Wrestlingକୁସ୍ତିଯୋଦ୍ଧାଙ୍କ ମହମବତି ଶୋଭାଯାତ୍ରାOdisha Sports BureauMay 24, 2023 by Odisha Sports BureauMay 24, 20230276 ନୂଆଦିଲ୍ଲୀ: ଯୌନ ନିର୍ଯ୍ୟାତନା ମାମଲାକୁ ନେଇ କୁସ୍ତିଯୋଦ୍ଧାମାନେ ଚଲାଇଥିବା ଆନ୍ଦୋଳନକୁ ମାସେ ପୂରିଲାଣି । ପ୍ରବଳ ଖରା ସତ୍ତ୍ବେ କୁସ୍ତିଯୋଦ୍ଧାମାନଙ୍କ ଆନ୍ଦୋଳନ ଜାରି ରହିଛି । ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ...
Wrestlingଜାତୀୟ ଟିଭି ଚ୍ୟାନେଲରେ ନାର୍କୋ ଟେଷ୍ଟର ସିଧା ପ୍ରସାରଣ କରାଯାଉ: ବଜରଙ୍ଗOdisha Sports BureauMay 23, 2023 by Odisha Sports BureauMay 23, 20230145 ନୂଆଦିଲ୍ଲୀ: ବାରମ୍ବାର ନାର୍କୋ ଟେଷ୍ଟକୁ ନେଇ ଉଠୁଥିବା ଦାବି ପାଇଁ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହ। ନିଜ ପରୀକ୍ଷା...
Wrestlingସତ ସାମ୍ନାକୁ ଆଣିବାକୁ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ; ବ୍ରିଜଭୂଷଣOdisha Sports BureauMay 22, 2023 by Odisha Sports BureauMay 22, 20230154 ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫଦାରୀ ଦାବିରେ ଦୀର୍ଘ ଦିନ ଧରି କୁସ୍ତିଯୋଦ୍ଧାମାନେଆନ୍ଦୋଳନ ଚଳାଇ ଆସିଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ୍ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ମାମଲା ରୁଜୁ...
Wrestlingଦୂରଗାମୀ ଧାବକ ରୋନେକ୍ସ କିପ୍ରୁଟୋଙ୍କୁ ଡୋପିଂ ମାମଲାରେ ବାସନ୍ଦOdisha Sports BureauMay 18, 2023 by Odisha Sports BureauMay 18, 20230272 ମୋନାକୋ : କେନିଆ ଦୂରଗାମୀ ଧାବକ ରୋନେକ୍ସ କିପ୍ରୁଟୋଙ୍କୁ ଡୋପିଂ ମାମଲାରେ ବୁଧବାର ବାସନ୍ଦ କରାଯାଇଛି। ୨୦୧୯ ବିଶ୍ୱ ଚାମ୍ପିୟନଶିପର ୧୦ ହଜାର ମିଟର ବର୍ଗ ରେସ୍ରେ ସେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ।...
Wrestlingପ୍ରତିବାଦ ଶେଷ କରି ଆଇନ-ଶୃଙ୍ଖଳା ଉପରେ ବିଶ୍ୱାସ ରଖ: ଅନୁରାଗ ଠାକୁରOdisha Sports BureauMay 15, 2023 by Odisha Sports BureauMay 15, 20230163 ହାମିରପୁର (ହିମାଚଳ ପ୍ରଦେଶ) : ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ତାଙ୍କୁ ଗିରଫ କରିବା ଦାବିରେ ଦିଲ୍ଲୀର ଯନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତି...
Wrestlingକୁସ୍ତିଯୋଦ୍ଧାଙ୍କ ବିଜେପି ମହିଳା ସାଂସଦଙ୍କୁ ଚିଠିOdisha Sports BureauMay 15, 2023 by Odisha Sports BureauMay 15, 20230156 ନୂଆଦିଲ୍ଳୀ : ଯନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ୨୨ତମ ଦିବସରେ ପହଞ୍ଚିଛି । ଭାରତୀୟ କୁସ୍ତି ସଂଘର ସଭାପତି ତଥା ବିଜେପିର ୬ଥର ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ନାମରେ ଯୌନ ନିର୍ଯ୍ୟାତନା...
Wrestlingଭାରତୀୟ କୁସ୍ତି ସଂଘ ସଭାପତି ଓ ସହକାରୀ ସମ୍ପାଦକଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସOdisha Sports BureauMay 13, 2023 by Odisha Sports BureauMay 13, 20230149 ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂ ଓ ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ ବୟାନ ରେକର୍ଡ କରିଛି ଦିଲ୍ଲୀ ପୁଲିସ...
Wrestlingଯନ୍ତର ମନ୍ତରରେ କଳା ଦିବସ ପାଳିଲେ କୁସ୍ତିଯୋଦ୍ଧାOdisha Sports BureauMay 12, 2023 by Odisha Sports BureauMay 12, 20230164 ନୂଆଦିଲ୍ଲୀ : ଯନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ଗୁରୁବାର କଳାପଟି ପିନ୍ଧି ‘କଳା ଦିବସ’ ପାଳନ କରିଛନ୍ତି । ତେବେ ଦୀର୍ଘର୍ ୧୮ ଦିନ ହେବ ଏହି ଆନ୍ଦୋଳନ ଚାଲିଥିବା ବେଳେ ଗୁରୁବାର ସକାଳ...
Wrestlingଲାଏ ଡିଟେକ୍ଟର ଟେଷ୍ଟ ପାଇଁ କୁସ୍ତିଯୋଦ୍ଧାଙ୍କ ଦାବିOdisha Sports BureauMay 11, 2023 by Odisha Sports BureauMay 11, 20230143 ନୂଆଦିଲ୍ଲୀ: ଥମିବାର ନାଁ ନେଉନାହିଁ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ | ଏହାରିଭିତରେ ଏବେ ପୁଣି ଆଉ ଏକ ଦାବି ରଖିଛନ୍ତି କୁସ୍ତିଯୋଦ୍ଧା | ସେମାନଙ୍କ କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ମହାସଂଘ...
More Sports Wrestlingଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧାOdisha Sports BureauMay 10, 2023 by Odisha Sports BureauMay 10, 20230156 ନୂଆଦିଲ୍ଲୀ: ପାଇଁ ହେବାକୁ ଥିବା ଟ୍ରାଏଲ୍ସରେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧାମାନେ ଭାଗ ନେଇପାରିବେ। ଭାରତର ପ୍ରତ୍ୟେକ ଯୋଗ୍ୟ କ୍ରୀଡ଼ାବିତକୁ ଟ୍ରାଏଲ୍ସରେ ଭାଗ ନେବାକୁ ଆଡ୍-ହକ୍ ସମିତି ସଦସ୍ୟ ଭୂପୀନ୍ଦର ସିଂହ ବାଜୱା ପ୍ରସ୍ତାବ ରଖିଛନ୍ତି।...