Cricketମ୍ୟାଚ ରଦ୍ଦ ପରେ ରାଗିଗଲେ ସିଇଓOdisha Sports BureauSeptember 11, 2021 by Odisha Sports BureauSeptember 11, 20210127 ମାଞ୍ଚେଷ୍ଟର: ଭାରତ-ଇଂଲଣ୍ଡ ବିପକ୍ଷ ପୟ୍ଚମ ତଥା ଅନ୍ତିମ ଟେଷ୍ଟ ବନ୍ଦ ହେବା ପରେ କ୍ରିକେଟ ଜଗତରେ ଝଡ଼ ସୃଷ୍ଟ ହୋଇଛି । ଏହି ମ୍ୟାଚ ରଦ୍ଦ ହେବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ...
Cricketଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଜାରିOdisha Sports BureauSeptember 10, 2021 by Odisha Sports BureauSeptember 10, 20210339 ଜୋହାନ୍ସବର୍ଗ: ଆଗକୁ ଆସୁଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାପରେ ଖେଳାଯିବ ବହୁ ପ୍ରତିକ୍ଷିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ । ତେବେ ବିସିସିଆଇ ଭାରତୀୟ ଦଳର ବିଶ୍ୱକପର ପରବର୍ତ୍ତୀ ସିରିଜ ପାଇଁ ସୂଚୀ ଜାରି...
Cricketବାତିଲ ହେବ ମାଞ୍ଚେଷ୍ଟର ଟେଷ୍ଟOdisha Sports BureauSeptember 10, 2021 by Odisha Sports BureauSeptember 10, 20210160 ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ଶେଷ ମ୍ୟାଚରେ ବିଜୟ ହାସଲ କରି ଇତିହାସ ରଚିବା ପାଇଁ ଯୋଜନା...
Cricketଓପନିଙ୍ଗ କରିବାକୁ କୋହଲୀଙ୍କୁ ମନାOdisha Sports BureauSeptember 9, 2021 by Odisha Sports BureauSeptember 9, 20210381 ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ଭାରତୀୟଙ୍କ ମନରେ ଉତ୍ସାହ ଆହୁରି ବଢିବାରେ ଲାଗିଛି । ତେବେ ଗତକାଲି ଭାରତୀୟ ୧୫ ଜଣିଆ ସ୍କ୍ୱାର୍ଡ ଘୋଷଣା ହେବା...
Cricketକମବ୍ୟାକ ପରେ ଅଶ୍ୱିନଙ୍କ ଟ୍ୱିଟ ଭାଇରାଲOdisha Sports BureauSeptember 9, 2021 by Odisha Sports BureauSeptember 9, 20210122 ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ ପାଇଁ ଘୋଷିତ ହୋଇଛି ଭାରତୀୟ ଟି-ଟ୍ୱେଣ୍ଟି ଦଳ । ବିସିସିଆଇର ସମ୍ପାଦକ ଜୟ ଶାହା ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକରେ ଏହି ଟିମ ଗଠନ କରାଯାଇଛି ।...
Cricketବିଶ୍ୱକପକୁ ଫେରିଲେ ମାହିOdisha Sports BureauSeptember 9, 2021 by Odisha Sports BureauSeptember 9, 20210122 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବିଶ୍ୱକପ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଟିମ । ଏହି ସ୍କ୍ୱାର୍ଡରେ ଶିଖର ଧୱନ, ୟୁଜଭେନ୍ଦ୍ର ଚହଲ ଏବଂ କୁଳଦୀପଙ୍କ ଭଳି ଖେଳାଳୀଙ୍କୁ ସ୍ଥାନ ମିଳିନଥିବା...
Cricketଆଜି ଘୋଷଣା ହେବ ଭାରତୀୟ ଟିମOdisha Sports BureauSeptember 8, 2021 by Odisha Sports BureauSeptember 8, 20210118 ମୁମ୍ବାଇ: ଶେଷ ହୋଇଛି ଅପେକ୍ଷା । ଆଉ ମାତ୍ର କେଇଟା ଘଣ୍ଟା ପରେ ବିସିସିଆଇ ତରଫରୁ ଘୋଷଣା ହେବ ଭାରତୀୟ ବିଶ୍ୱକପ ଟିମର ଫାଇନାଲ ଲିଷ୍ଟ । ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଆଜି...
Cricketଶିଖର-ଆୟେଶାଙ୍କ ବିବାହ ଉଚ୍ଛେଦOdisha Sports BureauSeptember 8, 2021 by Odisha Sports BureauSeptember 8, 20210141 ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଓପନର ତଥା ବାମ ହାତୀ ବ୍ୟାଟ୍ସମ୍ୟାନ ଶିଖର ଧୱନ ଏବଂ ତାଙ୍କ ପତ୍ନୀ ଆୟେଶାଭ୍କ ମଧ୍ୟରେ ଘଟିଛି ବିବାହ ବିଚ୍ଛେଦ । ଏ ଘଟଣା ସମ୍ପର୍କରେ ଆୟେଶା ନିଜ...
Cricketପୁଣି ନମ୍ବର ୱାନ ଇଣ୍ଡିଆOdisha Sports BureauSeptember 7, 2021 by Odisha Sports BureauSeptember 7, 20210119 ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ଚମ୍ପିୟାନସିପର ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଲା ଭାରତ । ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟ ଜିତିବା ପରେ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନକୁ ଫେରିଛି ଭାରତୀୟ ଦଳ ।...
Cricketଓଭାଲରେ ବିରାଟ ରେକର୍ଡOdisha Sports BureauSeptember 3, 2021September 3, 2021 by Odisha Sports BureauSeptember 3, 2021September 3, 20210122 ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ପ୍ରଥମ ଇନିଂସରେ ଭାରତର ଦୁଇ ଜଣ ଖେଳାଳୀ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ଶାର୍ଦ୍ଦୁଳ ଠାକୁର ବିଶ୍ୱ ରେକର୍ଡରେ ସ୍ଥାନ...