ ଥରର ଚାମ୍ପିୟନ୍ ଜାପାନକୁ ୫-୧ରେ ହରାଇ...
Hockeyଏସିଆନ ଗେମ୍ସ : ହକି ଫାଇନାଲରେ ଭାରତOdisha Sports BureauOctober 4, 2023October 4, 2023 by Odisha Sports BureauOctober 4, 2023October 4, 20230141 ଏସିଆନ ଗେମ୍ସ ହକି ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ହରାଇ ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ୫-୩ ଗୋଲରେ ହରାଇ ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ସେମି ଫାଇନାଲରେ ହରାଇଲା...