HockeyParis 2024 Olympics: ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜOdisha Sports BureauAugust 9, 2024 by Odisha Sports BureauAugust 9, 20240131 ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ...
Hockeyଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣାOdisha Sports BureauAugust 9, 2024August 9, 2024 by Odisha Sports BureauAugust 9, 2024August 9, 20240274 ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ...
Hockeyହକିରେ ଜର୍ମାନୀଠୁ ହାରିଲା ଭାରତOdisha Sports BureauAugust 7, 2024 by Odisha Sports BureauAugust 7, 20240120 ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛି। ଏଥିସହିତ ୪୪ ବର୍ଷ ପରେ ଫାଇନାଲରେ ପହଞ୍ଚିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି। ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଜର୍ମାନୀ...
HockeyParis Olympics Hockey: ଆଜି ଭାରତ-ଜର୍ମାନୀ କଡା ମୁକାବିଲାOdisha Sports BureauAugust 6, 2024 by Odisha Sports BureauAugust 6, 20240115 ଅଲିମ୍ପିକ୍ସରେ ୪୪ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତିବା ଆଶାରେ ଭାରତୀୟ ହକି ଟିମ୍ । ଆଜି ସେମିଫାଇନାଲରେ ବିଶ୍ୱ ଚାମ୍ପିୟନ ଜର୍ମାନୀ ସହ ହେବ ଭାରତର କଡ଼ା ମୁକାବିଲା । ମ୍ୟାଚ୍ ପୂର୍ବରୁ...
Hockeyପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତOdisha Sports BureauAugust 4, 2024 by Odisha Sports BureauAugust 4, 20240179 ପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତ। କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ହରାଇ ସେମିକୁ ଉନ୍ନୀତ ହୋଇଛି ଟିମ ଇଣ୍ଡିଆ। ଏହି ବିଜୟ ସହ ହକିରେ ଭାରତ ପାଇଁ ପୁଣି ଏକ ପଦକ ସମ୍ଭାବନା...
Hockeyପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟOdisha Sports BureauAugust 1, 2024 by Odisha Sports BureauAugust 1, 20240133 ଆସାମ: ଆସାମର ଗୁଆହାଟୀଠାରେ ଆୟୋଜିତ ଦ୍ବିତୀୟ ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ବାଳକ ଦଳ ଫାଇନାଲ୍ରେ...
Hockeyସନ୍ନ୍ୟାସ ଘୋଷଣା କଲେ ଭାରତୀୟ ହକି ଦଳର ଅଭିଜ୍ଞ ଗୋଲକିପର ପିଆର ଶ୍ରୀଜେଶOdisha Sports BureauJuly 22, 2024 by Odisha Sports BureauJuly 22, 20240137 ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପରେ ଅନ୍ତଜାର୍ତୀୟ ହକିରୁ ଅବସର ନେବେ ଭାରତୀୟ ଟିମ୍ର ଭେଟେରାନ ଗୋଲ୍କିପର ପିଆର୍ ଶ୍ରୀଜେଶ। ସେ ଆଜି ସୋଶାଲ ମିଡିଆରେ ଏହି ଘୋଷଣା କରିଛନ୍ତି। ଜୁଲାଇ ୨୬ରୁ ଆରମ୍ଭ ହେବ ପ୍ୟାରିସ...
Hockeyକଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭOdisha Sports BureauJuly 10, 2024July 10, 2024 by Odisha Sports BureauJuly 10, 2024July 10, 20240118 ଭୁବନେଶ୍ୱର: ତୃଣମୂଳସ୍ତରର ଯୁବ ହକି ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦକ୍ଷ ଖେଳାଳିଙ୍କ ଏକ ମଜବୁତ ପାଇପ୍ ଲାଇନ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା...
Hockey Javelin Throwକିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାOdisha Sports BureauJuly 8, 2024 by Odisha Sports BureauJuly 8, 20240137 ଭୁବନେଶ୍ୱର : ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା ଶ୍ରୀ କିଶୋର ଜେନା ଏବଂ ଶ୍ରୀ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ...
Hockeyପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣାOdisha Sports BureauJune 26, 2024June 26, 2024 by Odisha Sports BureauJune 26, 2024June 26, 20240183 ନୂଆଦିଲ୍ଲୀ: ଜୁଲାଇରେ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ ଘୋଷଣା କରାଯାଇଛି । ଚଳିତଥର ଅଲମ୍ପିକ...