Cricket

ବିବାହ କଲେ ଭାରତୀୟ କ୍ରିକେଟର ରାହୁଲ

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୋୟଲ୍ସର ଷ୍ଟାର ଖେଳାଳୀ ରାହୁଲ ତେୱାତିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ହାତକୁ ଦି ହାତ ହୋଇଛନ୍ତି ସ୍ପିନ ଷ୍ଟାର ରାହୁଲ । ତାଙ୍କ ବିବାହର ଫଟୋ ସୋଶଲ ମିଡିଆରେ ପୋଷ୍ଟ ହେବା ପରେ ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ରାହୁଲ ରିଦ୍ଧି ପନ୍ନୁଙ୍କୁ ନିଜ ଜୀବନସାଥୀ ଭାବେ ବାଛିଥିବା ବେଳେ ଆଇପିଏଲ ୨୦୨୧ ପୂର୍ବରୁ ଉଭୟଙ୍କର ନିର୍ବନ୍ଧ ହୋଇଥିଲା ।

Rajasthan Royals all-rounder Rahul Tewatia gets engaged
ଏହି ବିବାହ ଉତ୍ସରେ ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳୀ ସାମିଲ ହୋଇଥିଲେ । ୟୁଜଭେନ୍ଦ୍ର ଚଚହଲ, ଶିଖର ଧୱନ, ରିଷଭ ପନ୍ତ ଏବଂ ନୀତିଶ ରାଣା, ମୋହିତ ଶର୍ମାଙ୍କୁ ଏହି ଉତ୍ସରେ ଦେଖିବାକୁ ମିଳିଥିଲା ।

Rajasthan Royals all-rounder Rahul Tewatia ties knots with Ridhi Pannu

शादी के बंधन में बंधें राहुल तेवतिया। शादी में शामिल हुए ये स्टार क्रिकेर्ट्स। देखें तस्वीरें - Newstrendରାଜସ୍ଥାନ ରୟାଲ୍ସର ଷ୍ଟାର ଅଲରାଉଣ୍ଡର ରାହୁଲ ୨୦୨୦ ଆଇପିଏଲରେ ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ ପଞ୍ଜାବ ବିପକ୍ଷ ମ୍ୟାଚରେ ୫ଟି ବଲରେ ୫ଟି ଛକା ମାରି ଦଳକୁ ବଡ ବିଜୟ ଭେଟି ଦେଇଥିଲେ । ସେତେବେଳେ ରାହୁଲଙ୍କ ଏଭଳି ବିସ୍ଫୋରକ ଇନିଂସକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା । ଏପରିକି ଏହି ଇନିଂସ ହିଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆରେ ସୁଯୋଗ ଦେଇଥିଲା । ତେବେ ଇଂଲଣ୍ଡ ବିପକ୍ଷ କୌଣସି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ ରାହୁଲ ।

Related posts

ନିଲାମ ପରେ ପ୍ରତିକ୍ରିୟା ଦେଲେ ସିଏସକେ ସିଇଓ ; ଧୋନି ଯାହା ମାଗିଲେ, ଆମେ ତାଙ୍କୁ କିଣିଛୁ

Odisha Sports Bureau

ବର୍ଷା ବିଗାଡି ଦେଲା ଭାରତ ଓ ଆୟର୍ଲାଣ୍ଡ ମାଧ୍ୟରେ ଥିବା ତୃତୀୟ T- ୨୦ ମ୍ୟାଚ

Odisha Sports Bureau

ଆଇପିଏଲ ୨୦୨୩ ନିଲାମୀ: ୨ କୋଟିର ବେସ ପ୍ରାଇସରେ ଭାରତୀୟ ଖେଳାଳି ନାହାନ୍ତି

Odisha Sports Bureau