Cricketବିରାଟିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲOdisha Sports BureauApril 22, 2023April 22, 2023 by Odisha Sports BureauApril 22, 2023April 22, 20230122 ବିରାଟ କହୋଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ପୁମା କ୍ରିକେଟ ତାର ଟୁଇଟର ହ୍ୟାଣ୍ଡେଲ ରେ ଛାଡିଛି । ଏକ ଗେମ ଖେଳୁଛନ୍ତି ଯେଉଁଠରେ ଦେଖିବାକୁ ମିଳୁଛି...
Cricketଆଜି ୪ଟି ଦଳ ମଧ୍ୟରେ କଡା ଟକ୍କର, ଲକ୍ଷ୍ନୌକୁ ଗୁଜୁରାଟ ମୁହାଁ ମୁହିଁ ହେଉଥିବା ବେଳେ ମୁମ୍ବାଇକୁ ପଞ୍ଜାବ ମଧ୍ୟରେ ହେବ ଟକ୍କରOdisha Sports BureauApril 22, 2023 by Odisha Sports BureauApril 22, 2023098 ଚଳିତ ଆଇପିଏଲରେ ଆଜି ଚାରେଦି ଦଳ ମଧ୍ୟରେ ଯୋର ଦାର ଲଢେଇ । ଅପରାହ୍ନରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଗୁଜୁରାଟ ଟାଇଟନ୍ସ ମୁହାଁ ମୁହିଁ ହେଉଥିବା ବେଳେ ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ...
Cricketସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିOdisha Sports BureauApril 21, 2023April 21, 2023 by Odisha Sports BureauApril 21, 2023April 21, 20230116 ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ଚେନ୍ନାଇ ସୁପରକିଙ୍ଗସରେ ଏକ ଇଭେଣ୍ଟରେ ଏମଏସ ଧୋନିର ଏକ ଫୋଟ ସ୍କ୍ରିନରେ ଦେଖିବାକୁ ମିଳିଥିଲା...
Cricketଆଇପିଏଲରେ ଆପଲ୍ ସିଇଓOdisha Sports BureauApril 21, 2023 by Odisha Sports BureauApril 21, 20230129 ନୁଆଦିଲ୍ଲୀ: ଚଳିତ ଆଇପିଏଲରେ ଆପଲ ସିଇଓ ଟିମ୍ କୁକ୍ ଖେଳ ଦେଖିବାର ନଜର ଆସିଛନ୍ତି । ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପଟେନ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚାଲିଥିବ ମ୍ୟାଚ ସମୟରେ...
Cricketପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରOdisha Sports BureauApril 20, 2023April 20, 2023 by Odisha Sports BureauApril 20, 2023April 20, 2023093 ମୋହାଲି : ଆଇପିଏଲ ୨୦୨୩ର ୨୭ତମ ମ୍ୟାଚ ପଞ୍ଜାବର ମୋହାଲିଠାରେ ଖେଳାଯାଉଥିବା ବେଳେ ପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ପଞ୍ଜାବ...
Cricketରାଜସ୍ଥାନକୁ ହରାଇଲା ସୁପର ଜାଏଣ୍ଟOdisha Sports BureauApril 20, 2023 by Odisha Sports BureauApril 20, 20230121 ଚଳିତ ଆଇପିଏଲରେ ଗତ କାଲି ୨୬ ତମ ମ୍ୟାଚ ରାଜସ୍ଥାନ ଓ ଲକ୍ଷେ୍ନ ମଧ୍ୟରେ ହୋଇଥିଲା । ସୁପର ଜାଏଣ୍ଟ ରାଜସ୍ଥାନକୁ ୧୦ ରନରେ ହରାଇଛି । ରାଜସ୍ଥାନକୁ ହରାଇବା ପରେ ଲକ୍ଷେ୍ନ ର...
Cricketଆଜି ମୋହାଲିରେ ମୁହାଁମୁହିଁ ହେବେ ପଞ୍ଜାବ- ବାଙ୍ଗାଲୋରOdisha Sports BureauApril 20, 2023 by Odisha Sports BureauApril 20, 20230117 ଚଳିତ ଆଇପିଏଲ୍ର ୨୭ତମ ମ୍ୟାଚ ପଞ୍ଜାବ କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) କୁ ଭେଟିବ। ମ୍ୟାଚ ପୂର୍ବରୁ ଚିନ୍ତାରେ ଘରୋଇଦଳ । ଦଳର ଅଧିନାୟକ ଶିଖର ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ...
Cricketବିରେନ୍ଦ୍ର ସେହୱାଗଙ୍କ ବିବାଦୀୟ ମନ୍ତବ୍ୟOdisha Sports BureauApril 19, 2023 by Odisha Sports BureauApril 19, 20230107 ନୂଆଦିଲ୍ଲୀ:ପୂର୍ବତନ କ୍ରିକୋଟର ବିରେନ୍ଦ୍ର ସେହୱାଗଙ୍କ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଆଜି ଅନୁଷ୍ଠିତ ହେଉଥିବା ରାଜସ୍ଥାନ ରୋୟାଲ ଓ ସୁପର ଜିଆଣ୍ଟମଧ୍ୟରେ ମ୍ୟାଚକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହି ମନ୍ତବ୍ୟରେ ଦେଇ...
Cricketରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୪ ରନ କରିଛିOdisha Sports BureauApril 15, 2023 by Odisha Sports BureauApril 15, 20230107 ବେଙ୍ଗାଲୁରୁ: ଆଇପିଏଲ ୨୦୨୩ର ୨୦ତମ ମ୍ୟାଚ ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ବେଳେ ମୁହାଁ ମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ...
Cricketଆଇପିଏଲ: ଆଜି ଦିଲ୍ଲୀ-ବାଙ୍ଗାଲୋର ଓ ପଞ୍ଜାବ-ଲକ୍ଷ୍ନୌ ମଧ୍ୟରେ ହେବ କଡା ଟକ୍କରOdisha Sports BureauApril 15, 2023 by Odisha Sports BureauApril 15, 20230119 ଲକ୍ଷ୍ନୌ: ଦୁଇ ସପ୍ତାହ ହୋଇଗଲାଣି ଆଇପିଏଲ୍ ଆରମ୍ଭ ହେବାର, କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଏବେ ସୁଧା ଗୋଟେବି ମ୍ୟାଚ ହାତେଇ ପାରିନାହିଁ । । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଶେଷ ବଲ୍ ମ୍ୟାଚ୍ରେ...