Cricketଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତିOdisha Sports BureauSeptember 15, 2021 by Odisha Sports BureauSeptember 15, 20210349 ଦୁବାଇ: ଆଇପିଏଲକୁ ନେଇ ଆସିଲା ଖୁସି ଖବର । ଆସନ୍ତା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଦର୍ଶକଙ୍କୁ ମିଳିବ ଅନୁମତି । ଏଣିକି ଷ୍ଟାଡିୟମରେ ବସି ଦର୍ଶକ ଉପଭୋଗ କରିପାରିବେ ପିଶ୍ୱର ସବୁଠୁ ବଡ...
Cricketଆଇପିଏଲ ପୂର୍ବରୁ କୋହଲୀଙ୍କୁ ଗିଫ୍ଟOdisha Sports BureauSeptember 15, 2021September 15, 2021 by Odisha Sports BureauSeptember 15, 2021September 15, 20210118 ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ମିଳିଛି ସଫଳତା । ଆଇସିସି ରାଙ୍କିଙ୍ଗରେ କେହଲୀ ଏହି ସଫଳତା ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ଗୋଟିଏ...
Cricketବିଦାୟ ନେଲେ ମାଲିଙ୍ଗାOdisha Sports BureauSeptember 14, 2021September 14, 2021 by Odisha Sports BureauSeptember 14, 2021September 14, 20210121 ନୂଆଦିଲ୍ଲୀ: ଗୋଟିଏ ଯୁଗର ଘଟିଲା ଅବସାନ । କ୍ରିକେଟ ଜଗତରୁ ବିଦାୟ ନେଲେ ଶ୍ରୀଲଙ୍କାର ଆଉ ଜଣେ ଷ୍ଟାର ବୋଲର । ବିଶ୍ୱ କ୍ରିକେଟରେ ୟର୍କର କିଙ୍ଗ ଭାବେ ପରିଚିତ ଲାସିଥ ମାଲିଙ୍ଗା କ୍ରିକେଟକୁ...
Cricketସତ୍ୟତା ଉପରୁ ପରଦା ଉଠାଇଲେ ଦାଦାOdisha Sports BureauSeptember 14, 2021 by Odisha Sports BureauSeptember 14, 20210168 ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ବିସିସିଆଇ ତରଫରୁ ଜାରି ହୋଇଥିବା ସ୍କ୍ୱାର୍ଡ ଏବେ କ୍ରୀଡା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ସିଲେକ୍ସନ ପରେ ତିନୋଟି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି ।...
Uncategorizedପଡିଆରେ ମାହିଙ୍କ ପୁରୁଣା ଅନ୍ଦାଜOdisha Sports BureauSeptember 13, 2021September 13, 2021 by Odisha Sports BureauSeptember 13, 2021September 13, 20210136 ନୂଆଦିଲ୍ଲୀ: ମାହି ଇଜ ବ୍ୟାକ । ପୁଣିଥରେ ବ୍ୟାଟରୁ ଦେଖାଯାଉଛି ଲମ୍ବା ଲମ୍ବା ଛକ୍କା । ସାରା ବିଶ୍ୱରେ ନିଜର ଲମ୍ବା ଲମ୍ବା ଛକ୍କା ଏବଂ ଫିନିସିଂ ଅନ୍ଦାଜରେ ପ୍ରସିଦ୍ଧିଲାଭ କରିଥିବା ଷ୍ଟାର ଖେଳାଳୀ...
Cricketଫଟାଫଟ କ୍ରିକେଟରେ ଯୋଗ ଦେଲେ ମାଷ୍ଟର ବ୍ଲାଷ୍ଟରOdisha Sports BureauSeptember 13, 2021 by Odisha Sports BureauSeptember 13, 20210342 ନୂଆଦିଲ୍ଲୀ: କ୍ରିକେଟର ଫଟାଫଟ ସିଜନ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି । ପୁଣି ଥରେ ଦେଖିବାକୁ ମିଳିବ ଛକା ଚୌକାର ବର୍ଷା । ଏହାରି ମଧ୍ୟରେ ଆଇପିଏଲର ସବୁଠୁ...
Cricketଆଇପିଏଲ ପାଇଁ ଘେଷଣା ହେଲା କମେଣ୍ଟ୍ରି ଟିମOdisha Sports BureauSeptember 13, 2021 by Odisha Sports BureauSeptember 13, 20210365 ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାକୁ ନେଇ ଜୋରଦାର ଚର୍ଚ୍ଚା ଧରିଥିବା ବେଳେ ଖେଳାଳୀ ଏବଂ କ୍ରିକେଟପ୍ରେମୀଙ୍କ ମନରେ ଦେଖା ଦେଇଛି ଅନେକ ଉତ୍ସାହ...
Cricketଧୋନୀଙ୍କ ସିଲେକ୍ସନକୁ ନେଇ ପ୍ରଶ୍ନ କଲେ ଜାଡେଜାOdisha Sports BureauSeptember 13, 2021 by Odisha Sports BureauSeptember 13, 20210143 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟରତଥା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦର ମେଣ୍ଟର ଭାବେ ନିୟୋଜିତ କରାଯାଇଛି । ତେବେ...
Cricketଆଇପିଏଲର ଦୁଇ ଦଳକୁ ଝଟକାOdisha Sports BureauSeptember 11, 2021 by Odisha Sports BureauSeptember 11, 20210325 ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଦୁଇଟି ଟିମକୁ ଲାଗିଲା ବଡ ଝଟକା । ଦୁଇ ଦଳର ଷ୍ଟାର ଖେଳାଳୀ ଆଇପିଏଲରୁ ଓହରିଥିବା ଖବର ସାମନାକୁ ଆସିଛି । ଏମାନଙ୍କ ଅନୁପସ୍ଥିତି ଫ୍ରାଞ୍ଚାଇଜି...
Cricketକ୍ରିକେଟ ବୋର୍ଡ ଉପରେ ବର୍ଷିଲେ ପୂର୍ବତନ ଖେଳାଳୀOdisha Sports BureauSeptember 11, 2021 by Odisha Sports BureauSeptember 11, 20210372 ନୂଆଦିଲ୍ଲୀ: ପଞ୍ଚମ ମ୍ୟାଚ ବାତିଲ ହେବା ପରେ ଏହାକୁ ନେଇ ବିବାଦ ଥମିବାର ନାଁ ଧରୁନି । ପ୍ରତି ମୂହୁର୍ତ୍ତରେ ଏହି ମ୍ୟାଚ ସହିତ ଜଡିତ କିଛି ରୋମାଞ୍ଚକର ତଥ୍ୟ ସାମନାକୁ ଆସୁଛି ।...