Cricketଟିମ ସଦସ୍ୟଙ୍କୁ ହାଇଦ୍ରାବାଦୀ ବିରିୟାନୀ ଖୁଆଇଲେ ସିରାଜOdisha Sports BureauMay 17, 2023 by Odisha Sports BureauMay 17, 20230111 ହାଇଦ୍ରାବାଦ: ହାଇଦ୍ରାବାଦରେ ମହମ୍ମଦ ସିରାଜଙ୍କ ନୂଆ ଘରେ ବିରିୟାନି ପାର୍ଟି କଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଖେଳାଳି । ନିକଟରେ ହାଇଦ୍ରାବାଦ୍ର ଫିଲ୍ମ ନଗର ଜୁବଲି ହିଲ୍ସରେ ସିରାଜ ଏକ ନୂଆ ଘର କିଣିଛନ୍ତି...
Cricketବିରାଟଙ୍କ ଭବିଷ୍ୟବାଣୀ.. ଶୁଭମାନ ଇଣ୍ଡିଆର ଭବିଷ୍ୟତOdisha Sports BureauMay 17, 2023 by Odisha Sports BureauMay 17, 20230105 ଟିମ୍ ଇଣ୍ଡିଆର ତାରକା ଖେଳାଳି ବିରାଟ କୋହଲି । ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରେ ଗଣନା ତାଙ୍କୁ ଗଣନା କରାଯାଏ। ବିରାଟ କୋହଲି ମଧ୍ୟ ଭାରତୀୟ ଦଳ ପାଇଁ ସର୍ବାଧିକ ରନ୍ ସ୍କୋରର। ନିକଟରେ...
Cricketଧୋନିଙ୍କ ଅଟୋଗ୍ରାଫ ଦେଖାଇ କାନ୍ଦି ପକାଇଲେ ଗାଭାସ୍କରOdisha Sports BureauMay 16, 2023May 16, 2023 by Odisha Sports BureauMay 16, 2023May 16, 2023089 ଚେନ୍ନାଇ: କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଚେପକରେ ‘ଲ୍ୟାପ୍ ଅଫ୍ ଅନର୍’ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଧୋନିଙ୍କୁ ପାଖରେ...
Cricketଅର୍ଜୁନ ତେନ୍ଦୁଲକରଙ୍କୁ କାମୁଡ଼ି ଦେଲା କୁକୁରOdisha Sports BureauMay 16, 2023 by Odisha Sports BureauMay 16, 2023096 ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓ ଲକ୍ଷ୍ମୌ ସୁପର ଜିଆଣ୍ଟସ ଟୁଇଟରରେ ସେୟାର କରାଯାଇଛି। ଏହି ଭିଡିଓରେ ଅର୍ଜୁନ...
Cricketସିରାଜଙ୍କ ନୂଆ ଘରେ ବିରାଟଙ୍କ ସମେତ ପୁରା ଆରସିବି ଟିମ୍Odisha Sports BureauMay 16, 2023 by Odisha Sports BureauMay 16, 2023095 ହାଇଦ୍ରାବାଦ:ଗୁରୁବାର ଦିନ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହାଇଦ୍ରାବାଦ ବିପକ୍ଷରେ ଥିବା ଆଇପିଏଲ୍ ମ୍ୟାଚ୍ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବେ ହାଇଦ୍ରାବାଦ୍ରେ ଅଛି। ବିରାଟଙ୍କ ସମେତ ପୁରା ଆରସିବି ଟିମ୍ ପହଞ୍ଚିଛି ହାଇଦ୍ରାବାଦରେ...
Cricketପ୍ଲେ ଅଫରେ ପ୍ରଥମ ଦଳ ଭାବେ ଗୁଜରାଟ ଟାଇଟନ୍ସର ପ୍ରବେଶOdisha Sports BureauMay 16, 2023May 16, 2023 by Odisha Sports BureauMay 16, 2023May 16, 2023081 ଗତ ବର୍ଷର ଚାମ୍ପିଆନ ଗୁଜରାଟ ଟାଇଟାନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛି । ଆଇପିଏଲ୍ର ଚଳିତ ସଂସ୍କରଣରେ ୧୩ଟି ମ୍ୟାଚ୍ରୁ ୯ଟି ମ୍ୟାଚ୍ ବିଜୟ ସହ ପଏଣ୍ଟ...
Cricketଭଙ୍ଗା ହାତରେ ଚିୟରଗର୍ଲଙ୍କ ନାଚିବା ଘଟଣା; ବିସିସିଆଇ ଉପରକୁ ଉଠିଲା ପ୍ରଶ୍ନOdisha Sports BureauMay 16, 2023 by Odisha Sports BureauMay 16, 2023087 ଆଇପିଏଲର ଏକ ମ୍ୟାଚରେ ଜଣେ ଚିୟରଗର୍ଲ ଭଙ୍ଗା ହାତରେ ନାଚିବା ଘଟଣା ଏବେ ନୂଆ ବିବାଦ ସୃଷ୍ଟି କରିଛି । ସୋମବାର ଗୁଜୁରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଏକ...
Cricketପ୍ଲେ ଅଫ୍ ରେସରୁ ଦିଲ୍ଳୀ ଆଉଟ୍Odisha Sports BureauMay 15, 2023 by Odisha Sports BureauMay 15, 2023086 ଆଇପିଏଲର ଚଳିତ ସଂସ୍କରଣରେ ୧୨ଟି ମ୍ୟାଚରୁ ୮ଟିରେ ପରାଜୟ ହେବା ପରେ ପ୍ଲେ ଅଫ୍ ରେସରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ । ଗତକାଲି ମ୍ୟାଚରେ ପଞ୍ଜାବ କିଙ୍ଗସ ଠାରୁ ୩୧ ରନରେ ହାରି...
Cricketବଡ଼ ବିଜୟ ସହ ବାଙ୍ଗାଲୋରର ପ୍ଲେ ଅଫ୍ ଆଶା ଉଜ୍ଜୀବିତOdisha Sports BureauMay 15, 2023 by Odisha Sports BureauMay 15, 2023088 ଜୟପୁର : ରାଜସ୍ଥାନ ରୟାଲ୍ସ ନିଜ ଘରୋଇ ପଡ଼ିଆ ସବାଇ ମାନସିଂ ଷ୍ଟାଡିୟମରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ଲଜ୍ଜାଜନକ ଭାବେ ପରାଜିତ ହୋଇଛି । ଏହି ମ୍ୟାଚରେ ବାଙ୍ଗାଲୋର ଜିତିବା ପରେ ନିଜ...
Cricketଘରୋଇ ପିଚରେ ଚେନ୍ନାଇକୁ ରୋକିଲା କୋଲକାତାOdisha Sports BureauMay 15, 2023 by Odisha Sports BureauMay 15, 2023092 ଚେନ୍ନାଇ : ରବିବାର ଚେପକରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ କୁ ରୋକିଛି କୋଲକାତା ନାଇଟ ରାଇଡର୍ସ । ପ୍ଲେ ଅଫ୍ ଦ୍ୱାରରେ ଥିବା ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କରିଛି କୋଲକାତା...