Cricket୨୦୨୧-୨୨ରେ ବିସିସିଆଇ ଦେଇଛି ୧୧୫୯ କୋଟିର ଟ୍ୟାକ୍ସOdisha Sports BureauAugust 10, 2023 by Odisha Sports BureauAugust 10, 20230124 ନୂଆଦିଲ୍ଲୀ: ବିସିସିଆଇ ଦୁନିଆର ସବୁଠୁ ଧନୀ କ୍ରିକେଟ ବୋର୍ଡ ଏଥିରେ କାହାରି ସନ୍ଦେହ ନାହିଁ । ଅ।ଇସିସିର ବାର୍ଷିକ ରାଜସ୍ୱରେ ସବୁଠୁ ବଡ଼ ଯୋଗଦାନ ବିସିସିଅ।ଇ କରିଥାଏ ଚଳିତ ବର୍ଷର ଘୋଷଣା ଅନୁସାରେ, ବିସିସିଅ।ଇ...
Cricketଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇOdisha Sports BureauAugust 7, 2023 by Odisha Sports BureauAugust 7, 20230131 ଭାରତୀୟ କ୍ରିକେଟ ବୋର୍ଡ ଡିଜିଟାଲ ରାଇଟ୍ସକୁ ଅଲଗା ଅଲଗା ବିକ୍ରି କରିବାର ଯୋଜନା ରହିଛି । ୨୦୨୮ ପର୍ଯ୍ୟନ୍ତ ୫ ବର୍ଷରେ ଟିମ ଇଣ୍ଡିଆର ଘରୋଇ ମ୍ୟାଚ ପାଇଁ ଏହି ଯୋଜନା କରିଛି ।...
Cricketଦିିନିକିଆ ସିରିଜରେ ମୁହାଁ ମୁହିଁ ହେବେ ଭାରତ – ୱେଷ୍ଟଇଣ୍ଡିଜOdisha Sports BureauJuly 27, 2023 by Odisha Sports BureauJuly 27, 20230112 ମୁମ୍ବାଇ: ସରିଛି ଟେଷ୍ଟ ସିରିଜ । ଏବେ ଆରମ୍ଭ ହେବ ଦିନିକିଆ ସିରିଜ । ଆଜି ସଂନ୍ଧ୍ୟା ୭ଟାରେ ମୁହାଁ ମୁହିଁ ହେବେ ଭାରତ- ୱେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିଜର ବାରବୋଡୋସରେ ଖେଳାଯିବ ପ୍ରଥମ ମୁକାବିଲା...
Cricketଆଇସିସିର ନୂଆ ବିତ୍ତୀୟ ମଡେଲ: ବିସିସିଆଇର ବାର୍ଷିକ ଆୟ ହେବ ୨୩୦ ମିଲିଅନ୍ ଡଲାରOdisha Sports BureauJuly 15, 2023 by Odisha Sports BureauJuly 15, 20230134 ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦଠାରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ମିଳିବାକୁ ଥିବା ରାଜସ୍ବରେ ୭୨ ପ୍ରତିଶତ ବୃଦ୍ଧି ହୋଇଛି। ଆଇସିସିର ନୂଆ ବିତ୍ତୀୟ ମଡେଲ୍ ଅନୁସାରେ ବର୍ଷ ୨୦୨୪ ରୁ ୨୦୨୭ ମଧ୍ୟରେ...
Cricketବିସିସିଆଇର ଅଜବ ନିଷ୍ପତ୍ତି: ନୂଆ ଜର୍ସିରେ ଲେଖା ହୋଇନି ‘ଇଣ୍ଡିଆ’Odisha Sports BureauJuly 13, 2023July 13, 2023 by Odisha Sports BureauJuly 13, 2023July 13, 20230102 ଡୋମିନିକା: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ବୁଧବାରଠାରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ କରିଛି। କିନ୍ତୁ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଏକ ବଡ଼ ବିବାଦର ସୂତ୍ରପାତ ହୋଇଛି। ବିଶ୍ବର ଅନ୍ୟତମ ଧନୀ କ୍ରୀଡ଼ାସଂସ୍ଥା ହେବା...
Cricketଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ଭାରତୀୟ କ୍ରିକେଟ୍ ଦଳ: ବିସିସିଆଇOdisha Sports BureauJuly 8, 2023July 8, 2023 by Odisha Sports BureauJuly 8, 2023July 8, 20230127 ମୁମ୍ବାଇ: ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ଅଂଶଗ୍ରହଣକୁ ବିସିସିଆଇ ଆପେକ୍ସ କାଉନସିଲରେ ଅନୁମୋଦନ ମିଳିଛି। ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହେଉଥିବା ଏହି ଏସୀୟ ମହାକୁମ୍ଭରେ ବିସିସିଆଇର ଦ୍ବିତୀୟ...
Cricketୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜରେ ସ୍ଥାନପାଇଲେନି ରିଙ୍କୁ ସିଂOdisha Sports BureauJuly 6, 2023July 6, 2023 by Odisha Sports BureauJuly 6, 2023July 6, 20230116 ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟ, ରୋହିତ, ସାମିଙ୍କ ଭଳି ବରିଷ୍ଠ ଖେଳାଳି ମାନେ ଏହି ଟି୨୦ରୁ ବାଦ ପଡିଛନ୍ତି । ତେବେ ଏହି ଟିମରେ ରିଙ୍କୁ...
Cricketଟିମ୍ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରOdisha Sports BureauJuly 5, 2023 by Odisha Sports BureauJuly 5, 20230142 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନ କର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ ମଙ୍ଗଳବାର ରାତିରେ...
Cricketବିଶ୍ୱକପ୍ ୨୦୨୩: ଆୟୋଜକ ଷ୍ଟେଟ୍ ଆସୋସିଏସନକୁ ଚିଠି କଲା ବିସିସିଆଇOdisha Sports BureauJuly 3, 2023 by Odisha Sports BureauJuly 3, 20230102 ବିଶ୍ୱକପ୍ ୨୦୨୩ର ଆୟୋଜନ କରୁଛି ଭାରତ । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ମେଗା ଇଭେଣ୍ଟର ଆୟୋଜନ କରୁଛି । ଚଳିତବର୍ଷ ବିଶ୍ୱକପରେ ଭାରତର ୧୨ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ । ବିସିସିଆଇ...
Cricketବାରବାଟୀକୁ ଫେରିବ ଆନ୍ତର୍ଜାତିକ ଦିନିକିଆ, ଦିନିକିଆ ବିଶ୍ବକପ୍ ଆୟୋଜନରୁ ବଞ୍ଚିତ ଥିବା ସଂଘଗୁଡିର କ୍ଷତି ଭରଣା କରିବ BCCIOdisha Sports BureauJuly 3, 2023 by Odisha Sports BureauJuly 3, 20230135 ଭୁବନେଶ୍ବର : ଚଳିତ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଆୟୋଜନରୁ ଯେଉଁ ରାଜ୍ୟ ସଂଘଗୁଡିକ ବଞ୍ଚିତ ହୋଇଛନ୍ତି, ବିସିସିଆଇ ସେମାନଙ୍କ କ୍ଷତି ଭରଣା କରିବ ବୋଲି ଘୋଷଣା କରିଛି। ବିଶ୍ବକପ୍ ପରେ...