Cricketବିରାଟ- ଗୌତମଙ୍କୁ ଅଧିକ ଦଣ୍ଡ ମିଳୁOdisha Sports BureauMay 4, 2023 by Odisha Sports BureauMay 4, 20230133 ରବିବାର ମ୍ୟାଚରେ ଲକ୍ଷେ୍ନø ସୁପର ଜିଆଣ୍ଟ ଓ ରୋୟାଲ ଚ୍ୟାଲେଞ୍ଜର ବ୍ୟଙ୍ଗଲୋର ମଧ୍ୟରେ ହୋଇଥିବା ମ୍ୟଚରେ ଆରସିବି ଜିତିଥିଲା । ଜିତିବା ପରେ ପରମ୍ପରା ରହିଛ ଦୁଇଟି ଟିମ ପରସ୍ପରକୁ ହାତ ମେଳାଇବେ ।...
Cricketଧୋନି ଫ୍ୟାନଙ୍କ ପାଇଁ ଖୁସିଖବରOdisha Sports BureauMay 3, 2023 by Odisha Sports BureauMay 3, 20230110 ଧେ।ନୀ ଫ୍ୟାନ ଓ ଚେନ୍ନାଇ ସୁପର କିଙ୍ଗ ମାନଙ୍କ ପାଇଁ ଖୁସି ଖବର ।ଦଳର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ଏମିତି କିଛି କଥା କହିଛନ୍ତି, ଯାହା ଧୋନୀ ଫ୍ୟାନ୍ସଙ୍କ ମନରେ ଖୁସି...
Cricketଆଇପିଏଲରୁ ବାଦ ପଡିଲେ କେ ଏଲ ରାହୁଲOdisha Sports BureauMay 3, 2023 by Odisha Sports BureauMay 3, 20230131 ଲକ୍ଷ୍ନୌ ସୁପର ଜାଏଣ୍ଟର ଅଧିନାୟକ କେ ଏଲ ରାହୁଲ ଆଇପିଏଲରୁ ବାଦ ବଡିଛନ୍ତି । ବ୍ୟାଙ୍ଗଲୋର ବିପକ୍ଷରେ ଖେଳିଥିବା ମ୍ୟାଚ ସମୟରେ ରାହୁଲଙ୍କୁ ଡାହାଣ ଜଙ୍ଘରେ ଆଘାତ ଲାଗିଛି । ତେଣୁ ସେ ଆଇପିଏଲ...
Cricketଟିମ୍ ଇଣ୍ଡିଆ ଟେଷ୍ଟରେ ନମ୍ବର ୧Odisha Sports BureauMay 2, 2023May 2, 2023 by Odisha Sports BureauMay 2, 2023May 2, 20230140 ଆଇପିଏଲ ଚାଲିଥିବା ବେଳେ ଏବେ ଟିମ ଇଣ୍ଡିଆକୁ ଏକ ଖୁସିଖବର ମିଳିଛି ।ଆଇସିସି (ICC)ତରଫରୁ ଟୁଇଟରରେ ଏକ ଫୋଟ ପେଷ୍ଟ କରିଛି । ଦିର୍ଘ ୧୪ ମାସ ପରେ ଭାରତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ...
chessହୃଦୟ ଜିତିଲେ ବିରାଟOdisha Sports BureauMay 2, 2023 by Odisha Sports BureauMay 2, 20230156 ହୃଦୟ ଜିତିଲେ ବିରାଟ । କିଛି ଦିନ ଆଗରୁ ସୋସିୟାଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା । ଯେଉଁଠାରେ ଦେଖିବାକୁ ମିଳିଥିଲା କୋଲକାତା ନାଇଟ ରାଇଡସ ଶ୍ଟାଣ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ...
Cricketଗୌତମ-ବିରାଟ କଳି ପରେ ନିଜ ଘଟଣାକୁ ମନେ ପକାଇଲେ ହରବଜନOdisha Sports BureauMay 2, 2023May 2, 2023 by Odisha Sports BureauMay 2, 2023May 2, 20230164 ସେମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ମ୍ୟାଚର ଘଟଣା ପରେ ହରବଜନଙ୍କ ଟ୍ୱୁିଟ ଦେଖିବାକୁ ମିଳିଛି । ପୂର୍ବତନ କ୍ରିକେଟର ହରବଜ ତାଙ୍କ ପୁରୁଣା ଦିନରେ ଘଟିଥିବା ଘଟଣାକୁ ମନେ ପକାଇଛନ୍ତି ।ପ୍ରଥମ ସିଜିନ...
Cricketଦିନେ ଗୁପ୍ଚୁପ୍ ବିକୁ ଥିଲେ ଆଜି ସଫଳ କ୍ରିକେଟରOdisha Sports BureauMay 2, 2023 by Odisha Sports BureauMay 2, 20230113 ନୂଆଦିଲ୍ଲୀ: କ୍ରିକେଟର ଯଶସ୍ୱୀ ଜୈସୱାଲଙ୍କ ଖେଳକୁ ଦେଖି ଲୋକେ ପ୍ରଶଂସା କରିଛନ୍ତି। ଯଶସ୍ୱୀ ରବିବାର ଆଇପିଏଲର ୧୦୦୦ତମ ମ୍ୟାଚ୍ରେ ନିଜର ଜଲୱା ଦେଖାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ...
Cricketଟିମକୁ ଫେରିଲେ ଶର୍ଦ୍ଦୁଲ ଠାକୁରOdisha Sports BureauApril 29, 2023 by Odisha Sports BureauApril 29, 20230142 ସୁସ୍ଥ ହୋଇ ଟିମକୁ ଫେରୁଛନ୍ତି ଷ୍ଟାର ଅଲରାଉଣ୍ଡର ଶର୍ଦ୍ଦୁଲ ଠାକୁର । କୋଲକତା ନାଇଟ ରାଇଡର୍ସ ପାଇଁ ଖୁସି ଖବର ।୧୬ ତାରିଖ ଆଇପିଏଲ ଆରମ୍ଭରୁ ଟିମରୁ ବାଦ୍ ପଡିଥିଲେ ଶର୍ଦ୍ଦୁଲ । ସଂପୂର୍ଣ୍ଣ...
Cricketଲକ୍ଷ୍ନୌର ସର୍ବୋଚ୍ଚ ସ୍କୋରOdisha Sports BureauApril 29, 2023 by Odisha Sports BureauApril 29, 20230158 ଗତକାଲି ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଲକ୍ଷେ୍ନø ସର୍ବୋଚ୍ଚ ସ୍କେର କରି ଜିତିଛି ।ମ୍ୟାଚ୍ରେ ଚୌକା, ଛକା ବର୍ଷା କରି ଲକ୍ଷ୍ନୌ ୨୫୭/୫ ସ୍କୋର କରିଥିଲା। ଲକ୍ଷ୍ନୌ ପାଳିରେ ୨୭ ଚୌକା ଓ...
Cricketରାଜସ୍ଥାନ ଠାରୁ ପରାସ୍ତ ହେଲା ଚେନ୍ନାଇOdisha Sports BureauApril 28, 2023 by Odisha Sports BureauApril 28, 20230141 ଚଳିତ ଆଇପିଏଲରେ ରାଜସ୍ଥାନ ରୋୟାଲଠାରୁ ଚେନ୍ନାଇ ୩୨ରନରେ ହାରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ଯଶସ୍ବୀ ଜୟସ୍ବାଲଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ନିମ୍ନକ୍ରମରେ ଧଅୁବ ଜୁରେଲ ଓ ଦେବଦତ୍ତ ପଡ଼ିକଲଙ୍କ...